ନିଆଁ ଭିତରେ ଯୋଗ କଲେ ଭାଜପା ଏମ୍ପି
ଜୟପୁର,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସରେ ଅବସରରେ ସାରା ଦେଶରେ ଯୋଗର ଆସର ଜମିଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତାଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ଯୋଗ କରୁ୍ଥିବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଭାରତୀୟ ଜନତା ପାର୍ଟି ଏମ୍ପି ସୁଖବୀର ସିଂ ଜୌନପୁରିଆ...
ସେନାକୁ ମିଳିବ ଅଧିକ କ୍ଷମତା: ଚାଇନାକୁ ଦିଆଯିବ କଡ଼ା ଜବାବ
ନୂଆଦିଲ୍ଲୀ, ୨୧।୬: ଭାରତ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଏଡିଏସ୍ ବିପି ରାଓ୍ବତଙ୍କ ସମେତ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରାଓ୍ବଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆର୍.କେ.ଏସ୍. ଭଦୋରିଆ...
ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବାହ୍ନ ୧୧ଟାରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ଶୁଣାଣି ହେବ। ଜଣିକିଆ ବେଞ୍ଚରେ ଏହି ଶୁଣାଣି ହେବ। ରଥଯାତ୍ରା ପୁନର୍ବିଚାର...
୧୮,୮୦୦ ଫୁଟ ଉଚ୍ଚରେ ଯୋଗକଲେ ଯବାନ
ଚାମୋଲି, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି। ଉତ୍ତରାଖଣ୍ଡ ଚାମୋଲି ଜିଲାର ଭାରତ ଚାଇନା ସୀମାରେ ମୁତୟନ ଥିବା ଆଇଟିବିପି ଯବାନମାନେ ସମୁଦ୍ରପତ୍ତନଠାରୁ ୧୪ ହଜାର ଫୁଟ ଉଚ୍ଚରେ ବରଫରେ ବସି ଯୋଗ କରିଛନ୍ତି।...
ସିଡିଏସ୍, ତିନି ସେନାଧ୍ୟକ୍ଷଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ନୂଆଦିଲ୍ଲୀ,୨୧।୬: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନରାଲ ବିପିନ ରାଓ୍ବତ ଓ ୩ ସେନାମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖ ସୀମାର ସ୍ଥିତି...
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୩ ଆତଙ୍କବାଦୀ ନିହତ
ଶ୍ରୀନଗର, ୨୧।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରର ଜାଦିବଲରେ କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ...
ପୁଣି ୨୦୨୨ ଅକ୍ଟୋବର ୨୫କୁ ଅପେକ୍ଷା
ନୂଆଦିଲ୍ଲୀ, ୨୧।୬: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଯାଗତିକ ଦୃଶ୍ୟ ସମସ୍ତଙ୍କୁ ବେଶ୍ ଚକିତ କରିଛି। ୨୦୨୧ରେ ମଧ୍ୟ ୨ଟି ସୂର୍ଯ୍ୟପରାଗ ହେବ ତେବେ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ୨୦୨୧ ଜୁନ୍ ୧୦...
ବନ୍ଦ ହେବ କାଉଡି ଯାତ୍ରା
ଲକ୍ଷ୍ନୌ,୨୧।୬: ଉତ୍ତର ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଜଣାପଡିଛି କି ଚଳିତ ବର୍ଷ କାଉଡି ଯାତ୍ରା ବନ୍ଦ କରି ଦିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ...
କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ
ହାଇଦ୍ରାବାଦ,୨୧।୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭି ଅନୁମନ୍ଥା ରାଓ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଟେଲିଫୋନ ଯୋଗେ ଗଣମାଧ୍ୟମକୁ ସେ ନିଜେ ଏହି ଖବର ଦେଇଛନ୍ତି। ୭୨ ବର୍ଷୀୟ ନେତା ରାଓ...
ନରେନ୍ଦ୍ର ମୋଦି ପ୍ରକୃତରେ ସରେଣ୍ଡର ମୋଦି: ରାହୁଲ
ନୂଆଦିଲ୍ଲୀ,୨୧।୬: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଥର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଲଦ୍ଦାଖର ଏଲ୍ଏସିରେ ୨୦ ଭାରତୀୟ ସେନା ଶହୀଦ ହେବା ପରେ ଯବାନଙ୍କ ବଳିଦାନକୁ ନେଇ ଲଗାତାର ରାହୁଲ କେନ୍ଦ୍ର...
ଦେଶରେ ୪ଲକ୍ଷ ୧୦ ହଜାର ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାରରୁ ଊର୍ଦ୍ଧ୍ୱ ନୂଆ ରୋଗୀ
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଉଦ୍ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୧୧,୭୭୩ରେ। ଏମାନଙ୍କ ମଧ୍ୟରୁ...
୧୧ ଦିନରେ ଲକ୍ଷେ ୩୪ ହଜାର
ନୂଆଦିଲ୍ଲୀ, ୨୧।୬:ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଲଗାତାର ୧୧ ଦିନ ଧରି ଦେଶରେ ହାରାହାରି ୧୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଜୁନ୍ ୧୦ଠାରୁ ଜୁନ୍ ୨୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ସ୍ବାସ୍ଥ୍ୟ...
Archives


