ପୃଥିବୀକୁ ବହୁ ଶିକ୍ଷା ଦେଇଛି ୯/୧୧…
ନୂଆଦିଲ୍ଲୀ,୧୧।୯: ପୃଥିବୀବାସୀଙ୍କୁ ସେପ୍ଟେମ୍ବର ୧୧(୯/୧୧) ବହୁ ଶିକ୍ଷା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜୁରାଟର ଅହମଦାବାଦଠାରେ ସର୍ଦ୍ଦାରଧାମ ଭବନ ଲୋକାର୍ପଣ ସହିତ ସର୍ଦ୍ଦାରଧାମ ଦ୍ୱିତୀୟ ପର୍ଯ୍ୟାୟ ବାଳିକା ବିଦ୍ୟାଳୟର ଭୁମି ପୂଜନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ...
ଦିଦିଙ୍କ ପାଖରେ ୯ ଗ୍ରାମ୍ ଅଳଙ୍କାର…
କୋଲକାତା,୧୧।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ...
ଦୈନିକ ସଂକ୍ରମଣ ଦେଶରେ ୩୩ ହଜାର ଉପରେ, କେରଳରେ ୨୫ ହଜାର…
ନୂଆଦିଲ୍ଲୀ,୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ତେବେ ତୃତୀୟ ଲହର ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଏବଂ ମହାରାଷ୍ଟ୍ରର ନାଗପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ଚିନ୍ତା ବଢୁିଛି।...
ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର
ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାଭଳି ସର୍ତ୍ତ ରହିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି...
ଘରେ ପଶି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା
ବାଗପତ୍,୧୦।୯: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କୁ ତାଙ୍କ ବାସଭବନରେ ହତ୍ୟା କରାଯାଇଛି। ତୋମାର ତାଙ୍କ ଘରେ ଏକାକୀ ରହୁଥିଲେ। ଘର ବାହାରପଟୁ ତାଲା ପଡ଼ିଥିବାବେଳେ ଭିତରେ ତାଙ୍କ ମୃତଦେହ ବେଡ୍ ଉପରେ ପଡ଼ିରହିଥିଲା। ତାଙ୍କ ମୁହଁରେ ରକ୍ତ ଦାଗ...
ଟିକା ନେଇ ନ ଥିଲେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି
ଚଣ୍ଡିଗଡ଼,୧୦।୯: ସେପ୍ଟେମ୍ବର ୧୫ ପରେ ପଞ୍ଜାବ ସରକାରଙ୍କ କୌଣସି କର୍ମଚାରୀ ଯଦି କୋଭିଡ୍ ଟିକାର ଗୋଟିଏ ଡୋଜ୍ ବି ନେଇ ନ ଥିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଏହି ଘୋଷଣା...
ନିର୍ବାଚନ ଜିତିଲେ ଯୁବକଙ୍କୁ ମାଗଣା ବାଇକ୍, ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା
ପାଟନା,୧୦।୯: ନିର୍ବାଚନ ଜିତିଲେ ଗାଁରେ ସମସ୍ତଙ୍କୁ ଚାକିରି ଦିଆଯିବ। ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଁରେ ବିମାନ ବନ୍ଦର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଅବିବାହିତ ଯୁବକଙ୍କୁ ବାଇକ୍ ଯୋଗାଇ ଦିଆଯିବ। ତା’ ସାଙ୍ଗକୁ ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା ମିଳିବ।...
ସେନା ଗାଡ଼ିକୁ ବାଟ ଛାଡ଼ିଲେ ନାହିଁ ନିଶାଗ୍ରସ୍ତ ମଡେଲ
ଭୋପାଳ, ୧୦ା୯- ବ୍ୟସ୍ତବହୂଳ ରାସ୍ତା ମଝିରେ ସେନା ଗାଡ଼ିକୁ ରୋକିବା ସହ ବାଟ ନ ଛାଡ଼ିବା ଓ ଭଙ୍ଗାରୁଜା କରିବା ଅଭିଯୋଗରେ ଜଣେ ୨୨ ବର୍ଷୀୟା ମଡେଲଙ୍କୁ ପଚରାଉଚୁରା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାଲିଅରରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହେବାରେ...
ଟେମ୍ପୋରେ ମହିଳାଙ୍କୁ ବଳାତ୍କାର, ଯୌନାଙ୍ଗରେ ପୁରାଇ ଦେଲେ ଲୁହା ରଡ୍
ମୁମ୍ବାଇ,୧୦।୯: ଟେମ୍ପୋ ଭିତରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ସହ ଅକଥନିୟ ନିର୍ଯାତନା ଦିଆଯାଇଛି। ଏପରି କି ଅଭିଯୁକ୍ତ ପୀଡ଼ିତାଙ୍କ ଯୌନାଙ୍ଗରେ ଲୁହା ରଡ୍ ପୁରାଇ ଦେଇଥିଲେ। ଏଭଳି ଘଟଣା ଘଟିଛି ମୁମ୍ବାଇର ସାକିନାକା ଅଞ୍ଚଳରେ। ପୀଡ଼ିତାଙ୍କ...
ମମତାଙ୍କ ବିରୋଧରେ ଛିଡ଼ା ହେଉଥିବା ପ୍ରିୟଙ୍କାଙ୍କ ସମ୍ପର୍କରେ ଜାଣନ୍ତୁ
ପଶ୍ଚିମବଙ୍ଗ,୧୦।୯: ଆଗକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭବାନୀପୁର ଉପ ନିର୍ବାଚନରେ କଡ଼ା ମୁକାବିଲା ଦେବାକୁ ଭାଜପା ପକ୍ଷରୁ ପ୍ରିୟଙ୍କା ତିବ୍ରେୱାଲଙ୍କୁ ଚୟନ କରାଯାଇଛି। ତେବେ ପ୍ରିୟଙ୍କା କିଏ ଓ ତାଙ୍କୁ କାହିଁକି ଭାଜପା ପ୍ରାର୍ଥୀ ଭାବେ ଚୟନ କଲା,...
କରୋନା ସ୍ଥିତି, ଟିକାକରଣକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ,୧୦ ।୯: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ବେଳକୁ ବେଳ ଆଶଙ୍କା ବଢିବାରେ ଲାଗିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତି ଓ ଟିକାକରଣକୁ ନେଇ...
କୃଷ୍ଣ ଜନ୍ମଭୂମିର ୧୦ ବର୍ଗ କିଲୋମିଟର ଅଞ୍ଚଳ ତୀର୍ଥସ୍ଥଳ ଘୋଷଣା
ଲକ୍ଷ୍ନୌ,୧୦ ।୯: ମଥୁରାକୁ ନେଇ ଯୋଗୀ ଆଦିତ୍ୟାନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳ ଘୋଷଣା କରିଛନ୍ତି । ଏହି ଅଞ୍ଚଳରେ ଏଣିକି ମାଂସ ଓ...
Archives


