ଜାତୀୟ

ସାବଧାନ! ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏସବୁ WhatsApp ଫରଓ୍ବାର୍ଡ-ଭାଇରାଲ ବାର୍ତ୍ତା ଉପରେ କରନ୍ତୁନି ବିଶ୍ୱାସ, କେବଳ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ମଧ୍ୟରେ ମିଥ୍ୟା ଦାବି କରି ଅନେକ ମେସେଜ ଫରୱାର୍ଡ କରାଯାଉଛି। କିନ୍ତୁ ଆପଣ ନିଶ୍ଚିତ ହେବା ଉଚିତ ଯେ ଭାରତର ଅଧିକାଂଶ ସ୍ଥାନରେ ପରିସ୍ଥିତି ସ୍ବାଭାବିକ ରହିଛି।…

Blackout Wedding Viral Video: କିଟିମିଟି ଅନ୍ଧାର, ଏପଟେ ପଡ଼ୁଛି ମସାଇଲ୍‌, ସେପଟେ ହାତଗଣ୍ଠି

ଦେଶ ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ଏପଟେ ଅପରେଶନ ସିନ୍ଦୂର। ଆଉ ସେପଟେ କନ୍ୟା ମଥାରେ ଲାଗୁଛି ସିନ୍ଦୂର। ବ୍ଲାକଆଉଟ୍‌ ମଧ୍ୟରେ ବିବାହ। ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଆଉ…

ଭାଙ୍ଗିଯିବ INDIA ମେଣ୍ଟ! ଭାଜପାରେ ଯୋଗ ଦେବେ ଅଖିଳେଶ? ବରିଷ୍ଠ ଏମପିଙ୍କ ବଡ଼ ଦାବି

ଲକ୍ଷ୍ନୌ,୧୦।୫: ଉତ୍ତରପ୍ରଦେଶ ଉନ୍ନାଓର ଭାରତୀୟ ଜନତା ପାର୍ଟି ଏମପି ସମାଜବାଦୀ ପାର୍ଟି ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ତାଙ୍କର ଦାବି ସୂଚାଇ ଦେଉଛି ଯେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ…

ସୀମାରେ ଉତ୍ତେଜନା: ଭାରତ ବିଜୟ ପାଇଁ ମଧ୍ୟପ୍ରଦେଶରେ ଚାଲିଛି ମହାଯଜ୍ଞ

ମଧ୍ୟପ୍ରଦେଶ, ୧୦।୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସମସ୍ତଙ୍କ ମଧ୍ୟରେ ଛନକା ପଶିଛି। ଭାରତ ମାତାର ବିଜୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ଅପରେଶନ ସିନ୍ଦୂର ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ଭାରତର ଗୋଟିଏ…

Operation Sindoor: ଅପରେଶନ ସିନ୍ଦୂରର ଆଉ ଏକ ଭିଡିଓ ଜାରି କଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୦।୫: ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଧ୍ୱଂସ କରିଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ୮ ଏବଂ ୯ ମଇ ୨୦୨୫ ରାତିରେ ନିଆଯାଇଥିଲା, ଯେତେବେଳେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର ଏବଂ ପଞ୍ଜାବର ଅନେକ ସହରରେ ଡ୍ରୋନ ଆକ୍ରମଣ କରିବାକୁ ଘୃଣ୍ୟ ପ୍ରୟାସ…

ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି: ତରବର ନ ହେବାକୁ କହିଲେ ତୈଳ କମ୍ପାନୀ

ନୂଆଦିଲ୍ଲୀ,୧୦।୫: ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ମହଜୁଦ ରହିଛି। ତେଣୁ ଜନସାଧାରଣ ଇନ୍ଧନ କିଣିବା ପାଇଁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ଜନସାଧାରଣଙ୍କୁ ସୁନିଶ୍ଚିତ କରାଇଛନ୍ତି। ପର୍ଯ୍ୟାପ୍ତ ତୈଳ ଓ…

ବିବାହକୁ ହୋଇଥିଲା ୨ ଦିନ, ଦେଶ ସେବା ପାଇଁ ବାହାରିଲେ ସ୍ବାମୀ, ଲୁହ ଛଳଛଳ ଆଖିରେ ବିଦାୟ ଦେଇ ସ୍ତ୍ରୀ କହିଲେ…

ମୁମ୍ବାଇ,୧୦ା୫: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜଣେ ସୈନିକ ବିବାହର ମାତ୍ର ଦୁଇଦିନ ପରେ ଦେଶ ମାତୃକାର ସେବା କରିବା ପାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂଆ ବାହାଘର ଘରେ ନବବଧୂଙ୍କୁ ଛାଡ଼ି ଆସିବା କେତେ କଷ୍ଟ ତାହା ଅନୁଭବୀ ହିଁ…

ପାକିସ୍ତାନର ପୋଲ୍‌ ଖୋଲିଲେ ସୋଫିଆ କୁରେଶୀ: କହିଲେ, ଦିଆଯାଉଛି ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ,୧୦।୫: ‘ଅପରେଶନ ସିନ୍ଦୂର’କୁ ନେଇ ଶନିବାର ଭାରତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କର୍ନେଲ ସୋଫିଆ କୁରେଶୀ କହିଛନ୍ତି, ପାକିସ୍ତାନ ସେନା ସମଗ୍ର ପଶ୍ଚିମ ସୀମାରେ ଏହାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖିଛି। ଏଥିରେ ଡ୍ରୋନ ଏବଂ ଅନ୍ୟାନ୍ୟ ଯୁଦ୍ଧ…

ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ବାଂଲାଦେଶ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଭାରତ ବାଂଲାଦେଶ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ବିରୋଧରେ ପ୍ରଚାର କରୁଥିବା ୪ଟି ବାଂଲାଦେଶୀ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

ଧରାପଡ଼ିଲା ପାକିସ୍ତାନର ମିଛ: ଭାରତୀୟ ମହିଳା ପାଇଲଟ ଶିବାନୀ ସିଂଙ୍କୁ ବନ୍ଦୀ ରଖିବା ଖବର ସମ୍ପୂର୍ଣ୍ଣ ଗୁଜବ

ନୂଆଦିଲ୍ଲୀ,୧୦।୫: ଭାରତର ଅପରେଶନ ସିନ୍ଦୁର ପରେ, ପାକିସ୍ତାନୀ ସେନାରେ ଆତଙ୍କ ଖେଳିଯାଇଛି। ଫଳରେ ସେମାନେ ସୀମାରେ ନିରନ୍ତର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। କେବଳ ଏତିକି ନୁହେଁ, ପାକିସ୍ତାନ ସୋସିଆଲ ମିଡିଆରେ ନିରନ୍ତର ମିଥ୍ୟା ପୋଷ୍ଟ କରି ଗୁଜବ ପ୍ରସାର କରିବାକୁ ଚେଷ୍ଟା…

‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ

‘ବର୍ଡର’ ଠାରୁ ‘ଉରି – ଦି ସର୍ଜିକାଲ ଷ୍ଟ୍ରାଇକ’ ପର୍ଯ୍ୟନ୍ତ, ବଲିଉଡ ଦେଶପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ନିମାଣ କରିଛି, ଯାହା ସୁପରହିଟ୍‌ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ସେମାନଙ୍କ ସହିତ ଜଡିତ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଛି। ସମ୍ପ୍ରତି…

ପାକିସ୍ତାନ ଗୁଳିରେ ଟଳିପଡ଼ିଲେ ସରକାରୀ ଅଧିକାରୀ: ମୁଖ୍ୟମନ୍ତ୍ରୀ କହିଲେ, ମୋ ପାଖରେ ଶବ୍ଦ ନାହିଁ…

ଶ୍ରୀନଗର,୧୦।୫: ଜମ୍ମୁ-କଶ୍ମୀରର ରାଜୌରୀରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ସୂଚନା ଦେଇଛନ୍ତି। ଅବଦୁଲ୍ଲା ଅଧିକାରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri