ଜୁଲାଇ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବ !
ନୂଆଦିଲ୍ଲୀ,୩।୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ…
ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ପାଖାପାଖି ୨୧ ହଜାର ଆକ୍ରାନ୍ତ, ୩୭୯ ମୃତ
ନୂଆଦିଲ୍ଲୀ,୩।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାର ୯୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪ ହୋଇଛି ।…
ଅଚାନକ ଲେହରେ ପହଞ୍ଚିଲେ ମୋଦି
ଶ୍ରୀନଗର,୩।୭: ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଲେହରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏଠାରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହାପୂର୍ବରୁ କେବଳ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ସେଠାକୁ ଯାଇଥିଲେ। ମୋଦି ନିମୁ ଫରୱାର୍ଡ ପୋଷ୍ଟରେ…
କ୍ଷମା ମାଗିଲେ ତେଜସ୍ବୀ ଯାଦବ
ପାଟନା,୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ କାର୍ଡ ଖେଳିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ। ୧୫ ବର୍ଷର ଲାଲୁ-ରାବିଡି ଶାସନରେ ହୋଇଥିବା ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି।…
ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ କରୋନା ଔଷଧ
ନୂଆଦିଲ୍ଲୀ,୩।୭: କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ। ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି। ଭାରତ ବାୟୋଟେକ ଏବଂ ଆଇସିଏମଆର ପକ୍ଷରୁ…
ଅପରାଧୀଙ୍କ ଗୁଳିରେ ଡିଏସପିଙ୍କ ସମେତ ୮ ପୋଲିସ କର୍ମୀ ଶହୀଦ
କାନପୁର,୩।୭: ଉତ୍ତର ପ୍ରଦେଶ କାନପୁରରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି ଏସ୍ପି ଦେବେନ୍ଦ୍ର ମିଶ୍ର ରହିଛନ୍ତି। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ…
ଜୁଲାଇ ୬ରୁ ଖୋଲିବ ଏହି ସବୁ ଐତିହ୍ୟସ୍ଥଳୀ
ନୂଆଦିଲ୍ଲୀ,୨।୭-ଅନଲକ ୧ ପରେ ବର୍ତ୍ତମାନ ଦେଶରେ ଅନଲକ ୨ ଆରମ୍ଭ ହୋଇଛି। ତେବେ ସରକାର ଧିରେ ଧିରେ କିଛି କଟକଣାକୁ କୋହଳ କରୁଥିବାବେଳେ କିଛି କଟକଣାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରିସ୍ଥିତିରେ ତାଜମହଲଠାରୁ ଆରମ୍ଭ କରି ଦିଲ୍ଲୀରେ…
ରୁଷିଆ ସହ ବଢିବ ସୁସମ୍ପର୍କ: ଫୋନ କରି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ରୁଷିଆରେ ହୋଇଥିବା ଭୋଟିଂରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ବହୁମତ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିବା ପରେ ଏହା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ରାହୁଲଙ୍କ ବଦାନ୍ୟତା: ଛାତ୍ରୀଛାତ୍ରଙ୍କ ଅନ୍ଲାଇନ୍ ପାଠପଢା ପାଇଁ ଦାନକଲେ ୧୭୫ ସ୍ମାର୍ଟ ଟିଭି
ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ତଥା ଓ୍ବାୟନାଡର ଏମ୍ପି ନିଜ ନିର୍ବାଚନ ମଣ୍ଡଳୀର ଆଦିବାସୀ ପିଲାଙ୍କ ପାଠପଢା ପାଇଁ ୧୭୫ଟି ସ୍ମାର୍ଟ ଟିଭି ଦାନ କରିଥିବା ଜଣାପଡିଛି। ଓ୍ବାୟନାଡାର ଜିଲା ପ୍ରଶାସନକୁ ଏହା ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ମାହାମାରୀ ପାଇଁ ଏବେ ରାଜ୍ୟର…
ଶିବଙ୍କ ରାଜ୍ୟରେ ସିନ୍ଧିଆ ସରକାର: ନୂଆ ଟିମ୍ରେ ସିନ୍ଧିଆ ଗୋଷ୍ଠୀର ୯ ମନ୍ତ୍ରୀ
ଭୋପାଳ, ୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି। ୨୮ ଜଣ ନୂଆମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୭ ଜଣ ଶିବରାଜଙ୍କ ଅନୁଗତ ରହିଥିବାବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୋଷ୍ଠୀର ୯ ଜଣ ରହିଛନ୍ତି। ନୂଆ…
ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ
ମୁମ୍ବାଇ,୨।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ଆତ୍ମହତ୍ୟା ପଛରେ କ’ଣ ରହସ୍ୟ ରହିଛି ସେନେଇ ଜାଣିବାକୁ ସମସ୍ତେ…
ମାଗଣା ଚାଉଳ-ଗହମ ରାଜନୀତି: ବିହାରରେ ୫ ମାସରେ ସାଢ଼େ ୮କୋଟି ଗରିବ ହେବେ ଉପକୃତ
ପାଟନା, ୨।୭: ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏବେ ରାଜ୍ୟରେ ଏନଡିଏ ମେଣ୍ଟ କ୍ଷମତାରରେ ରହିଛି। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ରାଜ୍ୟରେ ନିର୍ବାଚନ ଲଢ଼ିବାରେ ଯୋଜନା କରିଛି। ତେବେ ଆସନ ଭାଗବଣ୍ଟା ନେଇ ଭାଜପା…
Archives


