ଜେଏନ୍ୟୁ ହିଂସା: ତଥ୍ୟ ସୁରକ୍ଷିତ ରଖିବାକୁ ଫେସ୍ବୁକ୍-ହ୍ବାଟସ୍ଆପ୍-ଆପଲ-ଗୁଗୁଲକୁ ହାଇକୋର୍ଟ ପକ୍ଷରୁ ନୋଟିସ୍ ଜାରି
ନୂଆଦିଲ୍ଲୀ,୧୩।୧: ଜେଏନ୍ୟୁ ହିଂସା ମାମଲାରେ ତଥ୍ୟ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଫେସ୍ବୁକ୍-ହ୍ବାଟସ୍ଆପ୍-ଆପଲ-ଗୁଗୁଲକୁ ନୋଟିସ୍ ଜାରି କରାଯାଇଛି। ୩ ଜଣ ପ୍ରଫେସର ସିସିଟିଭି ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ହାଇକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ସୋମବାର...
ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ
ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଇତିମଧ୍ୟରେ ଅଧିକାରୀଙ୍କ ପକ୍ଷରୁ ୪ ଦୋଷୀଙ୍କ ଡମିକୁ ଫାଶୀ ଦିଆଯିବା କାର୍ଯ୍ୟ ଶେଷ...
ଲକ୍ଷ୍ନୌ, ନଏଡାରେ ରହିବେ ପୋଲିସ କମିଶନର
ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ନଏଡାରେ କମିଶନରେଟ ବ୍ୟବସ୍ଥା ଲାଗୁ କରିବାକୁ ନେଇ ସୋମବାର ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲକ୍ଷ୍ନୌରେ ସୁଜିତ...
ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି ଭାଜପା
ନୂଆଦିଲ୍ଲୀ,୧୩।୧: କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଶୁଣିବାକୁ ମିଳିଛି। ଏହାକୁ ରାଣୀ ଲକ୍ଷ୍ମୀବାଇଙ୍କ ନାମରେ ନାମିତ କରିବାକୁ ଚାହୁଁଛି ଭାଜପା। ଭାଜପାର...
ଭିଆଇପି ସୁରକ୍ଷାରୁ ହଟିବେ ଏନ୍ଏସ୍ଜି କମାଣ୍ଡୋ
ନୂଆଦିଲ୍ଲୀ,୧୩।୧: କିଛିଦିନ ତଳେ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବା ପରେ ଏବେ କେନ୍ଦ୍ର ସରକାର ଏନ୍ଏସ୍ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ଚାହୁଁଥିବା ଜଣାପଡିଛି। ଏହି କ୍ରମରେ ଏବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ...
ନରାଓ୍ବଣେଙ୍କୁ ପ୍ରଶଂସା କଲା ଶିବସେନା
ମୁମ୍ବାଇ,୧୩।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ଶିବସେନା ପକ୍ଷରୁ ପ୍ରଶଂସା କରାଯାଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା ପ୍ରକାଶ ପାଇଛି। ଦାୟିତ୍ୱ ଗ୍ରହଣ ପରେ ନରାଓ୍ବଣେ ଜଣେ ମରାଠା...
ଶାହିନ୍ ବାଗ୍ରେ ସିଏଏ-ଏନ୍ଆର୍ସିକୁ ବିରୋଧ: ହିନ୍ଦୁ-ମୁସଲମାନ୍-ଶିଖ୍-ଖ୍ରୀଷ୍ଟିଆନ୍ ଏକାଠି କଲେ ପୂଜା
ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରି ଦିଲ୍ଲୀର ଶାହିନ୍ ବାଗ୍ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ରବିବାର ପ୍ରଦର୍ଶନରେ ସାମିଲ୍ ଥିବା ହିନ୍ଦୁ-ମୁସଲମାନ୍-ଶିଖ୍-ଖ୍ରୀଷ୍ଟିଆନ୍ ଏକାଠି ନିଜ ନିଜ ପରମ୍ପରା ଅନୁସାରେ ପୂଜା କରିଛନ୍ତି।...
କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍: ପିନ୍ଧି ହେବନି ଜିନ୍ସ୍
ବାରାଣସୀ, ୧୩।୧: ଏବେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଆସୁଥିବା ଶ୍ରଦ୍ଧାଳୁ ଜିନ୍ସ୍ ପିନ୍ଧି ପାରିବେ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ ହୋଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ପୁରୁଷଙ୍କ ନିମନ୍ତେ ଧୋତି-କୁର୍ତ୍ତା...
ଜଳିଗଲା ଭାଜପା କାର୍ଯ୍ୟାଳୟ
ଆସନସୋଲ,୧୩।୧: ପଶ୍ଚିମବଙ୍ଗ ଆସନସୋଲର ସଲାନପୁର ଗାଁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ରବିବାର ବିଳମ୍ବିତ ରାତିରେ ଜଳିଯାଇଥିବା ଖବର ମିଳିଛି। ଏହି ଘଟଣାରେ ଭାଜପା ତୃଣମୂଳ କଂଗ୍ରେସ(ଟିଏମ୍ସି)କୁ ଦାୟୀ କରିଛି। ଭାଜପା କହିଛି ଦଳୀୟ କାର୍ଯ୍ୟାଳୟ ଜଳିଯିବା ପଛରେ...
ବିପକ୍ଷ ମେଳିରେ ଯୋଗଦେବ ନାହିଁ ଏଏପି
ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରୁଥିବା ବିରୋଧୀଙ୍କୁ ଆଉ ଏକ ଝଟ୍କା ଲାଗିଛି। ସୋମବାର ଦିଲ୍ଲୀରେ ଆୟୋଜିତ ବୈଠକରେ ଆମ୍ ଆଦମୀ ପାର୍ଟି(ଏଏପି) ଯୋଗଦେବ ନାହିଁ ବୋଲି କହିଛି। ଏହା ପୂର୍ବରୁ ଏହି...
ମହିଳା ଯାତ୍ରୀଙ୍କ ବିସ୍ଫୋରଣ ଧମକ: ବିମାନର ଜରୁରୀ ଅବତରଣ
କୋଲକାତା,୧୩ା୧: ବିସ୍ଫୋରଣରେ ବିମାନ ଉଡ଼ାଇଦେବେ ବୋଲି ଜଣେ ମହିଳା ଯାତ୍ରୀ ଧମକ ଦେବା ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାରଏସିଆର ଏକ ବିମାନକୁ ଫେରାଇ ଅଣାଯାଇ କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ମୋହିନୀ...
ଜେଏନ୍ୟୁ ହିଂସାର ମାଷ୍ଟର ମାଇଣ୍ଡ କୁଳପତି: ବହିଷ୍କାର ଦାବିକଲା କଂଗ୍ରେସ
ଜମ୍ମୁ,୧୩ା୧(ପି.ଟି.): ଜେଏନ୍ୟୁ ହିଂସାକାଣ୍ଡ ମାମଲାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସିଧାସଳଖ କୁଳପତି ଏମ୍ ଜଗଦେଶ କୁମାରଙ୍କୁ ଦୋଷ ଦେଇଛି। ସେ ହିଁ ଏହିସବୁ ଘଟଣାର ମାଷ୍ଟରମାଇଣ୍ଡ ଓ ତୁରନ୍ତ ବିଦା କରାଯାଇ ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଆରମ୍ଭ...
Archives


