ପିଏମ୍ କିଷାନ ଟଙ୍କା ଆସିବା ପୂର୍ବରୁ ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ଅଟକିଯିବ ପଇସା
ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀ ଲାଭ ଉଠାନ୍ତି। ଏହି ଯୋଜନା ଅଧୀନରେ, ସରକାର ବର୍ଷକୁ ୬୦୦୦ ଟଙ୍କା ଦିଅନ୍ତି। ସରକାର ତିନୋଟି କିସ୍ତିରେ ଏହି ଟଙ୍କା ପଠାନ୍ତି। ଏପର୍ଯ୍ୟନ୍ତ ଏହି ଯୋଜନାର…
ଆଜିଠୁ ପରିବର୍ତ୍ତନ ହେଲା ଏସବୁ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ
ନୂଆଦିଲ୍ଲୀ,୧।୮: ଅଗଷ୍ଟ ୨୦୨୫ ଆରମ୍ଭ ସହିତ, କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ UPI କାରବାର, LPG ସିଲିଣ୍ଡର ମୂଲ୍ୟ ଏବଂ SBI…
ଆମେରିକା ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ: ସଂସଦରୁ ବଡ଼ ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ
ଓ୍ବାଶିଂଟନ୍,୧।୮:ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ୨୫ ପ୍ରତିଶତ ଟାରିଫ୍ ଘୋଷଣା ପରେ, ଭାରତ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସଂସଦରୁ ଆମେରିକାକୁ ଏକ କଠୋର ବାର୍ତ୍ତା ଦିଆଯାଇଛି। ବର୍ତ୍ତମାନ ଭାରତ ଯୁଦ୍ଧ ବିମାନ F-35 ସମ୍ପର୍କରେ ଆମେରିକାକୁ କଡ଼ା ଶିକ୍ଷା…
ସରକାରଙ୍କ ବଡ଼ ଘୋଷଣା, ଦୁଇଗୁଣା ହେଲା ରୋଷେୟା, ରାତ୍ରୀ ଜଗୁଆଳିଙ୍କ ଦରମା
ପାଟନା,୧।୮: ବିହାରରେ ବିଧାନସଭା ନିର୍ବାଚନ ଆସୁଛି। ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରୋଷେୟା,…
ପାକିସ୍ତାନ ସୀମାରୁ ନିଖୋଜ ହେଲେ BSF ଯବାନ, ସର୍ଚ୍ଚ ଅପରେଶନ ଆରମ୍ଭ
ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ କାର୍ଯ୍ୟରତ ଜଣେ BSF ଯବାନ ଗୁରୁବାର, ଜୁଲାଇ ୩୧ ରାତିରେ ପନ୍ଥାଚୌକସ୍ଥିତ ୬୦ ନମ୍ବର ବାଟାଲିୟନ ମୁଖ୍ୟାଳୟରୁ ନିଖୋଜ ହୋଇଛନ୍ତି। ନିଖୋଜ ଯବାନ ସୁଗମ ଚୌଧୁରୀଙ୍କୁ ଖୋଜିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ…
ଅନିଲ ଅମ୍ବାନୀଙ୍କୁ ସମନ ଜାରି କଲା ED
ନୂଆଦିଲ୍ଲୀ,୧ା୮: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଅଗଷ୍ଟ ୫ରେ ଜେରା ପାଇଁ ହାଜର ହେବାକୁ ଇଡି ଏହି ସମନ ଜାରି କରିଛି। ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ପରେ ଅନିଲ ଅମ୍ବାନୀଙ୍କୁ ସମନ ହୋଇଛି। ପୂର୍ବରୁ…
UPI ୟୁଜର୍ସଙ୍କୁ ଝଟକା: ଆଜିଠୁ ହେଲା ନୂଆ ନିୟମ, ଚେକ୍ କରିନିଅନ୍ତୁ
ନୂଆଦିଲ୍ଲୀ,୧।୮: ଆଜିଠାରୁ ଏକ ନୂତନ ମାସ ଆରମ୍ଭ ହୋଇଛି। ଏହି ନୂତନ ମାସ କିଛି ପରିବର୍ତ୍ତନ ଆଣିଛି। ଯଦି ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ଜୀବନ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ୧ ଅଗଷ୍ଟରୁ UPIର…
LPG ସିଲିଣ୍ଡର ମୂଲ୍ୟରେ ୩୩.୫୦ ଟଙ୍କା କମିଲା; ଆଜିଠାରୁ ନୂଆ ମୂଲ୍ୟ ଲାଗୁ
ନୂଆଦିଲ୍ଲୀ,୧।୮: ତୈଳ ବିପଣନ କମ୍ପାନୀମାନେ ୧୯ କିଲୋଗ୍ରାମର ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ନୂଆ ମୂଲ୍ୟ ଆଜି, ଅଗଷ୍ଟ ୧, ୨୦୨୫ ଗୁରୁବାରଠାରୁ ଦେଶବ୍ୟାପୀ ଲାଗୁ ହେବ। ଏହି ମୂଲ୍ୟ ହ୍ରାସ ଦେଶର ବାଣିଜ୍ୟିକ…
ଓଡ଼ିଶା ପାଇଁ ବଡ଼ ସଫଳତା: ୧୧,୧୬୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୩୧।୭: ଓଡ଼ିଶା ପାଇଁ ଏକ ବଡ଼ ଭିତ୍ତିଭୂମି ଉନ୍ନୟନ ପଦକ୍ଷେପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଦାଙ୍ଗୋଆପୋସି-ଜାରୋଲି ତୃତୀୟ ଓ ଚତୁର୍ଥ ରେଳମାର୍ଗ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହା ଛଅଟି ରାଜ୍ୟରେ ଚାରୋଟି ପ୍ରମୁଖ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଅଂଶ। ଏହି ପ୍ରକଳ୍ପ ଓଡ଼ିଶା ଓ…
ଖାଦ୍ୟ ମୂଲ୍ୟ ନିୟନ୍ତ୍ରଣ ପାଇଁ ସଂସଦରେ ନୂଆ ଆଇନ ଦାବି କଲେ ଅଭିନେତା ରବି କିଶନ, ସିଙ୍ଗଡ଼ାର ଦେଲେ ଉଦାହରଣ
ନୂଆଦିଲ୍ଲୀ,୩୧।୭: ଭାଜପା ଏମପି ତଥା ଅଭିନେତା ରବି କିଶନ ବୁଧବାର କେନ୍ଦ୍ର ସରକାରଙ୍କୁ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ ପରିବେଷିତ ଖାଦ୍ୟର ମୂଲ୍ୟ ନିୟନ୍ତ୍ରଣ ପାଇଁ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ଲୋକସଭାର ଶୂନ୍ୟ ସମୟରେ ଉତ୍ତରପ୍ରଦେଶର…
ଖୁବ୍ଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ ଲାଗି ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ,୩୧।୭: ଆସନ୍ତା ସପ୍ତାହରେ ଆସିପାରେ ଉପରାଷ୍ଟ୍ରପତି ନିର୍ବାଚନ ତାରିଖ। ଏନେଇ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ନିର୍ବାଚନ କମିଶନ ଗୁରୁବାର ଇଲେକ୍ଟୋରାଲ କଲେଜ ଚୂଡ଼ାନ୍ତ କରିଛନ୍ତି। ଅର୍ଥାତ୍ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ପାଇଁ ସାଂସଦଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।…
ଅବୈଧ ବାଲ୍ୟ ବିବାହ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କଲେ ୪୦ ବର୍ଷୀୟ ବ୍ୟକ୍ତି
ହାଇଦ୍ରାବାଦ,୩୧।୭: ତେଲଙ୍ଗାନାରେ ଜଣେ ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଏକ ୪୦ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କ ସହ ବିବାହ କରାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଅବୈଧ ଘଟଣାକୁ ନେଇ ସମାଜସେବୀ ଓ ଅଭିଭାବକମାନେ ତୀବ୍ର ନିନ୍ଦା କରିଛନ୍ତି। ଛାତ୍ରୀଙ୍କ…
Archives


