ଜାତୀୟ

ଆଜି ବି ବର୍ଷାରେ ଭିଜିବ ରାଜ୍ୟ, ୨୦ ଜିଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା

ଲକ୍ଷ୍ନୌ,୧୧ା୫: ଉତ୍ତରପ୍ରଦେଶର ପାଗରେ ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଉଛି। କିଛି ସ୍ଥାନରେ ପ୍ରବଳ ସୂର୍ଯ୍ୟକିରଣ ଯୋଗୁ ଅସହ୍ୟ ଗରମ ହେଉଥିବା ବେଳେ ଅନ୍ୟ ସ୍ଥାନରେ ବର୍ଷା ଆଶ୍ୱସ୍ତି ଆଣି ଦେଉଛି। ଆଜି ଅର୍ଥାତ୍‌ ରବିବାର ମଧ୍ୟ ଉତ୍ତରପ୍ରଦେଶ ରାଜ୍ୟର ଅନେକ...

୧୯୭୧ ଭଳି ଅବସ୍ଥା ନ ହେଉ- କ’ଣ ଏହି ଭୟରେ ନଇଁଲା ପାକିସ୍ତାନ, ବିନା ସର୍ତ୍ତରେ ଭାରତ ଆଗରେ…

ନୂଆଦିଲ୍ଲୀ,୧୧।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଶନିବାର ସାରେ ପାକିସ୍ତାନ ଏବଂ ଭାରତ ପକ୍ଷରୁ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏବେ ପ୍ରଶ୍ନ ହେଉଛି, ଭାରତକୁ ପରମାଣୁ...

ରାତିରେ ଭାରତ କରିଛି କାଉଣ୍ଟର ଆଟାକ୍‌, ଏବେ ପାକିସ୍ତାନରେ କେମିତି ରହିଛି ସ୍ଥିତି? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୧୧।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା, ତା’ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ଭାରତ...

‘ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛି ଭାରତ’: ପାକିସ୍ତାନ ସହିତ ଯୁଦ୍ଧବିରତି ଘୋଷଣା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କଲେ ‘Iron Lady’

ନୂଆଦିଲ୍ଲୀ, ୧୧।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକୀୟ ମଧ୍ୟସ୍ଥତାରେ ଯୁଦ୍ଧବିରତି ଘୋଷଣା ହେବା ପରେ ଲୋକେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମାନେ ପକାଇ ସୋସିଆଲ ମିଡିଆରେ ‘ଆଇରନ ଲେଡି’ ଟ୍ରେଣ୍ଡ କରିଛନ୍ତି। କଂଗ୍ରେସ ନେତା ଏବଂ ସାଧାରଣ...

ଭାରତ-ପାକିସ୍ଥାନ ଅସ୍ତ୍ରବିରତି ପରେ, ଟ୍ରମ୍ପ ଦେଲେ ବଡ଼ ଅଫର୍‌, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ, ୧୧।୫: ଚାରି ଦିନର ତୀବ୍ର ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଶନିବାର ସଂଧ୍ୟାରେ ଏକ ସମ୍ପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ୟୁନୁସ ସରକାରଙ୍କ ବଡ଼ ବୟାନ, କହିଲେ ମୋଦି…

ଢାକା,୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ଘୋଷଣା ହୋଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା କରିଛନ୍ତି। ତେବେ ଏହାରି ଭିତରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ...

ନବଜାତକଙ୍କ ନାମ ‘ସିନ୍ଦୂର’ ରଖୁଛନ୍ତି ରାଜସ୍ଥାନୀ ମା’

ଜୟପୁର, ୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଲୋକମାନେ ନିଜ ନିଜ ଦେଶପ୍ରେମକୁ ବିଭିନ୍ନ ଉପାୟରେ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ‘ଅପରେଶନ ସିନ୍ଦୂର’ରେ ଅନୁପ୍ରାଣିତ ହୋଇ ରାଜସ୍ଥାନର ଅନେକ ମା’...

ବିଶ୍ୱରେ କେତେବଡ଼ ଯୁଦ୍ଧାସ୍ତ୍ର ବେପାର? ଜାଣିଲେ ତାଜୁବ ହେବେ

ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ଦେଶ ବିଶେଷକରି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସୀମା ସଂଘର୍ଷ ଘଟି ଭୂରାଜନୈତିକ ତଥା ସାମରିକ ଉତ୍ତେଜନା ବଢ଼ିବାରେ ଲାଗିଛି। ୨୦୨୨ ଫେବୃଆରୀରୁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ୨୦୨୩ ଅକ୍ଟୋବରରୁ ଇସ୍ରାଏଲ-ଗାଜା ସଂଘର୍ଷ...

ପାକିସ୍ତାନର ଡ୍ରୋନ ଆକ୍ରମଣ: ଉଧମପୁର ଏୟାର ବେସର ଜଣେ ଯବାନ ଶହୀଦ

ଉଧମପୁର, ୧୧/୫: ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଥିବା ଏକ ବାୟୁସେନା ଘାଟିରେ କାର୍ଯ୍ୟରତ ଜଣେ ଯବାନ ଶହୀଦ ହୋଇଛନ୍ତି। ଶନିବାର ରାତିରେ ପାକିସ୍ତାନ ପକ୍ଷରୁ ହୋଇଥିବା ଡ୍ରୋନ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରତିରକ୍ଷା ବିଭାଗର...

ରାତି ଅଧରେ ଭାରତୀୟ ସେନାର ବଡ଼ ଘୋଷଣା, ଅପରେଶନ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୦।୫: ଅପରେଶନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଶନିବାର ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, କିନ୍ତୁ ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଯୁଦ୍ଧବିରତି ଉଲଘଂନ କରି ଅନେକ ସ୍ଥାନରେ ପ୍ରବଳ ଗୁଳିବର୍ଷା କରିଛି।...

ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯାଉ: କଂଗ୍ରେର ବଡ଼ ଦାବି

ନୂଆଦିଲ୍ଲୀ, ୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଶନିବାର କଂଗ୍ରେସ ପ୍ରସ୍ତାବ ଦେଇଛି। ୧୯୭୧ ଯୁଦ୍ଧ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ମନେ ପକାଇ ସରକାର ସବୁ ଦଳଙ୍କୁ ବିଶ୍ୱାସକୁ ନେବା...

ବଡ଼ ସୂଚନା ଦେଲେ ସରକାର, ଘୋର୍‌ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍‌ ସେନା

ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ସେନା ଘୋର୍‌ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ସେ କହିଛନ୍ତି, ଏନେଇ ସେନାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri