ଆକ୍ରମଣ ପଛର ଷଡ଼ଯନ୍ତ୍ର ଖୋଜୁଛି ଏନ୍ଆଇଏ ଟିମ୍
ନୂଆଦିଲ୍ଲୀ,୨୮।୪:ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଅନୁଷ୍ଠାନିକ ଭାବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ତଥ୍ୟପ୍ରମାଣ ଯୋଗାଡ଼ ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋର୍ଦାର କରିଛି। ଆକ୍ରମଣ ପଛର ଷଡ଼ଯନ୍ତ୍ର ଦିଗକୁ ଖୋଜି ବାହାର କରିବା ଲାଗି…
ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିଲେ ଚାଷୀ
ଚଣ୍ଡିଗଡ଼,୨୮।୪:ପହଲଗାମ୍ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଅଧିକାରୀମାନେ ପଞ୍ଜାବ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଯୁଦ୍ଧ…
ଭାରତ-ଆଫଗାନିସ୍ତାନ ମଧ୍ୟରେ ବଢୁଛି ସମ୍ପର୍କ, PAKକୁ ଝଟକା ଦେବ ଏହି…
ନୂଆଦିଲ୍ଲୀ,୨୮।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ପହଲଗାମ ଆକ୍ରମଣ ପରେ, ଉଭୟ ଦେଶ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଏହା…
‘ଭାରତରେ ବିବାହ କରିଛନ୍ତି ୫ ଲକ୍ଷରୁ ଅଧିକ ପାକିସ୍ତାନୀ ଯୁବତୀ’,ଭାଜପା ନେତାଙ୍କ ବଡ଼ ଦାବି
ନୂଆଦିଲ୍ଲୀ,୨୮।୪: ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ନିଶିକାନ୍ତ ଦୁବେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସେ ପାକିସ୍ତାନର ସେହି ଝିଅମାନଙ୍କ ବିଷୟରେ କହିଥିଲେ ଯେଉଁମାନେ ଭାରତରେ ବିବାହ କରିଛନ୍ତି। ତାଙ୍କ ଅନୁସାରେ, ପାଞ୍ଚ…
ଭାରତର ବଡ଼ ଆକ୍ସନ GEO News, SAMAA TV ସମେତ ୧୬ ପାକିସ୍ତାନୀ Youtube ଚ୍ୟାନେଲ ବ୍ୟାନ
ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟର ସୁପାରିଶ ଉପରେ କାର୍ଯ୍ୟ କରି ଭାରତ ସରକାର ୧୬ଟି ପାକିସ୍ତାନୀ Youtube ଚ୍ୟାନେଲକୁ ନିଷିଦ୍ଧ କରିଛନ୍ତି। ଏହି ଚ୍ୟାନେଲଗୁଡ଼ିକରେ Don news, SAMAA TV ଏବଂ ଜିଓ ନ୍ୟୁଜ GEO…
‘ଜବାବ ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ, ଯଦି ରକ୍ତପାତ ହେବ ତ…’, ବିଲାଓ୍ବଲ ଭୁଟ୍ଟୋଙ୍କୁ ଥରୁରଙ୍କ ଟାର୍ଗେଟ
ନୂଆଦିଲ୍ଲୀ,୨୮।୪: ପହଲଗାମ ଆକ୍ରମଣ ଉପରେ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର କହିଥିଲେ, ‘ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଏକ ପ୍ୟାଟର୍ନ ଅଛି।’ ଲୋକମାନଙ୍କୁ ସୀମା ଆରପାରିରୁ ଉତ୍ସାହିତ କରାଯାଇଥାଏ, ତାଲିମ ଦିଆଯାଇଥାଏ, ଅସ୍ତ୍ରଶସ୍ତ୍ର ଦିଆଯାଇଥାଏ…
ପାକିସ୍ତାନକୁ ଆଇନା ଦେଖାଇଲେ ଓଓ୍ବାଇସି, Pahalgam Attackକୁ ନେଇ କହିଲେ ତୁମେ ଭାରତଠାରୁ ଅଧ ଘଣ୍ଟା ନୁହେଁ, ଅଧା ଶତାବ୍ଦୀ ପଛରେ ଅଛ
ନୂଆଦିଲ୍ଲୀ,୨୮।୪: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ ଅଛ। Pahalgam Attack ପରେ ସେ ପୁଣି ଥରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ୱାକଫ…
‘ପହଲଗାମ ଆକ୍ରମଣ ଭାରତ ନିଜେ କରି ଆମକୁ ବଦନାମ କରୁଛି’
ଇସଲାମାବାଦ,୨୮ା୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ଲାଗୁଛି ଭାରତ ଏହି ଆକ୍ରମଣ ନିଜେ କରି ପାକିସ୍ତାନକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ…
Pahalgam Attack: ପୃଥିବୀର ଭୂସ୍ବର୍ଗ ଏବେ ନିରବ, ନିଃଶବ୍ଦ, ଚୁପ ହୋଇଯାଇଛି ଡାଲ ହ୍ରଦ
ଜମ୍ମୁ,୨୮।୪: ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ହାଉସ ବୋଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ପରିଦର୍ଶନରେ ନେବା ସମୟରେ ପ୍ରବଳ ଭିଡ଼ ହେତୁ ପରସ୍ପର ସହିତ ଧକ୍କା ହେଉଥିବା ଶିକାରାଗୁଡ଼ିକ ଏବେ କୂଳରେ ନିରାଶ…
Pahalgam Attack: କ୍ୟାମେରା ଲୁଚାଇ ରଖି ପହଲଗାମ ନରସଂହାରର ରେକର୍ଡିଂ କରୁଥିଲେ ଆତଙ୍କବାଦୀ, NIA ଦେଲା ବଡ ତଥ୍ୟ
ଜମ୍ମୁ,୨୮।୪: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଗଣହତ୍ୟାର ତଦନ୍ତ ପାଇଁ NIA ଏକ ମାମଲା ପଞ୍ଜିକୃତ କରିଛି। ଏବେ ଅନେକ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆତଙ୍କବାଦୀ ଆକ୍ରମଣର ପ୍ରମାଣ ସଂଗ୍ରହ କରିବା ପାଇଁ କିଛି…
ଅଟ୍ଟାରୀ ଦେଇ ଫେରିଲେଣି ୫୩୭ ପାକିସ୍ତାନୀ
ନୂଆଦିଲ୍ଲୀ,୨୮ା୪: ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୫୩୭ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ କୂଟନୀତିଜ୍ଞ ରହିଛନ୍ତି। ମା’ଙ୍କୁ ଛାଡ଼ି…
Pakistan: ପାକ୍ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…
ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା ବିଏସଏଫ (ସୀମା ସୁରକ୍ଷା ବାହିନୀ) ଯବାନ ପୂର୍ଣ୍ଣମ କୁମାର ଶାୱଙ୍କୁ ପାକିସ୍ତାନ ଦ୍ୱାରା ଅଟକ…
Archives


