ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟରେ ୫ ଯାତ୍ରୀଙ୍କ ସହ ୨ କ୍ରୁ ମେମ୍ବରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ
ମୁମ୍ବାଇ,୨୪।୬: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ହଠାତ କେତେଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା, ଯାହା ପରେ ସେମାନଙ୍କ...
ବିଜୟ ଉତ୍ସବ ବେଳେ ବୋମା ଫୁଟି ନାବାଳିକା ମୃତ
କୋଲକାତା,୨୪ା୬(ପି.ଟି.): ପଶ୍ଚିମବଙ୍ଗର ନଦିଆ ଜିଲା ଅନ୍ତର୍ଗତ କାଳୀଗଞ୍ଜରେ ତୃଣମୂଳ କଂଗ୍ରେସର ବିଜୟ ଉତ୍ସବ ରାଲିରେ ବୋମା ଫୁଟି ଜଣେ ୧୩ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଘଟିଛି। କାଳୀଗଞ୍ଜ ଆସନ ପାଇଁ ଉପନିର୍ବାଚନରେ ଟିଏମ୍ସି ପ୍ରାର୍ଥୀ ଅଲିଫା ଅହମଦ ବିଜୟୀ ହୋଇଥିଲେ।...
ଏକକ ମା’ଙ୍କ ପିଲାର ଓବିସି ସାର୍ଟିଫିକେଟ ପାଇଁ ନିୟମ ବଦଳିବା ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪ା୬ (ପି.ଟି.): ନିର୍ଦ୍ଦିଷ୍ଟ ବର୍ଗର ଏକକ ମା’ଙ୍କ ପିଲାଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସାର୍ଟିଫିକେଟ ଇସ୍ୟୁ ପାଇଁ ନିୟମାବଳୀରେ ସଂଶୋଧନ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ ଗାଇଡ୍ଲାଇନ ଆଣିବାକୁ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଛନ୍ତି, ଯାହା...
୨୦୨୯ରେ ମହାକାଶ ଯାତ୍ରା କରିବେ ଭାରତୀୟ ଯୁବତୀ ଜାହ୍ନବୀ
ନୂଆଦିଲ୍ଲୀ,୨୩।୬: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ପାଲାକୋଲ୍ଲୁରୁ ଜଣେ ୨୩ ବର୍ଷୀୟା ଯୁବତୀ ଡାଙ୍ଗେଟି ଜାହ୍ନବୀ ୨୦୨୯ ମସିହାରେ ମହାକାଶ ଯାତ୍ରା କରି ଇତିହାସ ରଚିବାକୁ ଯାଉଛନ୍ତି। ନାସାର ପ୍ରତିଷ୍ଠିତ ଇଣ୍ଟରନାସନାଲ ଏୟାର ଆଣ୍ଡ ସ୍ପେସ ପ୍ରୋଗ୍ରାମ (ଆଇଏସପି) ସଫଳତାପୂର୍ବକ...
NEET ମକ୍ ଟେଷ୍ଟରେ କମ୍ ମାର୍କ ପାଇଁ ୧୭ ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲେ ବ୍ୟକ୍ତି
ନୂଆଦିଲ୍ଲୀ, ୨୩।୬: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ନୀଟ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟ) ମକ୍ ଟେଷ୍ଟରେ କମ୍ ମାର୍କ ରଖିଥିବାରୁ ଜଣେ ୧୭ ବର୍ଷୀୟା ଝିଅକୁ ତାଙ୍କ ବାପା ନିର୍ମମ ଭାବେ ପିଟି...
ରାସ୍ତା ମଝିରେ ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମଦ୍ୟପ ଯୁବକ: ସାହାଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ପିଟିଲେ, ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୩।୬: ଦକ୍ଷିଣ ବେଙ୍ଗାଲୁରୁର ଅନେକାଲ ତାଲୁକ ଅନ୍ତର୍ଗତ ରେଣୁକା ଯେଲ୍ଲାମା ଲେଆଉଟ, ମୈଲାସାନ୍ଦ୍ରା ନିକଟରେ ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଜଣେ ଯୁବତୀ ଗ୍ରୋସରୀ ଦୋକାନକୁ ଯାଉଥିବା ସମୟରେ ୪-୫ ଜଣ ମଦ୍ୟପ ଯୁବକଙ୍କ ଦ୍ୱାରା ଶାରୀରିକ ଆକ୍ରମଣର...
ଭାରତୀୟ ସେନାକୁ DRDO ଦ୍ୱାରା ବିକଶିତ ୪.୨୫ ଲକ୍ଷ CQB କାର୍ବାଇନ ଯୋଗାଇବ ଏହି କମ୍ପାନୀ, ଜିତିଲା ବିଡ୍
ନୂଆଦିଲ୍ଲୀ,୨୩।୬: ଭାରତୀୟ ସେନାର ଆଧୁନିକୀକରଣ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ମଜବୁତ କରି ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ୫.୫୬x୪୫ ମିମି କ୍ଲୋଜ୍ କ୍ୱାର୍ଟର ବ୍ୟାଟଲ (CQB) କାର୍ବାଇନ ଯୋଗାଣ ପାଇଁ ଭାରତ...
ସ୍ବାମୀ-ପ୍ରେମିକ-ଡ୍ରାଇଭର…୨୦ ବର୍ଷରେ ୩ ଥର ପ୍ରେମ: ଶେଷରେ ତୃତୀୟ ପ୍ରେମିକଙ୍କୁ ହତ୍ୟା କଲେ ମହିଳା
ପାଟନା,୨୩।୬: ପ୍ରେମ ମାମଲାରେ ହତ୍ୟାର କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛି। ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ। ହତ୍ୟା ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି।...
ଉପନିର୍ବାଚନରେ ଚମକିଲା ଆପ୍: ୨ ଆସନରେ ବିଜୟୀ
ଲୁଧିଆନା,୨୩।୬: ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ଏବଂ ଗୁଜରାଟର ବିସାବାଦ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀମାନେ ବଡ଼ ବିଜୟ ହାସଲ କରିଛନ୍ତି। ଏହା ଆପ ପାଇଁ ଜୀବନ ରକ୍ଷାକାରୀଠାରୁ କମ ନୁହେଁ।...
ଉପ ନିର୍ବାଚନରେ ବାଜି ମାରିଲା କଂଗ୍ରେସ
ନୂଆଦିଲ୍ଲୀ,୨୩।୬: ଦେଶର ୪ଟି ରାଜ୍ୟର ୫ଟି ବିଧାନସଭା ଆସନ (ଉପନିର୍ବାଚନ ଫଳାଫଳ ୨୦୨୫) ପାଇଁ ସୋମବାର ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ଆସନର ଫଳାଫଳ ଆଜି ବାହାରିବାକୁ ଯାଉଛି। ସକାଳ ୮ଟାରୁ ମତଦାନ କେନ୍ଦ୍ରରେ ଭୋଟ ଗଣନା...
ଫସିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୋଲିସରେ ଅଭିଯୋଗ ପରେ…
ଗୁଣ୍ଟୁର,୨୩।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ବିରୋଧରେ ଏକ ସଡ଼କ ଦୁର୍ଘଟଣାର ଅଭିଯୋଗ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡି ପାଲନାଡୁର ରେଣ୍ଟାପାଲ୍ଲା ଗାଁ ଅଭିମୁଖେ ଯାଉଥିବା ସମୟରେ...
ଦଳରୁ ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି
ନୂଆଦିଲ୍ଲୀ,୨୩ା୬: ସମାଜବାଦୀ ପାର୍ଟିର ୩ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏହି ବିଧାୟକମାନେ ହେଲେ ଅଭୟ ସିଂହ, ରାକେଶ ସିଂହ ଓ ମନୋଜ ପାଣ୍ଡେ। ଏହି ୩ ଜଣଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।...
Archives


