ଏହି ରାଜ୍ୟ ୮ ଦିନିଆ ଲକ୍ଡାଉନ୍ ଘୋଷଣା
ରାଞ୍ଚି,୨୦।୪: ସାରା ଦେଶରେ କରୋନା କାୟା ବିସ୍ତାର କରିଛି। କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ଗାଇଡଲାଇନ୍ ଜାରି କରାଯାଇଛି। ମଙ୍ଗଳବାର ଝାଡଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକ୍ଡାଉନ୍ ଘେଷଣା କରିଛନ୍ତି। ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକ୍ଡାଉନ୍...
ରାହୁଲ ଗାନ୍ଧୀଙ୍କୁ କରୋନା
ନୂଆଦିଲ୍ଲୀ,୨୦।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ବିଷୟରେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି ଯେ, ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି। ତାଙ୍କ...
ସ୍ତ୍ରୀଙ୍କଠାରୁ ଦୂରେଇ ରହିଲେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୨୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କ ସ୍ତ୍ରୀ ସୁନୀତା କେଜରିଓ୍ବାଲଙ୍କଠାରୁ ଦୂରେଇ ରହିଛନ୍ତି। ସୁନୀତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ମୁଖ୍ୟମନ୍ତ୍ରୀ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି। ସେହିପରି ସୁନୀତା ଏବେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି।...
ମସଜିଦ୍ରେ କୋଭିଡ଼ ସେଣ୍ଟର…
ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍ ଖାଲି ନାହିଁ। ଏହାକୁ ଦୃଷ୍ଟିରେ ରଖି ବଡ଼ୋଦରାର ଜାହାଙ୍ଗୀର୍ପୁରା ଠାରେ ଥିବା ଏକ ମସଜିଦ୍କୁ...
ଉତ୍ତରପ୍ରଦେଶର ୫ ସହରରେ ଜାରି ହେବନି ଲକ୍ଡାଉନ୍: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦।୪: ଉତ୍ତରପ୍ରଦେଶର ୫ ସହରରେ ଜାରି ହେବନି ଲକ୍ଡାଉନ୍। ଏନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ଆହ୍ଲାବାଦ୍ ହାଇକୋର୍ଟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକ୍ଷ୍ନୌ, ବରାଣାସୀ, କାନପୁର ନଗର, ପ୍ରୟାଗରାଜ ଏବଂ ଗୋରଖପୁରରେ ଲକ୍ଡାଉନ୍...
ଗର୍ଭବତୀ ଡିଏସ୍ପିଙ୍କ ଭିଡ଼ିଓ ଭାଇରାଲ…
ଦନ୍ତେଓ୍ବାଡ଼ା,୨୦।୪: ଛତିଶଗଡ଼ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ସମ୍ପ୍ରତି ଦନ୍ତେଓ୍ବାଡ଼ାରେ କାର୍ଯ୍ୟ କରୁଥିବା ଗର୍ଭବତୀ ଡିଏସ୍ପିଙ୍କ ଶିଳ୍ପା ସାହୁଙ୍କର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ...
ପର୍ତ୍ତୁଗାଲ, ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ମୋଦି
ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ଆତଙ୍କ ଖେଳାଇଛି। ଭାରତ କରୋନାର ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଏବଂ ଫ୍ରାନ୍ସ ଗସ୍ତ ବାତିଲ କରପାରନ୍ତି ବୋଲି ଜଣାପଡିଛି। ଆସନ୍ତା ୮ରେ ପର୍ତ୍ତୁଗାଲରେ ଆୟୋଜିତ...
ଭକ୍ତଙ୍କୁ ଅପିଲ: ରାମନବମୀରେ ଅଯୋଧ୍ୟା ନ ଆସି ଘରେ କରନ୍ତୁ ପୂଜାପାଠ
ଅଯୋଧ୍ୟା,୨୦।୪: ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅଯୋଧ୍ୟା ସନ୍ଥ ସମାଜର ସଭାପତି, କହ୍ନେୟା ଦାସ ଏବଂ ରଙ୍ଗ ମହଲ ମନ୍ଦିର ମହନ୍ତ ରାମଶରଣ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ଏହି...
ଲୋକେ ନିଜେ ଜାରି କଲେ ୧୦ ଦିନିଆ ଲକ୍ଡାଉନ୍…
ଅହମଦାବାଦ,୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକେ ସରକାର ଅବା ସ୍ଥାନୀୟ ପ୍ରଶାସନର ଅନୁମତି ବିନା ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଘୋଷଣା କରୁଛନ୍ତି। ଗୁଜରାଟର ଭାଲସାଡ୍...
କରୋନାରୁ କେବେ ମିଳିବ ଆଶ୍ୱସ୍ତି: ଏମ୍ସ ନିର୍ଦ୍ଦେଶକ ଦେଲେ ଏମିତି ଉତ୍ତର
ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ପ୍ରତିଦିନ ୨.୫ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିବାବେଳେ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଏବେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ମହାମାରୀ କରୋନାରୁ ଆଶ୍ୱସ୍ତି ମିଳିବ...
ମୁଖ୍ୟ ନିର୍ବାଚନ କମିଶନର କରୋନା ପଜିଟିଭ୍…
ନୂଆଦିଲ୍ଲୀ,୨୦।୪: ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହରା ସହିତ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଛି। ଦୁଇ ଶୀର୍ଷ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ...
ସେନାକୁ ଦ୍ୱିତୀୟ ଲହର ସମ୍ଭାଳିବା ଦାୟିତ୍ୱ…
ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ସହାୟତା ଲୋଡ଼ିଛନ୍ତି। ଏନେଇ ସେ ସେନାମୁଖ୍ୟ ଏମ୍ ଏମ୍. ନରାଓ୍ବଣେଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ...
Archives


