ଜାତୀୟ

ଟ୍ରମ୍ପଙ୍କ ରିପୋର୍ଟରେ ରହିଛି ୨୩ ଦେଶର ନାମ, ନିଶା ଉତ୍ପାଦନ ପାଇଁ କିଏ ଦାୟୀ, ଭାରତ-ପାକିସ୍ତାନର ବି ରହଛି ନାଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ‘ପ୍ରେସିଡେଣ୍ଟସିଆଲ ଡିଟରମିନେଶନ’ ଶୀର୍ଷକ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ସେହି ଦେଶଗୁଡ଼ିକର ତାଲିକା ଦିଆଯାଇଛି ଯେଉଁମାନେ ବେଆଇନ ନିଶା ଉତ୍ପାଦନର କେନ୍ଦ୍ର କିମ୍ବା ପ୍ରମୁଖ ଚୋରା ଚାଲାଣ ପଥ ସହିତ ଜଡିତ।…

ଭାରତ ପାଇଁ ଖୁସିଖବର: ଆମେରିକା ନେଲା ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଖୁବ ଶୀଘ୍ର ଆସୁଥିବା ପରି ମନେ ହେଉଛି। ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ଉଠାଇବାର ସମ୍ଭାବନା ରହିଛି। ଗୁରୁବାର ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଏହି ନିୟମରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୯: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଡ଼ ଖବର ରହଛି। ସିସିଏସ (ଏନ୍‌ପିଏସ ଅଧୀନରେ ପ୍ରଯୁଜ୍ୟ ୟୁପିଏସ) ନିୟମ ୨୦୨୫ ଅନୁଯାୟୀ, ଯଦି କେନ୍ଦ୍ର ସରକାରୀ କର୍ମଚାରୀମାନେ ନୂତନ ପେନସନ ଯୋଜନା (ୟୁପିଏସ)ରେ ନାମ ଲେଖାଇବାକୁ ଚାହାଁନ୍ତି, ତେବେ ସେମାନେ ୨୦ ବର୍ଷ…

ଯୁବବର୍ଗଙ୍କ ବଲ୍ଲେ ବଲ୍ଲେ: ପ୍ରତିମାସରେ ୧୦୦୦ ଟଙ୍କା ଦେବେ ସରକାର, ଏମିତି କରନ୍ତୁ ଆବେଦନ

ପାଟନା,୧୮।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟର ବେକାର ସ୍ନାତକ ଯୁବକ ଯୁବତୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ସରକାର ୨୦ରୁ ୨୫ବର୍ଷ ବୟସର ବେକାର ଯୁବକ ଯୁବତୀଙ୍କୁ ପ୍ରତି…

ପ୍ରେମିକାଙ୍କୁ ଇଞ୍ଜେକ୍ସନ ଦେଇ ବେହୋସ କରିଦେଲେ ଡାକ୍ତର, ତା’ପରେ ଉଲଗ୍ନ କରି…ଜାଣନ୍ତୁ ଲୋମଟାଙ୍କୁରା ଘଟଣା

ଲକ୍ଷ୍ନୌ,୧୮।୯: ଉତ୍ତର ପ୍ରଦେଶର ବରେଲିରେ ଜଣେ ଯୁବତୀଙ୍କ ପ୍ରତି ହୋଇଥିବା ବର୍ବରତାର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ଡାକ୍ତର ପ୍ରଥମେ ତିନୋଟି ଇଞ୍ଜେକ୍ସନ ଦେଇ ତାଙ୍କୁ ବେହୋସ କରିଦେଲେ। ତା’ପରେ ସେ ତାଙ୍କ ମୁହଁ ଏବଂ ଶରୀରରେ ଏକ ଧାରୁଆ…

ଥରହର ପାକିସ୍ତାନ: ଶକ୍ତିଶାଳୀ ଭାରତ ଦେବ ପାନେ

ନୂଆଦିଲ୍ଳୀ,୧୮।୯: ଆଗାମୀ ବର୍ଷଗୁଡ଼ିକରେ ଭାରତୀୟ ବାୟୁସେନା ଏବଂ ନୌସେନା ଶକ୍ତିଶାଳୀ ହେବାକୁ ଯାଉଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି। ସରକାର ରାଫେଲ ଏବଂ ଅନ୍ୟାନ୍ୟ ବିମାନ ପାଇଁ କ୍ରୟ ସହିତ ଆଗକୁ…

ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଲା ପୁରା ପାହାଡ଼, ଅଳ୍ପକେ ବର୍ତ୍ତିଗଲେ ଏହି ଭାଜପା ଏମ୍‌ପି , Video  ଦେଖିଲେ…  

ଡେରାଡୁନ,୧୮।୯: ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ଏବେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ବିଗିଡ଼ି ଯାଇଛି। ସେହିଭଳି ଲଗାତାର ଭୂସ୍ଖଳନ ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏସବୁ…

କେଉଁ ଦେଶ ପାଖରେ ଅଛି ସବୁଠୁ ଅଧିକ ସୁନା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ,୧୮।୯: ସୁନା କେବଳ ଅଳଙ୍କାରର ଚମକ ନୁହେଁ, ବରଂ ଏହା ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ। ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋର ଏହି ଯୁଗରେ ମଧ୍ୟ। ସୁରକ୍ଷା, ସ୍ଥିରତା ଏବଂ ସମ୍ପତ୍ତିର ପ୍ରତୀକ ଭାବରେ ସୁନା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶ୍ୱ ସୁନା ପରିଷଦ…

ଏଣିକି ମୋବାଇଲରୁ ବି ଉଠାଇପାରିବେ ଟଙ୍କା! ଯିବାକୁ ପଡିବନି ଏଟିଏମ, ଜାଣନ୍ତୁ କେମିତି କରିବେ…

ନୂଆଦିଲ୍ଲୀ,୧୮।୯: ଏଣିକି ଟଙ୍କା ଉଠାଇବା ଆହୁରି ସହଜ ହେବାକୁ ଯାଉଛି। ଆପଣଙ୍କୁ ଆଉ ATM ଯିବାକୁ ପଡିବ ନାହିଁ। ଆପଣଙ୍କ ସ୍ମାର୍ଟଫୋନରେ UPI ଆପ ବ୍ୟବହାର କରି QR କୋଡ ସ୍କାନ କରି ଟଙ୍କା ଉଠାଇବା ସମ୍ଭବ ହେବ। ଏହି ନୂତନ…

ବାୟୁ ପ୍ରଦୂଷଣ ରୋକିବାକୁ ୩ ସପ୍ତାହରେ ଯୋଜନା କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୯(ପି.ଟି.): ପାର୍ବଣ ଆରମ୍ଭ ସହ ଶୀତଋତୁର ଆଗମନ ହେବାକୁ ଯାଉଛି। ଏହି ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ବିଶେଷକରି ସହରାଞ୍ଚଳରେ ବାୟୁ ପ୍ରଦୂଷଣ ସାଙ୍ଗକୁ ମୁକ୍ତବାୟୁର ଅଭାବ ଲୋକଙ୍କ ପାଇଁ ନାନା ରୋଗକୁ ଡାକିଆଣିଥାଏ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ…

ଏସ୍‌ଆଇଆର୍‌: ଅର୍ଦ୍ଧାଧିକ ଭୋଟରଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ

ନୂଆଦିଲ୍ଲୀ,୧୮ା୯: ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ…

କିପରି କୈଳାଶ ମାନସରୋବର ଯାତ୍ରା ବଦଳାଇଦେଇଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ୍, ଜାଣନ୍ତୁ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ତାଙ୍କ ଜୀବନର ଏକ ପରିବର୍ତ୍ତନକାରୀ ଅଧ୍ୟାୟ ଉପରେ ଆସନ୍ତୁ ନଜର ପକାଇବା। ୧୯୮୮ରେ ମୋଦି କୈଳାଶ ମାନସରୋବର ଯାତ୍ରାରେ ଅଂଶଗ୍ରହଣ କରିଥିଲେ, ଯାହା ତାଙ୍କର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସାମର୍ଥ୍ୟକୁ ପରୀକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri