ଜାତୀୟ

ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ, FIR ଦେବାକୁ ହେଉଛି ଦାବି

ପାଟନା,୧୦।୮: ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗ କରି, ଆରଜେଡି ନେତା ତେଜସ୍ବୀ ଯାଦବ ସିହ୍ନାଙ୍କ ବିରୋଧରେ ଏଫଆଇଆର ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଡକ୍ୟୁମେଣ୍ଟ ଦେଖାଇ ତେଜସ୍ବୀ କହିଛନ୍ତି ଯେ ସିହ୍ନାଙ୍କ…

ହଠାତ୍‌ ପାକିସ୍ତାନରେ ଚହଳ, ଭାରତ କଲା…

ନୂଆଦିଲ୍ଲୀ,୧୦।୮: ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବା ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତୀୟ ବିମାନ ପାଇଁ ଏୟାରସ୍ପେସ ବନ୍ଦ କରିବା ଯୋଗୁଁ ପାକିସ୍ତାନ ଦୁଇ ମାସରେ 127 କୋଟି ଟଙ୍କାର କ୍ଷତି…

୬ ପାକ୍‌ ଯୁଦ୍ଧବିମାନ ଖସାଇଥିଲା ଭାରତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୧୦ା୮; ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ବେଳେ ଭାରତ ଅନୂ୍ୟନ ୫ ଯୁଦ୍ଧବିମାନ ଏବଂ ଗୋଟିଏ ବଡ଼ ଏୟାରକ୍ରାଫ୍ଟକୁ ଖସାଇଥିବା ନେଇ ଶନିବାର ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରୀତ ସିଂ ଦାବି କରିଛନ୍ତି। ବେଙ୍ଗାଲୁରୁରେ ଶନିବାର ଆୟୋଜିତ ଷୋଡ଼ଶ ଏୟାର ଚିଫ୍‌…

କର୍ନାଟକରେ ଚାଞ୍ଚଲ୍ୟ: ୧୦ ସ୍ଥାନରୁ ମିଳିଲା ମହିଳାଙ୍କ କଟାମୁଣ୍ଡ

ବେଙ୍ଗାଲୁରୁ,୯ା୮: କର୍ନାଟକର ତୁମକୁର ଜିଲା ଅନ୍ତର୍ଗତ ୧୦ଟି ସ୍ଥାନରୁ ଜଣେ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗ ମିଳିବା ଘଟଣା ଆତଙ୍କ ଖେଳାଇ ଦେଇଛି। ଗତ ଗୁରୁବାର କୁକୁର ଏକ କଟା ହାତକୁ ରାସ୍ତାକୁ ଘୋଷାଡ଼ି ଆଣିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ।…

ଇସିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ତାଲିକାରୁ ବାଦ୍‌ ପଡ଼ିଲେ ୩୩୪ ଦଳ

ନୂଆଦିଲ୍ଲୀ,୯ା୮: ୨୦୧୯ରୁ ୬ ବର୍ଷ ମଧ୍ୟରେ ଗୋଟିଏ ବି ନିର୍ବାଚନ ଲଢ଼ି ନ ଥିବା ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଥିବା ୩୩୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳକୁ ନିର୍ବାଚନ କମିଶନ (ଇସି) ଶନିବାର ତାଲିକାରୁ ବାଦ୍‌ ଦେଇଛନ୍ତି।…

ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ନାହିଁ କି? ତେବେ କିପରି କରିବେ ସଂଶୋଧନ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ,୯ା୮: ଆଧାରକାର୍ଡ ହେଉଛି ଭାରତରେ ବ୍ୟବହୃତ ସବୁଠାରୁ ସାଧାରଣ ଡକ୍ୟୁମେଣ୍ଟ, ଦେଶର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଆଧାରକାର୍ଡ ଅଛି। ସ୍କୁଲ-କଲେଜରେ ପ୍ରବେଶ କରିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ, ଆଧାରକାର୍ଡ ଆବଶ୍ୟକ। ଆଧାରକାର୍ଡ ତିଆରି…

ଧନକର ଏବେ କେଉଁଠି ଅଛନ୍ତି? ‘ଲାପତା ଲେଡିଜ’ ଶୁଣିଥିଲୁ, ହେଲେ ‘ଲାପତା ଉପରାଷ୍ଟ୍ରପତି’ ନୁହେଁ, ବଡ଼ ପ୍ରଶ୍ନ ଉଠାଇଲେ ସିବଲ

ନୂଆଦିଲ୍ଲୀ,୯।୮: ରାଜ୍ୟ ସଭା ଏମପି ଏବଂ ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଜଗଦୀପ ଧନକରଙ୍କ ସାଧାରଣରେ ଅନୁପସ୍ଥିତି ଉପରେ ଶନିବାର ପ୍ରଶ୍ନ ଉଠାଇଛନ୍ତି। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ସେ ‘ଲାପତା…

ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଅଘଟଣ, ରାଜଧାନୀରେ ପ୍ରବଳ ବର୍ଷା ସାଜିଲା କାଳ ୮ ଲୋକଙ୍କ ଜୀବନ ଗଲା

ନୂଆଦିଲ୍ଲୀ,୯।୮: ରାଜଧାନୀ ଦିଲ୍ଲୀର ହରିନଗରରେ ଶନିବାର ବର୍ଷା ସମୟରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ବଡ଼ ଦୁର୍ଘଟଣା ଘଟିଛି। ଜୈତପୁର ଥାନା ଅନ୍ତର୍ଗତ ହରିନଗରର ବାବା ମୋହନ ରାମ ମନ୍ଦିର ନିକଟରେ ଥିବା ସମାଧି ସ୍ଥଳର କାନ୍ଥ ଭୁଶୁଡ଼ି ପଡ଼ିଛି।…

କୁନି କୁନି ପିଲାଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୋଦି

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ବାସଭବନରେ ରକ୍ଷା ବନ୍ଧନ ପାଳନ କରିଥିଲେ। ସ୍କୁଲ ପିଲାମାନେ ଏବଂ ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମା କୁମାରୀଙ୍କ ସଦସ୍ୟମାନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପାରମ୍ପରିକ…

ଶହବାଜ ସରିଫ-ଅସୀମ ମୁନିରଙ୍କ ପୋଲ୍‌ ଖୋଲିଲେ ଭାରତୀୟ ସେନା ମୁଖ୍ୟ

ନୂଆଦିଲ୍ଲୀ,୯।୮: ଅପରେଶନ ସିନ୍ଦୂର ସମୟରେ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ନଷ୍ଟ କରାଯାଇଥିଲା। ଏହା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ବେଙ୍ଗାଲୁରୁରେ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପାଞ୍ଚଟି ଲଢ଼ୁଆ ବିମାନ ସହିତ ଏକ…

ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୯।୮: ସମ୍ପ୍ରତି କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ATMରୁ ଖୁବ ଶୀଘ୍ର ୫୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଯିବ। ଅର୍ଥ ମନ୍ତ୍ରଣାଳୟ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛି।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମସ୍ତ ବ୍ୟାଙ୍କକୁ ୨୦୨୫…

ରାଜଧାନୀରେ ଅଘଟଣ: ହଠାତ୍‌ ଭୁଶୁଡ଼ିଲା ୧୦୦ ଫୁଟ ଲମ୍ବା କାନ୍ଥ, ୭ ମୃତ

ନୂଆଦିଲ୍ଲୀ,୯।୮: ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଏକ ସମାଧି ସ୍ଥଳର ପ୍ରାୟ ୧୦୦ ଫୁଟ ଲମ୍ବା କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ନିକଟରେ ଥିବା ଅନେକ ବସ୍ତି ଏହାର କବଜାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri