ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ମୋଦି ନେବେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣକୁ ନେଇ ଆଜି ବସୁଛି CCS ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସୁରକ୍ଷା ସଂପର୍କିତ କେନ୍ଦ୍ର କ୍ୟାବିନେ ବୈଠକ। ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ପାକିସ୍ତାନ ବିରୋଧରେ ପ୍ରମାଣ ମିଳିଲେ ହୋଇପାରେ ବଡ଼ ଆକ୍ସନ। ପୁଲୱାମା ଆତଙ୍କବାଦୀ...
ବିହାରରେ କିଏ ଗଢିବ ସରକାର? ଏକଜିଟ୍ ପୋଲରେ ବଡ଼ ଖୁଲାସା, ଦେଖିଲେ ଚକିତ ହେବେ…
ପାଟନା,୧୨।୧୧: ବିହାରର ୨୪୩ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହେବା ମାତ୍ରେ, ଏଜେନ୍ସିଗୁଡ଼ିକ ଏକଜିଟ ପୋଲ ପ୍ରକାଶ କରିଥିଲେ। ଅଧିକାଂଶ ସର୍ଭେ NDA ପାଇଁ ବହୁମତ ଆକଳନ କରିଥିଲା। ପୋଲ ଉପରେ ନଜର ପକାଇଲେ ବିହାରରେ NDA ସରକାର...
Delhi Blast: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣ ଦେଶକୁ ଥରାଇ ଦେଇଛି। ଏଥିରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 20 ରୁ ଅଧିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ LNJP ହସ୍ପିଟାଲରେ ଭର୍ତ୍ତି...
ଆଉ ଯିବାକୁ ପଡିବନି ସରକାରୀ ଅଫିସ, ଘରେ ବସି ପାଇବେ ମାଗଣା ଚାଉଳ, ଜାଣନ୍ତୁ…
ଦେଶର ପ୍ରତ୍ୟକ ନାଗରିକଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଖାଦ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ସୁବିଧା ପାଇବାକୁ ରାସନ କାର୍ଡ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଭାବେ ପରିଗଣିତ ହୋଇଥାଏ ।...
ବିହାରରେ କାମ ଦେଲାନି ପ୍ରଶାନ୍ତ କିଶୋରଙ୍କ ଷ୍ଟ୍ରାଟେଜି, ଏଗଜିଟ୍ ପୋଲ୍ରେ ବଡ ଝଟକା
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ତାଙ୍କ ‘ଜନ ସୁରାଜ’ ଦଳର ଭାଗ୍ୟ ବିଷୟରେ କହିଥିଲେ ଯେ, “ଅର୍ଶ ପେ ୟା ଫର୍ଶ ପେ” (ଶିଖରରେ କିମ୍ବା ତଳେ)। ଅର୍ଥାତ୍ ଦଳ...
Bihar Exit Poll: ଚମକାଇଲା ବାଜି! ହାରିଯିବ ଭାଜପା…
ପାଟାନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଶେଷ ହେବା ପରେ, ଚାଣକ୍ୟ ଷ୍ଟ୍ରାଟେଜକ ଏକଜିଟ ପୋଲ RJD ପାଇଁ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ଆଣିଛି। ଚାଣକ୍ୟଙ୍କ ଅନୁସାରେ, RJD 75 ରୁ 80 ଆସନ ଜିତି ସବୁଠାରୁ ବଡ଼ ଦଳ ହେବ...
ଚମକାଇଲା ଏକଜିଟ୍ ପୋଲ୍: ଭାଜପାକୁ ଝଟ୍କା ଦେବେ ନୀତିଶ! ବଢିଲା ଟେନଶନ
ପାଟନା,୧୧।୧୧: ମଙ୍ଗଳବାର ବିହାର ବିଧାନସଭା ନିର୍ବାଚନ (୨୦୨୫) ପାଇଁ ଶେଷ ପର୍ଯ୍ୟାୟ ମତଦାନ ପରେ, ଏକଜିଟ ପୋଲ ପ୍ରକାଶ ପାଇବା ଆରମ୍ଭ ହୋଇଛି। ବିଭିନ୍ନ ଏଜେନ୍ସି ସର୍ଭେ ତଥ୍ୟ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଏହି ତଥ୍ୟଗୁଡ଼ିକୁ ବ୍ୟବହାର କରି...
ବିହାର ଏକଜିଟ ପୋଲ୍: ସବୁ ଆକଳନ ହୋଇଗଲା ଭୂଲ! ବିହାରରେ….
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ୨୦ଟି ଜିଲ୍ଲାର ୧୨୨ଟି ଆସନରେ ମତଦାନ ହୋଇଛି। ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ୬୭.୧୪% ଭୋଟର ମତଦାନ ରେକର୍ଡ କରାଯାଇଛି। ସମସ୍ତଙ୍କ ନଜର ଏବେ ଏକଜିଟ ପୋଲ...
ଦିଲ୍ଲୀ ବ୍ଲାଷ୍ଟରେ ରହିଛି ପାକିସ୍ତାନ କନେକ୍ସନ!
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣର ତଦନ୍ତ ଏବେ ପାକିସ୍ତାନ-ସଂଯୁକ୍ତ ଆତଙ୍କବାଦୀ ଷଡ଼ଯନ୍ତ୍ର ଆଡ଼କୁ ମୁହାଁଇଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଏହି ଆକ୍ରମଣ ପଛରେ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ହାତ...
Delhi Blast: ଡା. ଶାହିନଙ୍କ ଗିରଫ ପରେ ସାମ୍ନାକୁ ଆସିଲା ତାଙ୍କ ବାପାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…
ଲକ୍ଷ୍ନୌ,୧୧।୧୧: ଫରିଦାବାଦରୁ ଡକ୍ଟର ଶାହିନଙ୍କ ଗିରଫଦାରୀ ଲକ୍ଷ୍ନୌରେ ତାଙ୍କ ପରିବାର ପାଇଁ ଏକ ଅଘଟଣ ପରି ଥିଲା। ଲାଲବାଗ ବାସଭବନ ଏବଂ ଡାଲିଗଞ୍ଜରେ ତାଙ୍କ ପୁରୁଣା ଘରେ ପୋଲିସର ଉପସ୍ଥିତି ସମଗ୍ର ଅଞ୍ଚଳକୁ ଚର୍ଚ୍ଚାକୁ ଆଣିଛି। ଯେତେବେଳେ ଶାହିନଙ୍କ ବାପା...
ଦିଲ୍ଲୀ ବିସ୍ଫୋରଣ: ଦୋଷୀମାନଙ୍କୁ ଶୀଘ୍ର ଖୋଜି ବାହାର କରିବାକୁ ଅମିତ ଶାହାଙ୍କ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦୁଇ ଥର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ପ୍ରତ୍ୟେକ ଦୋଷୀଙ୍କୁ ‘ଖୋଜି ବାହାର କରିବା’ ପାଇଁ ସେ...
ଦିଲ୍ଲୀ ବିସ୍ଫୋରଣରେ ଟେଲିଗ୍ରାମ ଲିଙ୍କ୍: ଆତଙ୍କବାଦୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି ମେସେଜିଂ ଆପ୍
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ କାର୍ ବିସ୍ଫୋରଣରେ ଆତ୍ମଘାତୀ ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଡାକ୍ତର ଉମର ମହମ୍ମଦ ଏକ ମୌଳବାଦୀ ଡାକ୍ତର ଗୋଷ୍ଠୀର ଅଂଶ ଥିଲେ, ଯିଏକି ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମରେ ସମନ୍ୱୟ ରକ୍ଷା କରୁଥିଲେ। ଦିଲ୍ଲୀ ପୋଲିସ୍ ସୂତ୍ରରୁ ମିଳିଥିବା...
Archives


