Posted inଜାତୀୟ

କଂଗ୍ରେସ ବିଧାୟକ ହୋଟେଲରେ ଦେଖୁଛନ୍ତି ସଲିମ୍‌ର ବିଦ୍ରୋହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଜୟପୁର, ୧୮।୭: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଗତ ୫ ଦିନ ଧରି ଦିଲ୍ଲୀ ରୋଡ ସ୍ଥିତ ଆଲିଶାନ୍‌ ରିସୋର୍ଟରେ ରହିଥିବା ୧୦୦ରୁ ଅଧିକ କଂଗ୍ରେସ ବିଧାୟକଙ୍କକୁ ବଡ଼ ପରଦାରେ ହିନ୍ଦୀ ଫିଲ୍ମ ‘ମୋଗଲ-ଇ-ଆଜମ୍‌’ ଦେଖାଯାଉଛି। ଏଥିରେ ମୋଗଲ ସାମ୍ରାଜ୍ୟ ବିରୋଧରେ ସଲିମ୍‌ଙ୍କ ବିଦ୍ରୋହ ସିନ୍‌ ବିଧାୟକଙ୍କୁ ବେଶ୍‌ ପସନ୍ଦ ଆସିଛି। ବିଧାୟକମାନେ ଏକାଠି ବସି ମୁହଁରେ ମାସ୍କ ପିନ୍ଧି ଫିଲ୍ମ ଦେଖୁଥିତ୍ବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଲିମ୍‌ ଅନାରକଲୀ ଡାଏଲଗ୍‌ରେ ବିଧାୟକମାନେ ମନଖୁସିରେ ତାଳି ମାରୁଥିବାର ଦେଖିବାକୁ ମିଳୁଛି। ହିନ୍ଦୀ ଫିଲ୍ମ ‘ମୋଗଲ-ଇ-ଆଜମ୍‌’ ଭଳି ବିଦ୍ରୋହ ରାଜ୍ୟରେ ହୋଇଛି। ରାଜ୍ୟ ଯୁବ କଂଗ୍ରେସ ନେତା ସଚିନ ପାଇଲଟ୍‌ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ବିରୋଧରେ ବିଦ୍ରୋହ କରି ଶେଷରେ ଅସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର, ସୋସିଆଲ ମିଡ଼ିଆରେ ଭାଇରାଲ…

ଭୋପାଳ,୨୩।୯ : ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ...

ବନ୍ଧୁତ୍ୱର ଲଢେଇ: ପରସ୍ପରକୁ କୋଳାଗ୍ରତ କଲେ ଦିଗ୍‌ବିଜୟ-ଥରୁର

ନୂଆଦିଲ୍ଲୀ,୨୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ...

ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀ ହେବେ ମୁକ୍ତ

ବିଜୟଓ୍ବାଡା,୭।୧୧: ଆନ୍ଧ୍ରପ୍ରଦେଶ ସରକାର ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀଙ୍କୁ ମୁକ୍ତ କରିବା ଲାଗି ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ଜେଲ୍‌ରେ ଏହି ମହିଳା...

ଭାଇରାଲ ହେଲା ଆକ୍ଟ୍ରେସଙ୍କ ଏମ୍‌ଏମ୍‌ଏସ୍‌

ନୂଆଦିଲ୍ଲୀ,୧୯।୮: ଭୁଲ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି ଭୋଜପୁରୀ ସିନେମା। ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରୀଷା କର ମଧୁଙ୍କ ଏମ୍‌ଏମ୍‌ଏସ୍‌ ଭାଇରାଲ ହୋଇଥିଲା। ଏବେ ଆଉ...

ଆନ୍ଧ୍ରପ୍ରଦେଶରେ ପରୀକ୍ଷା ସ୍ଥଗିତ

ଆନ୍ଧ୍ରପ୍ରଦେଶ,୧୧।୫: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ବୋର୍ଡ ଅଫ୍‌ ଇଣ୍ଟରମିଡିଏଟ୍‌ ପରୀକ୍ଷା ସ୍ଥଗିତ। ବାତ୍ୟାକୁ ‘ଅସାନି’ଦୃଷ୍ଟିରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ହେବାକୁ ଥିବା...

ଗର୍ଭସ୍ଥ ଶିଶୁକୁ ହରାଇଲେ ମହିଳା

ବେଙ୍ଗାଲୁରୁ,୧୨।୧୦: ଜଗଦୀଶ ଗୌଡ଼ା କର୍ନାଟକର ଚିକ୍କାମାଗଲୁରୁ ଜିଲାରେ ଭାଜପାର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା। ସେ ୧୬ ଜଣ ଦଳିତଙ୍କୁ ନିଜ କଫି ବଗିଚାରେ...

ଲୋକଙ୍କ ପାଖକୁ ଯାଅ

ନୂଆଦିଲ୍ଲୀ,୮।୧୧: ଭାଜପା ସଦସ୍ୟମାନେ ସାଧାରଣ ଜନତାଙ୍କ ପାଖକୁ ଯାଆନ୍ତୁ। ସେମାନେ ଦଳ ଓ ଲୋକଙ୍କ ମଧ୍ୟରେ ବିଶ୍ୱାସର ସେତୁବନ୍ଧ ସାଜନ୍ତୁ ବୋଲି ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ...

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ୬ ଘଣ୍ଟା ଜେରା କଲା ଇଡି

ନୂଆଦିଲ୍ଲୀ,୧୩।୧୦: ନାଗାଲାଣ୍ଡର ରାଜଧାନୀ କୋହିମାରେ ହାଇକୋର୍ଟ ବିଲ୍ଡିଂ ନିର୍ମାଣ ଲାଗି ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ବିଲ୍ଡିଂ ନିର୍ମାଣ ହୋଇପାରି...

Advertisement
Archives

Model This Week