ଲୋକଙ୍କ ଜୀବନ ଯାଉ ପଛେ, ସରକାରଙ୍କ ଜିଏସ୍ଟି ରହୁ: ରାହୁଲ…
ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଭାକ୍ସିନ୍ ଦାମ୍ ନେଇ କିଛି ଦିନ ତଳେ ବେଶ୍ ସରଗରମ ଚର୍ଚ୍ଚା ହୋଇଥିଲା। ଏବେ ଭାକ୍ସିନ୍ ଉପରେ ଲାଗୁ ହେଉଥିବା ଜିଏସ୍ଟି...
କଙ୍ଗନା କରୋନା ପଜିଟିଭ୍…
ମୁମ୍ବାଇ,୮।୫: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ହେବ ବୋଲି ତାଙ୍କର ଆଶା ନ ଥିଲା। କରୋନା ଭୂତାଣୁ...
ଭାକ୍ସିନ୍ ବୋହିନେବ ଡ୍ରୋନ୍: ମିଳିଲା ମଞ୍ଜୁରୀ…
ହାଇଦ୍ରାବାଦ୍,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିିଛି। ଏପରିସ୍ଥଳେ ଭାକ୍ସିନ୍ ଯୋଗାଣ କାର୍ଯ୍ୟ ଡ୍ରୋନ୍ ଦ୍ୱାରା କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ବୀକୃତି ପ୍ରଦାନ କରାଯାଇଛି। ତେଲଙ୍ଗାନାରେ ଏଭଳି ଭାକ୍ସିନ୍ ଯୋଗାଣ...
ତୃତୀୟ ଲହର ଲାଗି ଯୋଜନାବଦ୍ଧ ଲଢ଼େଇ ଅପରିହାର୍ଯ୍ୟ…
ନୂଆଦିଲ୍ଲୀ,୮।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଦ୍ୱିତୀୟ ଲହରର ତାଣ୍ଡବ ଦେଶରୁ ନ ଯାଉଣୁ ଏବେ ତୃତୀୟ ଲହର ଆସିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ବୈଜ୍ଞାନିକ। କଡ଼ା ପଦକ୍ଷେପ ଗ୍ରହଣ କରି ତୃତୀୟ ଲହର ସହିତ...
୪ ଦିନରେ ପେଟ୍ରୋଲ ୮୪ ପଇସା ବୃଦ୍ଧି
ନୂଆଦିଲ୍ଲୀ/ଭୁବନେଶ୍ୱର,୮।୫: ଦ୍ରୁତ ସଂକ୍ରାମକ ସାଜିଥିବା କରୋନାର ୨ୟ ଲହର ସହ ଦେଶ ସଂଗ୍ରାମ ଚଳାଇଥିବା ବେଳେ ତୈଳ ଦର ଲଗାତର ବୃଦ୍ଧି ଘଟିଚାଲିଛି। ଗତ ୪ ଦିନ ମଧ୍ୟରେ ପେଟ୍ରୋଲ ୮୪ ପଇସା ଏବଂ ଡିଜେଲ ୧୦୫ ପଇସା ବଢିଛି।...
ମେ’ ୨୪ ପର୍ଯ୍ୟନ୍ତ ଲକ୍ଡାଉନ୍…
ଚେନ୍ନାଇ,୮।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ୨ ସପ୍ତାହ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ମେ’୧୦ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେଜରାତି ଦୋକାନ ସମେତ ଅନ୍ୟ...
ପୁଣି ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୪୦୦୦ ଟପିଲା…
ନୂଆଦିଲ୍ଲୀ,୮।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ...
ଶେଷନାରାୟଣ ସିଂଙ୍କ ପରଲୋକ
ନୋଏଡ଼ା, ୮।୫: ବର୍ଷୀୟାନ ସାମ୍ବାଦିକ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଶେଷନାରାୟଣ ସିଂଙ୍କର ଉତ୍ତରପ୍ରଦେଶ ଗ୍ରେଟର ନୋଇଡ଼ାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଗଭର୍ନମେଣ୍ଟ ଇନ୍ଷ୍ଟିଚ୍ୟୁଟ୍...
ଏନ୍.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ
ପଣ୍ଡିଚେରୀ, ୮।୫(ଆଇଏଏନ୍ଏସ୍): ଅଖିଳ ଭାରତ ଏନ୍ଆର୍ କଂଗ୍ରେସ (ଏଆଇଏନ୍ଆର୍ସି)ର ପ୍ରତିଷ୍ଠାତା ନେତା ଏନ୍. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ...
ଦ୍ୱିତୀୟ ଡୋଜ୍ ଗ୍ରହୀତାଙ୍କୁ ଅଗ୍ରାଧିକାର ଦିଅ
ନୂଆଦିଲ୍ଲୀ,୮ା୫: ଦେଶରେ କରୋନା ଭାକ୍ସିନ ନିଅଣ୍ଟ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ଗ୍ରହୀତାଙ୍କୁ ଅଗ୍ରାଧିକାର ଦେବା ପାଇଁ ଶୁକ୍ରବାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ରୀୟ କୋଟାରୁ ମିଳୁଥିବା ଟିକାକୁ ୭୦:୩୦ ଅନୁପାତରେ ଦ୍ୱିତୀୟ...
ଦୃଷ୍ଟିଶକ୍ତି ହରାଇଲେଣି ୧୪ ଜଣ
ନୂଆଦିଲ୍ଲୀ/ସୁରଟ, ୮।୫: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ସଂକ୍ରମିତଙ୍କଠାରେ ବ୍ଲାକ୍ ଫଙ୍ଗସ୍ ବା ମୁକୋରମାଇକୋସିସ୍ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଗୁଜରାଟରେ ଦେଖାଦେଇଥିବା ଏହି ରୋଗରେ ଗତ ୧୫ ଦିନ ମଧ୍ୟରେ ୧୪...
ଜଷ୍ଟିସ୍ ଇକ୍ବାଲଙ୍କ ଦେହାନ୍ତ
ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏମ୍.ଓ୍ବାଇ. ଇକ୍ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ପରଲୋକରେ ସିଜେଆଇ...
Archives


