ବିହାରର ଆଗାମୀ ‘ନୀତୀଶ କୁମାର’ ହେବାକୁ ଚାହୁଁଛନ୍ତି ଚିରାଗ ପାସଓ୍ବାନ? ଭାଜପା ଶିବିରରେ ଛନକା!
ପାଟନା,୭।୬: ଗତ କିଛି ଦିନ ଧରି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବିଧାନସଭା ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଆସୁଛନ୍ତି। ଏଣୁ ସେ ରାଜ୍ୟ ରାଜନୀତିରେ କିଙ୍ଗ୍ ନ ହେଲେ ବି ‘କିଙ୍ଗ ମେକର୍’ ସାବ୍ୟସ୍ତ…
Video: ରାସ୍ତା ଉପରେ ଲ୍ୟାଣ୍ଡିଂ ସମୟରେ କାରରେ ପିଟି ହେଲା ହେଲିକପ୍ଟର, ଲୋକେ ଭୟଭୀତ
ରୁଦ୍ରପ୍ରୟାଗ,୭।୬: ସେରସି ବଡାସୁରୁ ଚାରିଧାମ ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଧାମ ଯାଉଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ଏକ ହେଲିକପ୍ଟରକୁ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ସମୟରେ ଏହା ଏକ କାର ସହିତ ଧକ୍କା ହୋଇଥିଲା। ବିଶ୍ୱାସ କରାଯାଉଛି ଯେ…
ସାମ୍ନାକୁ ଆସିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକର ଅସଲ କାରଣ, ଅଭିଯୁକ୍ତ କହିଲେ ମୋ’ ସ୍ତ୍ରୀ…
ନୂଆଦିଲ୍ଲୀ,୭ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଉତ୍ତର ପଶ୍ଚିମ ଜିଲାର ସ୍ବତନ୍ତ୍ର କର୍ମଚାରୀଙ୍କ ଦଳ ଗାଜିଆବାଦରୁ ଗିରଫ କରିଛି। ଅଭିଯୁକ୍ତ କହିଛନ୍ତି ଯେ, ସେ ମଦ୍ୟପାନ କରି କଲ୍ କରିଥିଲେ। ପୋଲିସ ସନ୍ଦେହ…
ଟ୍ରମ୍ପ-ମସ୍କ କଳିରେ ଭାରତର ଏଣ୍ଟ୍ରି? ବିଶ୍ୱରେ ଚହଳ
ଓାଶିଂଟନ, ୭।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ‘ବିଗ ବ୍ୟୁଟିଫୁଲ ବିଲ’ ନୀତି ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ବିଲ୍ରେ ଟ୍ୟାକ୍ସ କମେଇବା, ସୀମା ସୁରକ୍ଷା ବୃଦ୍ଧି ଏବଂ ମେଡିକେଡ ଓ ଖାଦ୍ୟ…
ମୋଦିଙ୍କୁ ନିମନ୍ତ୍ରଣ କଲେ କାନାଡା ପ୍ରଧାନମନ୍ତ୍ରୀ: ଏବେ ହେବ ଆଲୋଚନା
ନୂଆଦିଲ୍ଲୀ,୭ା୬(ପି.ଟି.):କାନାଡାରେ ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ଜି୭ ସମିଟ୍ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଥିରେ ଯୋଗଦେବେ ବୋଲି ଶୁକ୍ରବାର କହିଛନ୍ତି। ସେ ସେଠାରେ ନବନିର୍ବାଚିତ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…
ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ: ଜାତିସଂଘ ଉପରେ ଭାରତ କ୍ଷୁବ୍ଧ
ନୂଆଦିଲ୍ଲୀ,୭ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ୨ଟି ଆତଙ୍କବାଦ ନିରୋଧୀ କମିଟିରେ ପାକିସ୍ତାନକୁ ଅଧ୍ୟକ୍ଷ ଓ ସହଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାରୁ ଭାରତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ୟୁଏନ୍ଏସ୍ସିର ତାଲିବାନ ବିରୋଧୀ କଟକଣା କମିଟିରେ ଇସ୍ଲାମାବାଦକୁ ଅଧ୍ୟକ୍ଷତା ମିଳିଥିବାବେଳେ ୯/୧୧ ପରବର୍ତ୍ତୀ…
ପାର୍କକୁ ଆସ ବୋଲି ପ୍ରେମିକା ଡାକିଲେ, ଲୁଚିଥିବା ବାପା-ଭାଇ ପିଟି ପିଟି ମାରିଦେଲେ; ରକ୍ତରଞ୍ଜିତ ହେଲା…
ଲକ୍ଷ୍ନୌ,୬।୬: ଉତ୍ତରପ୍ରଦେଶର ବସ୍ତି ଜିଲାର ୱାଲଟରଗଞ୍ଜ ଥାନା ଅଞ୍ଚଳର ପାଦ୍ରି ଗାଁରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକକୁ ତାଙ୍କ ପ୍ରେମିକାର ବାପା ଏବଂ ଭାଇ ପିଟି ପିଟି ହତ୍ୟା କରିଛନ୍ତି। ପ୍ରେମିକା ତାଙ୍କ ପ୍ରେମିକକୁ ରାତିରେ…
ଜର୍ମାନୀରେ ବିବାହ ୟୁରୋପରେ ହନିମୁନ କିନ୍ତୁ ଚର୍ଚ୍ଚାରେ କେକ, ଜାଣନ୍ତୁ ମହୁଆ-ପିନାକୀଙ୍କ ମିଠା ସମ୍ପର୍କର କାହାଣୀ
ନୂଆଦିଲ୍ଲୀ,୬।୬: ରାଜନୈତିକ ମଞ୍ଚରେ ଭିନ୍ନ ଭିନ୍ନ ଶିବିରରେ ଠିଆ ହୋଇଥିବା ଦୁଇ ପ୍ରମୁଖ ନେତା, ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ର ବିବାହ କରିଛନ୍ତି। ଯେତେବେଳେ ସେମାନେ ଜର୍ମାନୀର ଶାନ୍ତ ପରିବେଶରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ସେତେବେଳେ ଯାହା ସାଧାରଣତଃ…
Starlink: ହାତ ପାହାନ୍ତାରେ ମିଳିବ ଇଣ୍ଟରନେଟ, ଷ୍ଟାରଲିଙ୍କକୁ ମିଳିଲା ଲାଇସେନ୍ସ, ୧୫ ଦିନରେ ଆରମ୍ଭ ହେବ ଟ୍ରାୟଲ
ନୂଆଦିଲ୍ଲୀ,୬।୬: ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ ବିଭାଗ (DoT) ଭାରତରେ ସାଟେଲାଇଟ ଯୋଗାଯୋଗ (SatComm) ସେବା ଯୋଗାଇବା ପାଇଁ ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଏକ ସରକାରୀ ଲାଇସେନ୍ସ ପ୍ରଦାନ କରିଛି, ଯଦିଓ PTI ସୂତ୍ରକୁ ଉଦ୍ଧୃତ କରି ଏହି ସୂଚନା ଦେଇଛି।…
ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଯାତ୍ରୀଙ୍କ ସୁରକ୍ଷାରେ ରହିବେ ଯବାନ
ନୂଆଦିଲ୍ଲୀ,୬।୬: ଅମରନାଥ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଅଗଷ୍ଟ ୯ରେ ସରିବ। ଚଳିତ ବର୍ଷ ୩୮ ଦିନ ଧରି ଏହି ଯାତ୍ରା ଚାଲିବ। ଅନ୍ୟପକ୍ଷେ ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ଅମରନାଥ…
ବିରାଟଙ୍କ ଭଉଣୀଙ୍କ ସହ ଭଲ ସମ୍ପର୍କ ନାହିଁ ଅନୁଷ୍କାଙ୍କର? ଚମକାଇ ଦେବ ବୟାନ
ନୂଆଦିଲ୍ଲୀ,୬।୬: ବିରାଟ କୋହଲିଙ୍କ ଭଉଣୀ ଭାବନା ଧିଙ୍ଗରା ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ସମ୍ପର୍କ ବିଷୟରେ କିଛି ସୂଚନା ଆସିଛି। ଭାବନା ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସତ୍ୟ କହିଛନ୍ତି। ଭାବନା କୋହଲି ତାଙ୍କ ସୋସିଆଲ ମିଡିଆ…
ପାକିସ୍ତାନ ବର୍ଡରରୁ ମାତ୍ର ଏତିକି ଦୂର ଚେନାବ ବ୍ରିଜ୍, ପାକ୍ ସହ ଯୁଦ୍ଧ ହେଲେ ଭାରତ କରିବ…
କଶ୍ମୀର,୬।୫: ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ଏବଂ କଶ୍ମୀରରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ଚେନାବ ସେତୁର ଉଦଘାଟନ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ସେତୁର ପରିଦର୍ଶନ କରିଥିଲେ ଏବଂ ଏବେ ଏହାକୁ ଉଦଘାଟନ କରିଛନ୍ତି। ଏହା ପରେ, ଆଜିଠାରୁ କଟରା ଏବଂ…
Archives


