ଗୁରୁଗ୍ରାମରୁ ବିହାର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରିଥିବା ଜ୍ୟୋତିଙ୍କ ସମ୍ମାନରେ ଡାକ ଟିକେଟ ଜାରି
ପାଟନା,୨୫।୫: ଲକ୍ଡାଉନ ଯୋଗୁ ବାହାରେ ଫସିରହିଥିବା ଜ୍ୟୋତି ଓ ତାଙ୍କ ପିତାଙ୍କୁ ନେଇ ଏବେ ଚର୍ଚ୍ଚା ଚାରିଆଡେ। ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ଯାତ୍ରା କରିଥିବା ମାତ୍ର ୧୫ ବର୍ଷୀୟ ଜ୍ୟୋତିଙ୍କ...
ଭୋପାଳ ରାଜଭବନକୁ ପହଞ୍ଚିଲା କରୋନା
ଭୋପାଳ,୨୫।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସୋମବାର ୨୪ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସହରର ହଟସ୍ପଟ ଜୋନ କରୋନା ସଂକ୍ରମଣର ଶିକାର ହେଉଥିବା ବେଳେ ଏବେ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ଜଣାଶୁଣା ରାଜଭବନରେ ମଧ୍ୟ...
ନଏଡା ପରେ ଏବେ ଗାଜିଆବାଦ ବର୍ଡର ସିଲ୍: କେବଳ ପାସ୍ଧାରୀଙ୍କୁ ମିଳିବ ପ୍ରବେଶ ଅନୁମତି
ଗାଜିଆବାଦ,୨୫।୫: ଉତ୍ତରପ୍ରଦେଶ ଗାଜିଆବାଦରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣ ମାମଲା ତୀବ୍ରଗତିରେ ବଢ଼ିବାରେ ଲାଗିଛି। କରୋନା ମାମଲାକୁ ବଢ଼ୁଥିବା ଦେଖି ଗାଜିଆବାଦ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ସୋମବାର ଦିଲ୍ଲୀ-ଗାଜିଆବାଦ ବର୍ଡରକୁ ସିଲ୍ କରିବା ପାଇଁ ଗାଜିଆବାଦ...
ଚାଇନାକୁ ଜବାବ ଦେବାକୁ ଯାଇ ସୀମାରେ ମୁତୟନ ହେଲେ ଅଧିକ ସେନା
ଲଦାଖ,୨୫।୫: ଭାରତୀୟ ସୀମା ଲଦାଖରେ ଚାଇନାର ବହୁ ସଂଖ୍ୟକ ସେନା ମୁତୟନ ହେବା ପରେ ଭାରତ ଏବେ ଏହାର କଡ଼ା ଜବାବ ଦେଇଛି। ଲଦାଖର ଚାଇନା ସୀମାରେ ଭାରତୀୟ ସେନା ପକ୍ଷରୁ ଅତ୍ୟଧିକ ସେନା ମୁତୟନ କରାଯାଇଥିବା ଜଣାପଡ଼ିଛି। କାରଣ...
ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଜନ୍ମ ନେଲେଣି ୩୦ ଶିଶୁ: ନାମ ରଖାଯାଇଛି ‘କରୋନା କୁମାରୀ’, ‘ଲକ୍ଡାଉନ ଯାଦବ’
ନୂଆଦିଲ୍ଲୀ,୨୫।୫: କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଘରକୁ ଆସିବାକୁ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ...
ଲକ୍ଡାଉନ ଯୋଗୁ କ୍ଷତି ସହିଲେଣି ଘୋଡ଼ା ମାଲିକ
ଭୋପାଳ,୨୫।୫: ମଧ୍ୟପ୍ରଦେଶରେ ଅଧିକାଂଶ ସ୍ଥାନରେ ବିବାହ ପାଇଁ ଘୋଡ଼ାର ବ୍ୟବହାର କରାଯାଇଥାଏ। ଆଉ ଘୋଡ଼ାକୁ ଭଡାରେ ଲଗାଇ ଦି ପଇସା ରୋଜଗାର କରୁଥିବା ଘୋଡ଼ା ମାଲିକମାନେ ଏବେ ବହୁ କ୍ଷତି ସହିଥିବା କହିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ...
ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୯୦ରେ ପହଞ୍ଚିଲା
ନୂଆଦିଲ୍ଲୀ,୨୫।୫: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ଏବେ କଣ୍ଟେନମେଣ୍ଟ ଜାନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୯୦ରେ ପହଞ୍ଚିଛି। ୪୧ ନୂଆ...
ସିବିଏସ୍ଇ ବୋର୍ଡ: ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା
ନୂଆଦିଲ୍ଲୀ,୨୫।୫: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକଶେନ(ସିବିଏସ୍ଇ)ର ବାକିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ। ସୋମବାର କେନ୍ଦ୍ର ମାନବ ସମ୍ବଳ ବିକାଶ(ଏଚ୍ଆର୍ଡି) ମନ୍ତ୍ରୀ ରମୋଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି। କରୋନା...
ମସ୍ଜିଦ ନ ଯାଇ ଘରେ ଇଦ୍ ପାଳିଲେ ନକ୍ଭି
ନୂଆଦିଲ୍ଲୀ,୨୫।୫: ସାରା ଦେଶରେ ସୋମବାର ପାଳନ କରାଯାଇଛି ପବିତ୍ର ଇଦ୍-ଉଲ୍-ଫିତର ପର୍ବ। ଚଳିତ ବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ ଚାଲିଥିବାରୁ ଏଥର ଆଉ ମୁସଲମାନ ସମ୍ପ୍ରଦାୟର ଲୋକେ ମସଜଦ ନ ଯାଇ ବରଂ ଘରେ ଇଦ୍...
ମହାରାଷ୍ଟ୍ରରେ ୧,୮୦୯ ପୋଲିସ କରୋନା ସଂକ୍ରମିତ
ମୁମ୍ବାଇ,୨୫।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ବିଶେଷ ଭାବେ କରୋନା ଯୋଦ୍ଧା ସାଜି ସାଧାରଣ ଜନତାକୁ କରୋନା କବଳରୁ ରକ୍ଷା କରିବାକୁ ଅଣ୍ଟା ଭିଡିଥିବା ପୋଲିସ ଏବେ ସଙ୍କଟରେ। ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସରେ...
ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନରେ ମଝି ସିଟ୍ ବୁକିଂ ବନ୍ଦ
ନୂଆଦିଲ୍ଲୀ,୨୫।୫: ବିମାନ ଯାତ୍ରାବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସୋମବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ୧୦ ଦିନ ପରେ ଏୟାର ଇଣ୍ଡିଆ ବିମାନରେ ମଝି ସିଟ୍ ବୁକିଂ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆଗାମୀ ୧୦...
Archives


