ଝିଅର ସବାରୀ ଉଠିବା ପୂର୍ବରୁ ଉଠିଲା ମା’ର କୋକେଇ, ଚା’ ସହ କେକ୍ ଖାଇବା ବେଳେ…
ଥିରୁଭାନନ୍ତପୁରମ୍,୧ା୬: କେରଳର ମଲାପ୍ପୁରମରେ ଜଣେ ୪୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଯେଉଁଦିନ ମହିଳାଙ୍କ ମୃତ୍ୟୁ ହୋଇଥିଲା, ତା’ପରଦିନ ଅର୍ଥାତ୍ ମେ’ ୩୧ରେ ତାଙ୍କ ଏକମାତ୍ର ଝିଅର ବିବାହ ହେବାର ଥିଲା, ଯାହା ପୂର୍ବରୁ ମା’ଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ଗଳାରେ…
ଭାରତ-ପାକିସ୍ତାନ ସଂଘର୍ଷର ଅନ୍ତ ପରମାଣୁ ଯୁଦ୍ଧ? ବିସ୍ଫୋରକ ବୟାନ ଦେଲେ…
ନୂଆଦିଲ୍ଲୀ,୧।୬: ଅପରେଶନ ସିନ୍ଦୂରରେ ପାକିସ୍ତାନକୁ ପରାସ୍ତ କରିବା ପରେ, ଭାରତ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନକୁ ନିରନ୍ତର ଭାବରେ ପର୍ଦ୍ଦାଫାସ କରୁଛି। ଭାରତର ସାତଟି ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାସ କରୁଛନ୍ତି।…
ଭାରତ ବର୍ଡରକୁ ଯାଆନ୍ତୁନି…ଚେତାବନୀ ଦେଲା ଚାଇନା; ପୁଣି ହେବ କି ଯୁଦ୍ଧ?
ବେଜିଂ,୧।୬: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ଚାଇନା ତାର ନାଗରିକମାନଙ୍କ ପ୍ରତି ଏକ ବଡ଼ ସତର୍କତା ଜାରି କରିଛି। ନେପାଳରେ ଥିବା ଚୀନ ଦୂତାବାସ ଚୀନ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ନିକଟକୁ ଯିବାରୁ ନିବୃତ୍ତ ରହିବାକୁ…
UPIରୁ ନେଇ LPG,FD ଯାଏ…ଜୁନ ପହିଲାରୁ ବଦଳିଗଲା ଏହି ୧୦ ନିୟମ, ପକେଟ ହେବ କି ଖାଲି?
ନୂଆଦିଲ୍ଲୀ,୧।୬: ଜୁନ ମାସ ଆପଣଙ୍କ ବଜେଟ ପାଇଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ଜୁନ ୧ ୨୦୨୫ ରୁ ଅନେକ ଆର୍ଥିକ ଏବଂ ଉପଭୋକ୍ତା-ସେବା ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ବ୍ୟାଙ୍କ FD, କ୍ରେଡିଟ କାର୍ଡ, LPG…
ପାକିସ୍ତାନ ସହ ବଡ଼ ଡିଲ୍ କରିବେ ଟ୍ରମ୍ପ, ଏଥର ଭାରତକୁ ନେଇ କହିଦେଲେ ବଡ଼କଥା
ଓ୍ବାଶିଂଟନ, ୧।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ପାକିସ୍ତାନୀ ଅଧିକାରୀମାନେ ଆଗାମୀ ସପ୍ତାହରେ ଆମେରିକା ଆସୁଛନ୍ତି ବାଣିଜ୍ୟ ଆଲୋଚନା ପାଇଁ। ଏହା ସହିତ ସେ କହିଛନ୍ତି ଯେ ଆମେରିକା ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ବହୁତ…
କିଏ ସେ ମେଘା ବେମୁରୀ? ଯାହାଙ୍କ ଭାଷଣକୁ ନେଇ ଆମେରିକାରେ ହଇଚଇ!
ଓ୍ବାଶିଂଟନ,୧।୬: ଜଣେ ଭାରତୀୟ-ଆମେରିକୀୟ ଛାତ୍ରୀଙ୍କୁ ଆମେରିକୀୟ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବାରୁ ବାରଣ କରାଯାଇଛି। ଛାତ୍ରୀଙ୍କ ନାମ ମେଘା ଭେମୁରି। ତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାରୁ ବାରଣ କରାଯିବା ପଛରେ ପାଲେଷ୍ଟାଇନ ସହିତ ସମ୍ପର୍କ ରହିଛି। କାରଣ ମେଘା ନିକଟରେ ପାଲେଷ୍ଟାଇନ…
ସିନ୍ଧୁ ଜଳ ଚୁକ୍ତିକୁ ନେଇ ସାଂଘାତିକ ଖୁଲାସା କଲା ଭାରତ, କହିଲା ଯୁଦ୍ଧବେଳେ…
ନୂଆଦିଲ୍ଲୀ,୧।୬: ଭାରତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) ସମ୍ପର୍କିତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛି। ଭାରତର ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ପାକିସ୍ତାନ ନିଜେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ…
କମିଲା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରରେ ଦେବାକୁ ପଡିବ କେତେ ଟଙ୍କା
ନୂଆଦିଲ୍ଲୀ,୧।୬: ଜୁନ ମାସର ପ୍ରଥମ ଦିନରେ ଦେଶର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଖବର ମିଳିଛି। ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଯେତେବେଳେ କି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଲଗାତାର ତୃତୀୟ ମାସ ପାଇଁ…
ଯୁଦ୍ଧବେଳେ ଖସିଥିଲା ଭାରତର ଯୁଦ୍ଧବିମାନ, ସାଂଘାତିକ ଖୁଲାସା
ପହଲଗାମ୍ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବଳ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ କେନ୍ଦ୍ର ସରକାର ନିଜର ଏକ ବଡ଼ ସଫଳତା ବୋଲି ଦାବି କରୁଥିବାବେଳେ ପାକିସ୍ତାନୀ ସେନା ଭାରତର ୬ଟି ରାଫାଲ ଫାଇଟର ଜେଟ୍କୁ ଖସାଇଦେଇଥିବା କହିଥିଲା। ଅନ୍ୟପକ୍ଷେ ସରକାରଙ୍କ…
ଏନ୍ଏସ୍-୩୨ ମିଶନ ସଫଳ: ମହାକାଶକୁ ଗଲେ ୬ ପର୍ଯ୍ୟଟକ
ନୂଆଦିଲ୍ଲୀ,୩୧ା୫: ଜେଫ୍ ବେଜୋସ୍ଙ୍କ ଘରୋଇ ସ୍ପେସ୍ କମ୍ପାନୀ ବ୍ଲ୍ୟୁ ଅରିଜିନ୍ର ଏଏନ୍ଏସ୍-୩୨ ମିଶନ ଶନିବାର ସଫଳତାର ସହ ମହାକାଶ ଅଭିମୁଖେ ଯାତ୍ରା କରିଛି। ଏହି ମିଶନରେ ୬ ଜଣ ପର୍ଯ୍ୟଟକ ସାମିଲ ହୋଇଛନ୍ତି। ସ୍ଥାନୀୟ ସମୟ ସକାଳ ୯ଟା ୩୦ ମିନିଟ୍…
କିଏ ସେ ଓପାଲ ସୁଚତା? ଯିଏ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ୨୦୨୫ ମୁକୁଟ
ନୂଆଦିଲ୍ଲୀ,୩୧।୫: ମିସ୍ ୱାଲର୍ଡ ୨୦୨୫ ଜିତିଛନ୍ତି ଥାଇଲାଣ୍ଡର ସୁନ୍ଦରୀ ଓପାଲ ସୁଚତା ଚୁଆଙ୍ଗଶ୍ରୀ। ପ୍ରାୟ ୧୧୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ, ଓପାଲ ସୁଚତା ଏହି ଟାଇଟଲ ଜିତିଛନ୍ତି। ଏହି ଇଭେଣ୍ଟ ହାଇଦ୍ରାବାଦରେ ଆୟୋଜିତ ହୋଇଥିଲା, ଯେଉଁଠାରେ ତାଙ୍କୁ ମିସ ୱାଲର୍ଡ…
‘ଅପରେଶନ ଶିଲ୍ଡ’: ୫ ରାଜ୍ୟରେ ହେଲା ପୁଣି ମକ୍ଡ୍ରିଲ୍
ଚଣ୍ଡିଗଡ଼,୩୧ା୫: ସମ୍ଭାବ୍ୟ ଯୁଦ୍ଧ କିମ୍ବା ବିପର୍ଯ୍ୟୟ ମୁକାବିଲା ପାଇଁ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ହରିୟାଣାରେ ବ୍ଲାକଆଉଟ ମକ୍ଡ୍ରିଲ୍ କରାଯାଇଛି। ‘ଅପରେଶନ ଶିଲ୍ଡ’ ନାମର ଶନିବାର ନାଗରିକଙ୍କ ପ୍ରତିରକ୍ଷା ପାଇଁ ଏହି ମକ୍ଡ୍ରିଲ୍ ହୋଇଛି। ଲୋକଙ୍କୁ ସତର୍କ କରାଇବା ପାଇଁ ବାଜିଲା…
Archives


