‘ବନ୍ଧୁ ପ୍ରକଳ୍ପ’: ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ପେନ୍ସନ୍
କୋଲକାତା,୧୦।୨: ପଶ୍ଚିମବଙ୍ଗ ସରକାର ଚଳିତ ୨୦୨୦-୨୧ ବର୍ଷ ବଜେଟରେ ଏକ ନୂଆ ଯୋଜନା ଘୋଷଣା କରିବାର ବ୍ୟବସ୍ଥା ରହିଛି। ଏହାର ନାମ ରଖାଯାଇଛି ‘ବନ୍ଧୁ ପ୍ରକଳ୍ପ’। ଏହି ଯୋଜନା ଅଧିନରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ପେନସନ୍ ମିଳିବ...
ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ
ବେଙ୍ଗାଲୁରୁ,୧୦।୨: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ଟିକସ ଫାଙ୍କି ଏବଂ ଅମ୍ବୁ ଚେଝିଆନ୍ଙ୍କ...
ଓମାର ଅବଦୁଲାଙ୍କ ନଜରବନ୍ଦୀ ହଟାଇବା ପାଇଁ ଅଣ୍ଟା ଭିଡ଼ିଲେ ସାରା ପାଇଲଟ
ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଉପରୁ ନଜରବନ୍ଦୀ ହଟାଇବା ପାଇଁ ଭଉଣୀ ସାରା ପାଇଲଟ ଅଣ୍ଟା ଭିଡ଼ିଛନ୍ତି। ଓମାରଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ସାରା ସୁପ୍ରିମ୍କୋର୍ଟରେ ସୋମବାର ଆବେଦନ କରିଛନ୍ତି। ଓମାରଙ୍କ ନଜରବନ୍ଦୀ ସମୟ ସୀମା...
ସ୍ଥଳ, ବାୟୁସେନାର ବୃଦ୍ଧି ପାଇବ ପରାକ୍ରମ: ଡିଆର୍ଡିଓ ନିର୍ମାଣ କରୁଛି ‘ପ୍ରନାଶ’ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ,୧୦।୨: ଅଗାମୀ ଦିନରେ ସ୍ଥଳସେନା ଏବଂ ବାୟୁସେନାର ପରାକ୍ରମ ବୃଦ୍ଧି ପାଇବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍ଡିଓ) ପକ୍ଷରୁ ପ୍ରହାର କ୍ଷେପଣାସ୍ତ୍ର ଶ୍ରେଣୀର ନୂଆ କ୍ଷେପଣାସ୍ତ୍ର ପ୍ରନାଶ ନିର୍ମାଣ କରାଯାଉଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୦୦କିମି ରହିବ। ଏହା...
ପାଟନାରେ ବନ୍ଦ ଘରେ ବିସ୍ଫୋରଣ: ତଦନ୍ତ ଜାରି
ପାଟନା,୧୦।୨: ବିହାର ପାଟନାରେ ଏକ ବନ୍ଦ ଘରେ ସୋମବାର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାନ୍ଧୀ ମଇଦାନ...
ପୁସ୍ତକ ମେଳାରେ ହନୁମାନ ଚାଳିଶା ବାଣ୍ଟିବାରୁ ଭିଏଚ୍ପିକୁ ରୋକିଲା ପୋଲିସ
କୋଲକାତା,୧୯।୨: ପଶ୍ଚିମବଙ୍ଗରେ ରବିବାର ୪୪ତମ ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାର ଶେଷ ଦିନ ଥିଲା। ପୁସ୍ତକ ମେଳାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲୋକମାନଙ୍କୁ ହନୁମାନ ଚାଳିଶା ବଣ୍ଟା ଯାଉଥିଲା। ଏହାକୁ ରୋକିଥିଲା ପୋଲିସ। ଫଳରେ ଉଭୟଙ୍କ ମଧ୍ୟରେ ବିବାଦ...
ରାମମନ୍ଦିର ଗର୍ଭଗୃହ ସୁନାରେ ହେବ ନିର୍ମାଣ
ନୂଆଦିଲ୍ଲୀ,୧୦।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ମନ୍ଦିରର ଗର୍ଭଗୃହକୁ ସୁନାରେ ତିଆରି କରାଯିବ ବୋଲି କୁହାଯାଉଛି। ଏଥି ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ଅବାଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି...
ପକୁଡ଼ି ଛାଣି ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ
ଅସାନସୋଲ,୧୦।୨: ରାଜ୍ୟରେ ବେକାରି ସମସ୍ୟା ବଢିଚାଲିଥିବା ବେଳେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗର ଆସାନସୋଲରେ କଂଗ୍ରେସ କର୍ମୀମାନେ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ ରାସ୍ତା କଡରେ ପକୁଡ଼ି ଛାଣିବା ସହ ପ୍ଲାକାର୍ଡ ଧରି ମଧ୍ୟ ବିରୋଧ କରିଥିଲେ।...
୧୩ ମିଲିମିଟର ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିର୍ମାଣ କଲେ ୮ ବନ୍ଧୁ
ସୁରଟ,୧୦।୨: ସୁରଟରେ ୮ଜଣ ବନ୍ଧୁ ମିଳିତ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟ ଅଫ୍ ୟୁନିଟ୍ର ୧୩ ମିଲିମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିର୍ମାଣ କରିଛନ୍ତି। ଏହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...
୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍ ଆପ୍
ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ ଛାତ୍ରୀ ମୌଦାଇବାହୁନ ମୋଞ୍ଜାଙ୍କୁ ତାଙ୍କ ସହପାଠୀ ଧମକ ଚମକ ଦେବା ସହିତ ନାନା...
ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ
ନୂଆଦିଲ୍ଲୀ,୧୦ା୨(ପି.ଟି.): ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ତେଣୁ ତଫସିଲଭୁକ୍ତ ଜାତି (ଏସ୍ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍ଟି) ବର୍ଗର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ...
ଆତଙ୍କବାଦୀଙ୍କ ଗୁଳିରେ ଠିକାଦାର ମୃତ
ଶ୍ରୀନଗର,୧୦ା୨(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ରବିବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ନିହତ ହୋଇଛନ୍ତି। ସେ ହେଲେ ତ୍ରାଲ ଅଞ୍ଚଳର ଠିକାଦାର ଗୁଲାମନବୀ ମୀର। ୫୫ ବର୍ଷୀୟ ଗୁଲାମନବୀ ସନ୍ଧ୍ୟା ୭ଟା ୩୦ରେ ପାୟିନସ୍ଥିତ ତାଙ୍କ ଘର ବାହାରେ...
Archives


