ଜାତୀୟ

ସାବରମତି ଆଶ୍ରମ ନିକଟରେ ମୋଦିଙ୍କ ସହ ଗୁଡ଼ି ଉଡାଇଲେ ଜର୍ମାନ ଚାନ୍ସେଲର

ଅହମଦାବାଦ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ରବିବାର ରାତିରେ ଅହମଦାବାଦରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ତାଙ୍କର ଦୁଇ ଦିନିଆ ଯାତ୍ରା ଆରମ୍ଭ କରିଥିଲେ। ଦୁଇ ନେତା ସାବରମତୀ…

ଯୌନ ସମ୍ପର୍କ ପାଇଁ ଝରକା ଦେଇ ଯାଇଥିଲେ ୧୮ ବର୍ଷୀୟ ଛାତ୍ର, ସଫଳ ନହେବାରୁ ନିଆଁ ଲଗାଇ…

ନୂଆଦିଲ୍ଲୀ,୧୨ା୧: ବେଙ୍ଗାଲୁରୁରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଏକ ନୂତନ ମୋଡ଼ ଆସିଛି । ଏହି ମହିଳା ସଫ୍ଟୱେର୍ ଇଞ୍ଜିନିୟରଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ତଦନ୍ତରୁ…

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ!, ISRO କରୁଛି ‘ବିଶ୍ଳେଷଣ’

ନୂଆଦିଲ୍ଲୀ,୧୨।୧: ଜାନୁଆରୀ ୧୨, ୨୦୨୬ ରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ଷର ପ୍ରଥମ ମିଶନ ଆରମ୍ଭ କରିଥିଲା। ସକାଳ ୧୦ଟା୧୭ ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୧୬ ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇଥିଲା। କିନ୍ତୁ,…

ଇତିହାସ ରଚିଲା ‘ଇସ୍ରୋ’: ଭାରତର ସୁପର୍‌ ସିସିଟିଭି ‘ଅନ୍ବେଶା’ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ,୧୨।୧: ଭାରତୀୟ ମହାକାଶ ଗବେଷଣା ସଂଗଠନ ‘ଇସ୍ରୋ’(ISRO) ଆଜି ଇତିହାସ ରଚିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୨୦୨୬ ବର୍ଷର ପ୍ରଥମ ଉପଗ୍ରହ ମିଶନ ଉତକ୍ଷେପଣ କରିଛି। ଏହି ଉତ୍‌କ୍ଷେପଣ ପୋଲାର ସାଟେଲାଇଟ ଲଞ୍ଚ ଯାନ (PSLV)-C ୬୨…

ଅର୍କି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ୭ ବର୍ଷ ଶିଶୁର ମୃତଦେହ ଉଦ୍ଧାର

ସୋଲାନ,୧୨।୧: ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଆର୍କି ବଜାରରେ ଲାଗିଥିବା ନିଆଁରେ ଏକ ନେପାଳୀ ପରିବାର ପୋଡ଼ି ଯାଇଛନ୍ତି। ଏକ ସାତ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି, ଯେତେବେଳେ ଆଠରୁ…

୩୦୦ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଲେ, ୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ତେଲଙ୍ଗାନା,୧୨।୧: ତେଲଙ୍ଗାନାର ହନମକୋଣ୍ଡା ଜିଲାରୁ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସ ରବିବାର (ଜାନୁଆରୀ ୧୧) ଦିନ କହିଛି ଯେ ପ୍ରାୟ ୩୦୦ ବୁଲା କୁକୁରଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ୯ ଜଣଙ୍କ ବିରୁଦ୍ଧରେ…

ଭାରତ ପହଞ୍ଚିଲେ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ସୋମବାର ତାଙ୍କର ପ୍ରଥମ ସରକାରୀ ଗସ୍ତ ପାଇଁ ଭାରତ ଆସିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ, ଯେଉଁଠାରେ ରଣନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହେବ ବୋଲି ଆଶା…

ଏସ୍‌ଆଇଆର୍‌ ବେଳେ ଗଲାଣି ୭୭ ଜୀବନ: ମମତା

ନୂଆଦିଲ୍ଲୀ,୧୨ା୧: ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଏହି ଅଭିଯାନ ବେଳେ ୭୭ ଜଣଙ୍କ ଜୀବନ ଯାଇଥିବାବେଳେ ୧୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ୪ ଜଣ ଆତ୍ମହତ୍ୟା…

ଲିଭ୍‌-ଇନ୍‌ ପାର୍ଟନରଙ୍କୁ ପରିବାର ପେନ୍‌ସନରେ ସାମିଲ ଆବେଦନ

ନୂଆଦିଲ୍ଲୀ,୧୨ା୧: ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ପରିବାର ପେନ୍‌ସନରେ ସାମିଲ କରିବା ନେଇ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ ଶନିବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀଙ୍କ ସହ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲିଭ୍‌-ଇନ୍‌ରେ…

ଅର୍ଥମନ୍ତ୍ରୀଙ୍କ ପ୍ରାକ୍‌ ବଜେଟ ବୈଠକ

ନୂଆଦିଲ୍ଲୀ,୧୨ା୧: ୨୦୨୬-୨୭ କେନ୍ଦ୍ରୀୟ ବଜେଟ ଆଣିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନେଇ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ସମେତ ମଣିପୁର ରାଜ୍ୟପାଳ,…

ଜମ୍ମୁ-କଶ୍ମୀର ସୀମାରେ ମାଡ଼ିଆସିଲା ପାକିସ୍ତାନୀ ଡ୍ରୋନ୍: ହାଇଆଲର୍ଟରେ ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକାଧିକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି। ଏହାପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆନ୍ତର୍ଜାତୀୟ ସୀମା (IB) ଏବଂ ନିୟନ୍ତ୍ରଣ ରେଖା (LoC) ସଂଲଗ୍ନ ସାମ୍ବା, ରାଜୌରୀ ଏବଂ…

ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କୁ SIR ନୋଟିସ୍, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୧।୧: ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ SIR ନୋଟିସ୍ ପଠାଇଛନ୍ତି ନିର୍ବାଚନ କମିଶନ। ଯାହାକୁ ନେଇ ବିବାଦ ଦେଖା ଦେଇଛି। ଦେଶର ସୁରକ୍ଷା ପାଇଁ ଅନେକ ବର୍ଷ ସେବା କରିବା ପରେ ଏବେ ତାଙ୍କୁ ନିଜର ନାଗରିକତ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?