ଜାତୀୟ

ପାକିସ୍ତାନକୁ ଆଟାକ୍‌ କରିବାକୁ ପ୍ରସ୍ତୁତ ହେଉଛି ଭାରତ, ଓଡ଼ିଶା କର୍ମଚାରୀଙ୍କ ଛୁଟି ବାତିଲ୍‌

ନୂଆଦିଲ୍ଲୀ/ ଭୁବନେଶ୍ୱର,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସରକାର ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏବେ ଫାଇନାଲ ଯୁଦ୍ଧ ହେବା ନେଇ ବଡ଼ ସଙ୍କେତ ମିଳିଛି।…

ପହଲଗାମ ଆକ୍ରମଣକୁ ନେଇ ମୌଲାନା ଅର୍ଶଦ ଦେଲେ ବଡ଼ ବୟାନ, ଭାରତ-ପାକିସ୍ତାନ ଯୁଦ୍ଧ…

ନୂଆଦିଲ୍ଲୀ,୪।୫: ଜମିଅତ ଉଲାମା-ଏ-ହିନ୍ଦର ସଭାପତି ମୌଲାନା ଅର୍ଶଦ ମଦାନୀ ଏକ ସାମ୍ବାଦିକ ସମ୍ମିଳନୀ ଭାରତ-ପାକିସ୍ତାନ ସର୍ମ୍ପକ ଉପରେ ଆଲୋଚନା କରିଛନ୍ତି। ସେ କଶ୍ମୀରରେ ଆତଙ୍କବାଦୀଙ୍କ ଘର ଭାଙ୍ଗିବା ଏବଂ ଭାରତ-ପାକିସ୍ତାନ ଯୁଦ୍ଧ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। Maulana Arshad…

Video: ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହେଲା ପୁଅ; ସେଲିବ୍ରେଶନ କଲେ ବାପା, ମା’

ନୂଆଦିଲ୍ଲୀ,୪ା୫: ଏହା ଏକ ନିରାଶାଜନକ ଫଳାଫଳ ଥିଲା। କିନ୍ତୁ ଏହା ଦୁନିଆର ଶେଷ ନୁହେଁ। ଅତି କମରେ ସେହି ପିତାମାତାଙ୍କ ପାଇଁ, ଯେଉଁମାନେ ଆଲୋକର ଏକ କିରଣ ଦେଖିବାକୁ ବାଛିଥିଲେ ଓ “ହାର ନ ମାନିବା” ପୁରୁଣା ଆଦର୍ଶରେ ଆସ୍ଥା ରଖିଥିଲେ।…

ଯଦି ମିସାଇଲ ବର୍ଷା ହୁଏ କାହାର ଅଧିକ କ୍ଷତି ହେବ ? ଭାରତ-ପାକ ଯୁଦ୍ଧର “ମୂଲ୍ୟ” ଉପରେ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ,୪ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜନସାଧାରଣଙ୍କ ମନୋଭାବ ଉତ୍ତେଜନାପୂର୍ଣ୍ଣ ଥିବାବେଳେ, ଜଣେ ପୂର୍ବତନ କୂଟନୀତିଜ୍ଞ ଚେତାବନୀ ଦେଇଛନ୍ତି ଯେ ଜନମତ ଅନୁସାରେ ପାକିସ୍ତାନ ସହ ଯୁଦ୍ଧର ନିଷ୍ପତ୍ତି ନିଆଯିବା ଉଚିତ ନୁହେଁ। ପାକିସ୍ତାନରେ ପୂର୍ବତନ ହାଇ କମିଶନର ଅଜୟ ବିସାରିଆ…

ପାକିସ୍ତାନରୁ ଭାରତକୁ ଆସୁଥିଲା, ଧରି ପକାଇଲା ସେନା, ଦେଶରେ ଚହଳ

ନୂଆଦିଲ୍ଲୀ,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ସ୍ଥିତି ଏମିତି ହୋଇଛଇ କି ଭାରତ ଉପରେ ପାକିସ୍ତାନ ଡିଜିଟାଲ ଷ୍ଟ୍ରାଇକ୍‌ କରିଛି। ଏଥିସହ ବର୍ଷସାରା ପାକ୍‌କୁ ପାଣି ଯୋଗାଉଥିବା ସିନ୍ଧୁ ନଦୀର ପାଣି ମଧ୍ୟ…

ବିମାନ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼, ଆଉ ତା’ ପରେ…

ଆବୁଧାବି/ନୂଆଦିଲ୍ଲୀ,୪ା୫: ରବିବାର ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଆବୁଧାବିକୁ କନଭର୍ଟ କରାଯାଇଛି। ଇସ୍ରାଏଲର ଏକ ସହରର ବିମାନବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନଟିର ଦିଗ ପରିବର୍ତ୍ତନ କରାଯାଇଥିଲା। ସୂତ୍ର ଅନୁଯାୟୀ, ବୋଇଂ ୭୮୭ ବିମାନ…

ଓଡ଼ିଶାରେ ଚାଲିଛି ଯୁଦ୍ଧାସ୍ତ୍ର ନେଇ ସିକ୍ରେଟ ପ୍ଲାନିଂ, ଯୁଦ୍ଧ ପାଇଁ ଗୋଳାବାରୁଦ ସହ ଭୟଙ୍କର ବିସ୍ପୋରକ…

ନୂଆଦିଲ୍ଲୀ/ ଭୁବନେଶ୍ୱର,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସରକାର ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏବେ ଫାଇନାଲ ଯୁଦ୍ଧ ହେବା ନେଇ ବଡ଼ ସଙ୍କେତ ମିଳିଛି।…

ଭାରତରେ ତୃତୀୟ ବିଶ୍ୱଯୁଦ୍ଧ! ମାଳିକାରେ ସାଂଘାତିକ ଭବିଷ୍ୟବାଣୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୪।୫: ଓଡ଼ିଶାର ମହାନ ସାଧୁ ତଥା ଦାର୍ଶନିକ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ୱାରା ରଚିତ ‘ଭବିଷ୍ୟ ମାଳିକା’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଗ୍ରନ୍ଥରେ କରାଯାଇଥିବା ତୃତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧୀୟ ଭବିଷ୍ୟବାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏହି…

୧୧ ବର୍ଷ ବୟସରେ ଭିଣୋଇଙ୍କୁ ବିବାହ, ୨୩ ବର୍ଷରେ ପଡ଼ିଲେ ଦିଅରଙ୍କ ପ୍ରେମରେ..ଘରୁ ଫେରାର ହୋଇ ମନ୍ଦିରରେ…

ଜୟପୁର,୪।୫: ନାବାଳିକା ଥିବା ବେଳେ ଭିଣୋଇଙ୍କ ସହ ବିବାହ। ପରବର୍ତ୍ତୀ ସମୟରେ ଦିଅରଙ୍କ ପ୍ରେମରେ ପଡ଼ିଗଲେ ଯୁବତୀ। ଶେଷରେ ଘରୁ ଫେରାର ହୋଇ ହରିୟାଣାର ଏକ ମନ୍ଦିରରେ ଶରଣ ପଶିଛନ୍ତି ସେ। ରାଜସ୍ଥାନର ଚୁରୁର ଏଭଳି ଏକ କାହାଣୀ ଏବେ ଚର୍ଚ୍ଚାରେ…

ଭୟଙ୍କର ଦୁର୍ଘଟଣା: ଘାଟିରୁ ୩୦୦ ଫୁଟ ତଳକୁ ଖସିଲା ସେନା ଟ୍ରକ୍‌, ଶହୀଦ ହୋଇଗଲେ ୩ ଯବାନ

ଶ୍ରୀନଗର,୪ା୫: ଜମ୍ମୁ-କଶ୍ମୀରର ରାମବନ ଜିଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍‌ ଘାଟିରୁ ପ୍ରାୟ ୨୦୦-୩୦୦ ମିଟର ତଳକୁ ଖସି ପଡ଼ିଛି। ଫଳରେ ୩ ଯବାନ ଶହୀଦ ହୋଇଛନ୍ତି। ପୋଲିସ, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର…

PM କିଷାନର ଆଗାମୀ କିସ୍ତି ଟଙ୍କାକୁ ଅପେକ୍ଷା କରିଛନ୍ତି କି? ଜାଣନ୍ତୁ କେବେ ଆସିବ, ଏଭଳି ଯାଞ୍ଚ କରନ୍ତୁ Status

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୨୦ତମ କିସ୍ତି ଖୁବଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିପାରେ। ତେବେ ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ତଥାପି ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ, ଚାଲିଛି ବଡ଼ ଆଲୋଚନା, ଖୁବ୍‌ଶୀଘ୍ର ହେବ…

ନୂଆଦିଲ୍ଲୀ,୪ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ବି ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri