ଫିଟିଲା ଗୁମର, ଲାଲୁ ପ୍ରସାଦଙ୍କ ପୁଅ ତେଜପ୍ରତାପ ଅଛନ୍ତି ରିଲେସନଶିପରେ, କହିଲେ ମୁଁ ଆଉ ଅନୁଷ୍କା…
ପାଟନା,୨୪।୫: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଅନୁଷ୍କା ଯାଦବଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ବିଷୟରେ ପ୍ରକାଶ କରିଥିଲେ। ତାଙ୍କର ପୋଷ୍ଟ…
EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ,୨୪।୫: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ,…
ଯଦି ଇଣ୍ଡିଗୋ ଫ୍ଲାଇଟକୁ ଖସାଇ ଦେଇଥାଆନ୍ତା ପାକିସ୍ତାନ ତେବେ କ’ଣ ହୋଇଥାଆନ୍ତା? DGCA କହିଲା…
ନୂଆଦିଲ୍ଲୀ,୨୪।୫: ପ୍ରବଳ ଅସ୍ଥିରତା ଯୋଗୁ ମେ’ ୨୧ରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଶ୍ରୀନଗରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଯେତେବେଳେ ଏହି ବିମାନଟି ଅମୃତସର ଉପରେ ଅତିକ୍ରମ କରୁଥିଲା, ପାଇଲଟ ସାମାନ୍ୟ ଅସ୍ଥିରତା ଅନୁଭବ କରିଥିଲେ। ଏହାକୁ…
ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତୀଶ
ନୂଆଦିଲ୍ଲୀ,୨୪ା୫: ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି। ବିକଶିତ ଭାରତ @୨୦୪୭ ଉପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ୨୫ ବର୍ଷ…
ଆକାଉଣ୍ଟରେ ପୁଳାପୁଳା ଟଙ୍କା! NIA ଦେଖି ହୋଇଗଲା ତାଜୁବ…
ନୂଆଦିଲ୍ଲ,୨୪।୫: ହରିୟାଣାର ହିସାରରେ ରହୁଥିବା YouTuber ଏବଂ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଗିରଫ କରାଯାଇଛି। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ISI)ର ଅଧିକାରୀଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରାଯାଉଛି। ସୂଚନା ଥାଉ…
ଚିନ୍ତା ବଢ଼ାଉଛି କରୋନା: ସଜାଗ ରହିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ
ନୂଆଦିଲ୍ଲୀ,୨୪ା୫: ୨୦୨୦ରେ ସାରା ବିଶ୍ୱକୁ ଭୟଭୀତ କରିଥିବା କରୋନା ଭାଇରସ୍ ଏବେ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହି କାରଣରୁ କ୍ରମାଗତ ଭାବରେ ବଢ଼ୁଥିବା ମାମଲା ଏବେ ଚିନ୍ତାର ବିଷୟ ପାଲଟିଛି। ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ…
ଶୂନଶାନ ଅନ୍ଧାର ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି …
ନୂଆଦିଲ୍ଲୀ,୨୪।୫: ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟପରେ, ଅପରେଶନ ସିନ୍ଦୂର କରିଥିଲେ ଭରତୀୟ ସେନା । ଏକାବେଳକେ ଆତଙ୍କୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଉଡାଇ ଦିଆଯାଇଥିଲା। ପରେ ପୂରା ଅପରେଶନ୍ ସିନ୍ଦୂରକୁ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଜଣାଇଥିଲେ ସୋଫିଆ କ୍ୟୁରେଶୀ। ପରେ ପାକ୍-…
ନିର୍ଦ୍ଧାରିତ ସମୟର ଗୋଟିଏ ସପ୍ତାହ ପୂର୍ବରୁ କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୨୪।୫: କେରଳରେ ମୌସୁମୀ ପ୍ରବେଶ କରିଛି। ଏହା ନିର୍ଦ୍ଧାରିତ ସମୟର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଗତ ୧୬ ବର୍ଷ ମଧ୍ୟରେ ଏହି ବର୍ଷ ମୌସୁମୀ କେରଳରେ ସବୁଠାରୁ ଶୀଘ୍ର ପହଞ୍ଚିଛି। ଗତ ଦୁଇ ଦିନ ଧରି…
ଧୂମ୍ଧାମରେ ଚାଲିଥିଲା ସ୍ତ୍ରୀଙ୍କ ସାଦଖିଆ, ହଠାତ୍ ସ୍ବାମୀଙ୍କୁ ଆସିଲା ହାର୍ଟଆଟାକ୍, ଆଉ ତା’ ପରେ…
ବେଙ୍ଗାଲୁରୁ,୨୪ା୫: କର୍ନାଟକର ବାଗଲକୋଟର ଜାମଖଣ୍ଡିରେ ଜଣେ ମହିଳାଙ୍କ ସାଦଖିଆ ଉତ୍ସବ ଚାଲିଥିଲା। ଠିକ୍ ଏହି ସମୟରେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା। ଫଳରେ ଖୁସିରେ ଭରପୂର ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମହିଳାଙ୍କ ସ୍ବାମୀଙ୍କ ହଠାତ୍ ହୃଦ୍ଘାତର ଶିକାର ହୋଇ…
ଆମ ଶତ୍ରୁଦେଶ ସହ ଆମେରିକା କରିବ ସମରଭ୍ୟାସ, ଭାରତକୁ ବିପଦ?
ଢାକା,୨୪।୫: ବାଂଲାଦେଶର ସେଣ୍ଟ ମାର୍ଟିନ ଦ୍ୱୀପ ପୁନର୍ବାର ଚର୍ଚ୍ଚାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାରର ପତନରେ ଏହି ଦ୍ୱୀପ ଏକ ପ୍ରମୁଖ କାରଣ ଥିଲା ବୋଲି ଅଭିଯୋଗ ହୋଇଥିଲା। ଏବେ ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଜୁନ ୨୦୨୫ରେ କକ୍ସବଜାର…
ମୋ ସ୍ବାମୀ ବିକିନି ପିନ୍ଧି ଅନ୍ୟ ପୁରୁଷଙ୍କ ସହ…ଡାକ୍ତରଙ୍କ ସ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ
ଲକ୍ଷ୍ନୌ,୨୪।୫: ଉତ୍ତର ପ୍ରଦେଶର ସନ୍ଥ କବୀର ନଗରରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସରକାରୀ ଡାକ୍ତର ନିଜକୁ ଟ୍ରାନ୍ସଜେଣ୍ଡର ଭାବରେ ଉପସ୍ଥାପନ କରିବା ଏବଂ ଅଶ୍ଳୀଳ ଭିଡିଓ ତିଆରି କରି ଅନଲାଇନରେ ବିକ୍ରି କରିବାର…
ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମୁହଁ ବନ୍ଦ କଲା ଭାରତ: ଏବେ କରିବ କ’ଣ
ନ୍ୟୁୟର୍କ,୨୪।୫: ଭାରତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନର ମୁହଁ ବନ୍ଦ କରିଛି ଭାରତ। ପାକିସ୍ତାନର ‘ଘୋର କପଟତା’କୁ ନିନ୍ଦା କରି କହିଛି, ଯେଉଁ ଦେଶ ଆତଙ୍କବାଦୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ, ତାହାର ସାଧାରଣ…
Archives


