ବଡଗାମ ଏନ୍କାଉଣ୍ଟର: ଧରାପଡିଲେ ଜଣେ ଆତଙ୍କବାଦୀ
ବଡଗାମ,୧୩।୧: ଜମ୍ମୁ-କଶ୍ମୀରରେ ସୋମବାର କଶ୍ମୀର ଜୋନ୍ ପୋଲିସ ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଏନକାଉଣ୍ଟର। ଏହାପରେ ଗଣ୍ଡେରବାଲରୁ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ତରିକ ଗନାନି ନାମକ ଏହି ଆତଙ୍କବାଦୀଙ୍କର ଏଲ୍ଇଟି ସହ ସମ୍ପର୍କ ଥିବା ସୂଚନା...
ଦିଲ୍ଲୀ ବିଧାନସଭା ପାଇଁ ୧୪ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କଲା କଂଗ୍ରେସ
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସୋମବାର କଂଗ୍ରେସ ତା’ର ସେଣ୍ଟ୍ରାଲ ଇଲକେଶନ୍ କମିଟି ବୈଠକରେ ୧୪ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ ଭାରତୀୟ...
ଉନ୍ନାଓ ପୀଡ଼ିତା ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ
ଉନ୍ନାଓ,୧୩।୧: ଉତ୍ତରପ୍ରଦେଶ ଉନ୍ନାଓର ବଳାତ୍କାରୀ ପୀଡ଼ିତାଙ୍କ ବାପାଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମଙ୍ଗଳବାର ତିସ୍ ହଜାରି କୋର୍ଟରେ ତାଙ୍କର ଶୁଣାଣି ଥିବା ବେଳେ ଏହା ପୂର୍ବରୁ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ,ଉନ୍ନାଓ...
ସିଏଏ-ଏନ୍ଆର୍ସିକୁ ନେଇ ହୋଇଥିବା ବୈଠକରେ ଯୋଗଦେଲେ ୨୦ ବିରୋଧୀ ଦଳ
ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆର୍ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ। ଏଥିରେ କଂଗ୍ରେସ ସମେତ ପ୍ରାୟ ୧୯ ବିରୋଧୀ ଦଳ ଯୋଗ ଦେଇଥିବା ସୂଚନା ମିଳିଛି। ଏହା...
ମୋଦି-ଯୋଗୀଙ୍କ ବିରୋଧରେ କହୁଥିବା ଲୋକଙ୍କୁ ମାଟିରେ ପୋତି ଦିଆଯିବା ଆବଶ୍ୟକ: ଉତ୍ତରପ୍ରଦେଶ ଶ୍ରମମନ୍ତ୍ରୀ
ଲକ୍ଷ୍ନୌ,୧୩।୧: ଉତ୍ତରପ୍ରଦେଶର ଶ୍ରମମନ୍ତ୍ରୀ ରଘୁରାଜ ସିଂଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସିଏଏ ସମର୍ଥନରେ ଆଲିଗଡ଼ରେ ଆୟୋଜିତ ଏକ ସଭାରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ...
ଜାମିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସ୍ରେ ପଶି ମାରପିଟ୍ କରିଥିଲା ପୋଲିସ; ଭିସି
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ସୋମବାର ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ କୁଳପତି ନଜ୍ମା ଅଖତର ଭେଟିଛନ୍ତି। ସେହି ସମୟରେ ଗତ ମାସରେ କ୍ୟାମ୍ପସ୍ ଭିତରେ ହୋଇଥିବା ହିଂସାକୁ ନେଇ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଛାତ୍ରମାନେ ଦାବି...
ଜାନୁୟାରୀ ୧୭ରେ ଉତ୍କ୍ଷେପଣ ହେବ ଜିସାଟ୍-୩୦: ବଢ଼ିବ ଇଣ୍ଟରନେଟ୍ ସ୍ପିଡ୍
ନୂଆଦିଲ୍ଲୀ,୧୩।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାନୁୟାରୀ ୧୭ରେ ମହାକାଶକୁ ଜିସାଟ୍-୩୦ ଉତ୍କ୍ଷେପଣ କରାଯିବ। ଫ୍ରେଞ୍ଚ୍ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍ରୁ ୟୁରୋପିଆନ୍ ହେଭି ରକେଟ ଏରିୟନ୍-୫-ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ...
ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର
ଡେରାଡୁନ,୧୩।୧: ଦେଶରେ ଏସିଡ୍ ଆଟାକ୍ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଏହି ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ...
ସିଆର୍ପିଏଫ୍ ଗାଡ଼ି ଉପରକୁ ଗୁଳିମାଡ଼ କଲେ ଆତଙ୍କବାଦୀ
ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀରରେ ସିଆର୍ପିଏଫ୍ ଗାଡ଼ି ଉପରେ ସୋମବାର ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ସ୍ଥାନୀୟ ଅନନ୍ତନାଗରେ ଏହା ଘଟିଛି। କିଛି ଆତଙ୍କବାଦୀ ସିଆର୍ପିଏଫ୍ ଗାଡ଼ି ଉପରେ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଅନନ୍ତନାଗ-ପହଲଗାମ୍ ରାସ୍ତାରେ ଥିବା ସରନାଲ୍ ଅନନ୍ତନାଗଠାରେ ହଠାତ୍...
ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭିସି କାର୍ଯ୍ୟାଳୟ ଘେରାଓ କଲେ ଛାତ୍ର
ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିର ଛାତ୍ରମାନେ ସୋମବାର କୁଳପତିଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି। କୁଳପତି ନଜମା ଅଖତରଙ୍କ କାର୍ଯ୍ୟାଳୟ ବାହାରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଛନ୍ତି। ଏଥିରେ ପରୀକ୍ଷା ତାରିଖକୁ ପୁନଃନିର୍ଦ୍ଧାରଣ, ପୋଲିସ...
୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଡିଏସ୍ପି କରିଥିଲେ ୧୨ ଲକ୍ଷ ଟଙ୍କାର ଡିଲ୍
ଶ୍ରୀନଗର,୧୩।୧: ଡିଏସ୍ପି ଦେବିନ୍ଦର ସିଂଙ୍କୁ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। କଶ୍ମୀରର କୁଲଗାମ୍ରେ ହିଜିବୁଲ୍ ମୁଜାହିଦ୍ଦିନ୍ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଦେବିନ୍ଦର ୧୨ ଲକ୍ଷ ଟଙ୍କାର ଡିଲ୍...
ପ୍ରଥମ ରାଜ୍ୟ ଭାବେ କେନ୍ଦ୍ର ନିକଟକୁ ଶରଣାର୍ଥୀଙ୍କ ତାଲିକା ପଠାଇଲା ଉତ୍ତର ପ୍ରଦେଶ
ଲକ୍ଷ୍ନୌ,୧୩।୧: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶର ପ୍ରାୟ ୧୯ଜିଲାରେ ରହୁଥିବା ଶରଣାର୍ଥୀଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିବା...
Archives


