ଟ୍ରମ୍ପଙ୍କ ଧମକ ପରେ କଡ଼ା ଜବାବ ଦେଲା ଭାରତ, ରାଜନୀତିରେ ହଲଚଲ
ନୂଆଦିଲ୍ଲୀ,୫।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ, ଯେତେବେଳେ ସାରା ବିଶ୍ୱରେ ଶକ୍ତି ସଙ୍କଟ ଘନୀଭୂତ ହେଲା, ଭାରତ ଶସ୍ତା ଏବଂ ସ୍ଥିର ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ପାଇଁ ରୁଷିଆରୁ ତୈଳ ଆମଦାନୀ ବୃଦ୍ଧି କଲା। ଆମେରିକା ଏବଂ ୟୁରୋପୀୟ ସଂଘ ଏଥିପାଇଁ…
ଟ୍ରମ୍ପଙ୍କ ଭାରତକୁ ଧମକ: ରୁଷିଆରୁ ତେଲ କିଣିବା ପାଇଁ କରିବେ ଟାରିଫ୍ ବୃଦ୍ଧି
ନୂଆଦିଲ୍ଲୀ,୪।୮: ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ…
ଏଥର ୭୮ତମ ନା ୭୯ତମ ସ୍ୱାଧୀନତା ଦିବସ ପାଳନ ହେବ ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
ଭାରତ ୧୯୪୭ ମସିହା ଅଗଷ୍ଟ ୧୫ରେ ବ୍ରିଟିଶ ଔପନିବେଶିକ ଶାସନରୁ ଦୀର୍ଘ ସଂଘର୍ଷ ପରେ ସ୍ୱାଧୀନତା ହାସଲ କରିଥିଲା। ଏହି ଦିନଟି ସ୍ୱାଧୀନତା ସଂଗ୍ରାମୀ ଓ ସାଧାରଣ ଭାରତୀୟଙ୍କ ଏକତାର ପ୍ରୟାସକୁ ସ୍ମରଣ କରାଯାଏ, ଯେଉଁମାନେ ଦେଶକୁ ବ୍ରିଟିଶମାନଙ୍କଠାରୁ ମୁକ୍ତ କରିଥିଲେ।…
ମା’ର ଅନୈତିକ ସମ୍ପର୍କ ଖୁଲାସା କଲା ଝିଅ: ସ୍ୱାମୀଙ୍କୁ ହତ୍ୟା କରି ପ୍ରେମିକ ମୁଣ୍ଡରେ ଦୋଷ ଦେଲେ ମହିଳା
ଗୁରୁଗ୍ରାମ,୪।୮: ହରିୟାଣାର ଗୁରୁଗ୍ରାମରେ ପୋଲିସ ଜଣେ ମହିଳା ଓ ତାଙ୍କ ପ୍ରେମିକଙ୍କ ସମେତ ପାଞ୍ଚ ଜଣଙ୍କୁ ତାଙ୍କ ସ୍ୱାମୀଙ୍କ ହତ୍ୟା ଓ ମୃତଦେହ ଲୁଚାଇବା ଅଭିଯୋଗରେ ଗିରଫ କରିଛି। ମହିଳାଙ୍କ ଝିଅ ତାଙ୍କ ପ୍ରେମିକ ସହ ଅନୈତିକ ସମ୍ପର୍କର ଏକ ଅଶ୍ଳୀଳ…
ଅଗଷ୍ଟ ୭ ପରେ ଆୟୁଷ୍ମାନ କାର୍ଡରେ ହୋଇପାରିବନି ଚିକିତ୍ସା, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୪।୮: ଭାଜପା ଶାସିତ ରାଜ୍ୟ ହରିୟାଣାରେ ଲକ୍ଷ ଲକ୍ଷ ମଧ୍ୟବିତ୍ତ ଏବଂ ଗରିବ ପରିବାରଙ୍କ ପାଇଁ ଏକ ସଙ୍କଟ ଦେଖାଦେଇଛି। ହରିୟାଣାରେ, ଆୟୁଷ୍ମାନ ଭାରତ ଯୋଜନାରେ କାର୍ଡଧାରୀଙ୍କୁ ଯୋଗାଇ ଦିଆଯାଉଥିବା ମାଗଣା ସ୍ବାସ୍ଥ୍ୟ ସେବା ବିପଦରେ ପଡ଼ିଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ…
ଝିଅ ସହ ମିଶି ବ୍ୟବସାୟୀ ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ: କଟା କାନରୁ ଜଣାପଡ଼ିଲା ସବୁ ସତ
ଗୁଆହାଟୀ,୪।୮: ଆସାମର ଦିବ୍ରୁଗଡ଼ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟବସାୟୀଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅ ମିଶି ହତ୍ୟା କରିଛନ୍ତି। କଟା କାନ ଏହି ହତ୍ୟାକାଣ୍ଡର ରହସ୍ୟ ଖୋଲିଛି। ଏହି ହତ୍ୟା ମାମଲାରେ ତାଙ୍କ, ଝିଅ…
ବିମାନରୁ ବାହାରିଲା ଅସରପା: କ୍ଷମା ମାଗିଲା ଏୟାର ଇଣ୍ଡିଆ
ନୂଆଦିଲ୍ଳୀ,୪।୮: ଆମେରିକାର ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅସରପା ଦେଖାଯିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ, ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କ୍ଷମା ମାଗିଛି। ଏୟାରଲାଇନ୍ସ…
ସ୍ତ୍ରୀଙ୍କ ମୁଣ୍ଡ କାଟି ଟିଭି ଚ୍ୟାନେଲ୍ କାର୍ଯ୍ୟାଳୟରେ ପହଞ୍ଚିଲେ ସ୍ବାମୀ: ଆଉ ତା’ପରେ ଘଟିଗଲା…
ଚେନ୍ନାଇ,୪ା୮:ତାମିଲନାଡୁର ଟୁଟିକୋରିନ୍ ଜିଲାରେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ମୁଣ୍ଡ କାଟିବା ପରେ ଅପରାଧ ସମ୍ପର୍କରେ ବଖାଣିବା ପାଇଁ ସିଆର୍ପିଏଫ୍ କନଷ୍ଟେବଲ୍ ଥିବା ସ୍ବାମୀ ଜଣକ ଏକ ଟିଭି ଚ୍ୟାନେଲ୍ କାର୍ଯ୍ୟାଳୟରେ ପହଞ୍ଚତ୍ବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗଣମାଧ୍ୟମର…
ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ,୪।୮: ଭାରତ-ଚାଇନା ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ସମ୍ବନ୍ଧୀୟ ମାମଲାକୁ ରଦ୍ଦ କରିବାକୁ ଆସିଥିବା…
କେତେ ସମ୍ପତ୍ତି ଛାଡି ଦେଇଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ? ଜାଣନ୍ତୁ…
ରାଞ୍ଚି,୪।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା…
ସୋରେନ ପରିବାରକୁ ଲାଗିଛି ଗ୍ରହଣ! ଶିବୁ ସୋରେନଙ୍କ ପରଲୋକ, ଲାଇଫ ସପୋର୍ଟରେ ଜୀବନ ସହ ଲଢେଇ କରୁଛନ୍ତି ରାମଦାସ ସୋରେନ
ନୂଆଦିଲ୍ଲୀ,୪।୮: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଲାଇଫ ସପୋର୍ଟରେ ରଖାଯାଇଛି। ଜାମସେଦପୁରରେ ତାଙ୍କ ଘରର ବାଥରୁମରେ ପଡ଼ି ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ପରେ ତାଙ୍କୁ…
ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ: ପୁଅ କହିଲେ, ଆଜି ମୁଁ ଶୂନ୍ୟ ହୋଇଗଲି
ନୂଆଦିଲ୍ଲୀ,୪।୮:ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସୋମବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ…
Archives


