ଏହି ଜଳଖିଆ ଦୋକାନୀଙ୍କୁ ପ୍ରଶଂସା କଲେ ମୋଦି: ଜାଣନ୍ତୁ କାହିଁକି
ଚଣ୍ଡିଗଡ,୨୫।୭: କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ଚଣ୍ଡିଗଡ଼ର ଜଣେ ବ୍ୟକ୍ତି କଠିନ ପରିଶ୍ରମ କରୁଛନ୍ତି। ସେକ୍ଟର -୨୯ ବି ବଜାରରେ ଛୋଲେ-ଭଟୁରେ ବିକୁଥିବା ସଞ୍ଜୟ ରାଣା, କରୋନା ଟିକାନଇଥିବାକ ଲୋକଙ୍କୁ ଛୋଲେ-ଭଟୁରେ ମାଗଣାରେ ଖାଇବାକୁ...
‘ହାଇକମାଣ୍ଡ ମୋତେ କିଛି କହିନାହାନ୍ତି’
ବେଙ୍ଗାଲୁରୁ, ୨୫।୭: କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା କହିଛନ୍ତି, ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ରବିବାର ସନ୍ଧ୍ୟା ସୁଦ୍ଧା ଭାଜପା ହାଇକମାଣ୍ଡ ନିଷ୍ପତ୍ତି ନେଇପାରିନ୍ତି । ଜନସାଧାରଣ ମୋ କାମରେ ସନ୍ତୁଷ୍ଟ...
କର୍ନାଟକରେ କୌଣସି ସଙ୍କଟ ନାହିଁ: ନଡ୍ଡା
ପାନାଜୀ,୨୫।୭: ଦୁଇ ଦିନିଆ ଗୋଆ ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରବିବାର ଏକ ଖବରଦାତା ସମ୍ମିଳନୀ କରି ଦଳ ତଥା ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ନାଡା...
ସୁଧୁରୁନି କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା
ଲକ୍ଷ୍ନୌ,୨୫ ।୭: ସଂକ୍ରମଣ ଯୋଗୁ କିଛିଦିନ ହେବ ଉତ୍ତର ପ୍ରଦେଶ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏସ୍ଜିପିଜିଆଇ)ର ଭର୍ତ୍ତି ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେମିତି କିଛି ଉନ୍ନତି ପରିଲକ୍ଷିତ ହେଉନାହିଁ ।...
ହିମାଚଳ ପ୍ରଦେଶରେ ଭୁସ୍ଖଳନ: ୯ ଜୀବନ ଗଲା, ୩ ଆହତ
ଶିମ୍ଲା,୨୫।୭: ହିମାଚଳ ପ୍ରଦେଶର କିନୌର ଜିଲାରେ ରବିବାର ଏକ ବଡ ଦୁର୍ଘଟଣା ହୋଇଛି। ଏକ ଭୂସ୍ଖଳନରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିନୌର ଜିଲାର ବାଟସେରୀର ଗୁନସା...
ମାଗଣା ବିଜୁଳୀ ପାଇଁ ସାତ ଦିନରେ ଲକ୍ଷେ ୩୯ ହଜାର ରେଜିଷ୍ଟ୍ରେଶନ
ଡେରାଡୁନ,୨୫ ।୭: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଏବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଲାଇଛି । ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଳୀ ଯୋଗାଇ ଦେଇଥିବା ଏଏପି ଉତ୍ତରାଖଣ୍ଡରେ ସରକାର ଗଢିଲେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ...
ବାପାଙ୍କ ମୃତ୍ୟୁପରେ ଚାଲିଥିଲା କୋକେଇ ସଜା: ପୁଅ କରିଦେଲେ ଏମିତି କାମ
ଦରଭଙ୍ଗା,୨୫।୭:ବିହାରର ଦରଭଙ୍ଗାରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି ଏକ ରୋଗରେ ବାପାଙ୍କ ମୃତ୍ୟୁ ହେବାପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକମାତ୍ର ପୁଅ ମଧ୍ୟ କରେଣ୍ଟ ଲାଗି ମୃତ୍ୟୁବରଣ କରିଛନ୍ତି। ଗୋଟିଏ ଦିନରେ ଉଭୟ ବାପ-ପୁଅଙ୍କ ମୃତ୍ୟୁରେ...
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…
ଶ୍ରୀନଗର,୨୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଜମ୍ମୁ-କଶ୍ମୀର, ଲଦାଖ ଗସ୍ତରେ ରବିବାର ୧୧ଟା ୧୫ରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପାଛୋଟି ନେଇଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ଜୁଲାଇ ୨୬ରେ...
ଅନ୍ଲକ୍-୮, ଖୋଲିବ ସିନେମା ହଲ୍…
ନୂଆଦିଲ୍ଲୀ,୨୫।୭: ସୋମବାରଠାରୁ ଦିଲ୍ଲୀରେ ଅନ୍ଲକ୍-୮ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୨୬ଠାରୁ ଦିଲ୍ଲୀର ସମସ୍ତ ସିନେମା ହଲ୍, ଥିଏଟର, ମଲ୍ଟିପ୍ଲେକ୍ସ୍ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ସେହିପରି ମେଟ୍ରୋ...
ମୋବାଇଲ୍ ସିମ୍ ଭଳି ବିଦ୍ୟୁତ୍ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା…
ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍ ସଂଶୋଧନ ବିଲ୍, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ମୁଖରେ ଅନୁମୋଦନ ପାଇଁ ଏହାକୁ ଉପସ୍ଥାପନ କରାଯିବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା...
ଅଲମ୍ପିକ୍ରେ ତ୍ରିରଙ୍ଗା ଦେଖି ଦେଶବାସୀ ରୋମାଞ୍ଚିତ…
ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲମ୍ପିକ୍ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଦେଖି ଦେଶବାସୀ ରୋମାଞ୍ଚିତ ହୋଇଉଠିଛନ୍ତି। କରୋନା ମହାମାରୀରେ ବି ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ...
ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ଗୁହାରି…
ଲକ୍ଷ୍ନୌ,୨୫।୭: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମ୍ଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି। ଏପରିସ୍ଥଳେ ଫାଶୀରୁ ମୁକ୍ତି ଲାଗି ଶବନମ୍ ପ୍ରୟାସ ଜାରି ରଖିଛନ୍ତି। ଫାଶୀ ବଦଳରେ ଆଜୀବନ କାରାଦଣ୍ଡ...
Archives


