୪ ରାଜ୍ୟର ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଭାଜପାର ନାମାଙ୍କନ
ନୂଆଦିଲ୍ଲୀ,୩୦।୬: ଭାରତୀୟ ଜନତା ପାର୍ଟି(ଭାଜପା)ରେ ୪ଟି ରାଜ୍ୟରେ ରାଜ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନେତାମାନେ ନାମାଙ୍କନ ପତ୍ର ନେଇଛନ୍ତି। ଉତ୍ତରାଖଣ୍ଡରେ, ରାଜ୍ୟ ସଭା ଏମପି ଏବଂ...
‘ମୋ ସହ ନ୍ୟାୟ ହେଉ…’ କାହିଁକି ମୋଦିଙ୍କୁ ଏମିତି ଚିଠି ଲେଖିଲେ ରୋହିଣି, ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ
ଲକ୍ଷ୍ନୌ,୩୦।୬: ଉତ୍ତର ପ୍ରଦେଶର ନାଗିନା ଲୋକ ସଭା ଆସନର ଏମପି ଏବଂ ଆଜାଦ ସମାଜ ପାର୍ଟି (କାଂଶିରାମ) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପିଏଚଡି ସ୍କଲାର ଡକ୍ଟର ରୋହିଣୀ ଘାଭାରୀ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହା ପରେ ସେ ଲଗାତାର...
ଖୁଡ଼ୀ-ପୁତୁରା ବିବାହ ଘଟଣାରେ ନୂଆମୋଡ଼: ସ୍ବାମୀ ଖୋଲିେଦେଲେ ସବୁ ଗୁମର
ଜାମୁଇ,୩୦।୬: କିଛି ଦିନ ପୂର୍ବରୁ ଜାମୁଇର ଶିଖରିଆ ଗାଁରେ, ଆୟୁଷୀ କୁମାରୀ ନାମକ ଜଣେ ମହିଳା ତାଙ୍କ ପ୍ରଥମ ସ୍ବାମୀ ବିଶାଲ ଦୁବେଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ତାଙ୍କ ପୁତୁର ସଚିନ ଦୁବେଙ୍କୁ ବିବାହ କରିଥିଲେ। ଏବେ ପୀଡିତ ସ୍ବାମୀ...
ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍ଏସ୍ ପାଖରେ ଅଟକିଛି ପେଞ୍ଚ
ନୂଆଦିଲ୍ଲୀ,୩୦ା୬:ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ନଡ୍ଡାଙ୍କ...
ବାସନ ମାଜୁଥିଲେ ସ୍ତ୍ରୀ, ବାଲକୋନିକୁ ଯାଇ ସ୍ବାମୀ କଲେ ଏମିତି କାମ: ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି
ଇନ୍ଦୋର,୩୦।୬: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୁଏ। କିନ୍ତୁ ଅନେକ ଦମ୍ପତି ଏହି ଝଗଡ଼ାର ଶୀଘ୍ର ସମାଧାନ କରିଦିଅନ୍ତି, କିନ୍ତୁ କେତେବେଳେ ଏହି ଝଗଡ଼ା ଭୟଙ୍କର ରୂପ ନେଇଥାଏ। ମଧ୍ୟପ୍ରଦେଶର ଇନ୍ଦୋରରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି।...
ଶିଶୁକନ୍ୟାକୁ ନୀଳ ବାସ୍କେଟ୍ରେ ପୂରାଇ ରାସ୍ତା ଉପରେ ଛାଡ଼ି ଦେଇଗଲେ ମା’-ବାପା, ଲେଖିଦେଇ ଗଲେ‘Sorry’
ମୁମ୍ବାଇ,୩୦ା୬: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ୩ ଦିନର ଏକ ଶିଶୁକନ୍ୟାକୁ ଟୋକେଇରେ ପୂରାଇ ରାସ୍ତାକଡ଼ରେ କେହି ନିଷ୍ଠୁର ମାଆ-ବାପା ଛାଡ଼ି ଚାଲିଯାଇଛନ୍ତି। ଏହା ସହିତ ଏକ କାଗଜରେ ‘Sorry’ ଲେଖିବା ସହ...
ହତ୍ୟା କରି ଅଳିଆ ଗାଡ଼ିରେ ଫିଙ୍ଗିଦେଲେ ମୃତଦେହ, ଗନ୍ଧ ଆସିବା ପରେ..
ବେଙ୍ଗାଲୁରୁ,୩୦।୬: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସହରର ଚିକପେଟ ନିକଟସ୍ଥ ସିକେ ଆଚୁକଟ୍ଟୁ ଅଞ୍ଚଳରେ ଏକ ଅଳିଆ ଗାଡ଼ିରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଏକ ବଡ଼ ବସ୍ତାରେ ଭର୍ତ୍ତି କରି...
ଘୋଷାଡ଼ି ଘୋଷାଡ଼ି ଗାର୍ଡ ରୁମକୁ ନେଲେ, ହକି ଷ୍ଟିକରେ ପିଟିଲେ, ସିସିଟିଭି ଫୁଟେଜରୁ ମିଳିଲା ଅଭିଯୁକ୍ତଙ୍କ କଳା କାରନାମାର ପ୍ରମାଣ
କୋଲକାତା,୩୦।୬: କୋଲକାତାର ଦକ୍ଷିଣ କୋଲକାତା ଆଇନ କଲେଜ (କୋଲକାତା ଆଇନ କଲେଜ ଗଣବଳାତ୍କାର ମାମଲା)ରେ ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର ପରେ ସମଗ୍ର ରାଜ୍ୟ କ୍ରୋଧରେ ଜଳୁଛି। ଏବେ ଘଟଣାର ସିସିଟିଭି ଫୁଟେଜ ସେହି ଭୟଙ୍କର ରାତିର ସତ୍ୟତାକୁ...
କେମିକାଲ ଟ୍ୟାଙ୍କରରେ ବିସ୍ଫୋରଣ, ଅତିକମରେ ୧୦ ମୃତ
ହାଇଦ୍ରାବାଦ,୩୦।୬: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାସାୟନିକ ପଦାର୍ଥ ଭର୍ତ୍ତି ଏକ ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସିଗାଚି କେମିକାଲ୍ସରେ ଏହି ବିସ୍ଫୋରଣ ଘଟିଥିଲା।...
ଭିଣେଇଙ୍କ ସହ ସ୍ତ୍ରୀ ଫେରାର: ପୁରସ୍କାର ରାଶି ଘୋଷଣା କଲେ ସ୍ବାମୀ, ପୂରା ଘଟଣା ଜାଣିଲେ…
ଲକ୍ଷ୍ନୌ,୩୦।୬: ସାଧାରଣତଃ ନଣନ୍ଦଙ୍କ ସ୍ବାମୀ ଅର୍ଥାତ୍ ନଣଦେଇଙ୍କୁ ସର୍ବଦା ସମ୍ମାନର ସହିତ ଦେଖନ୍ତି ଭାଉଜ। କିନ୍ତୁ ଉତ୍ତର ପ୍ରଦେଶର ଇଟାୱାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନଣଦେଇଙ୍କ ସହ ଫେରାର ହୋଇଯାଇଛନ୍ତି ଭାଉଜ। ଫେରାର୍ ମହିଳାଙ୍କ...
ପୁଣି ପାକିସ୍ତାନକୁ ପାନେ ଦେବ ଭାରତ: ପଡ଼ୋଶୀ ଦେଶର ଚାଲ୍କୁ ବିଫଳ କରିବାବୁ ସମସ୍ତ ପ୍ରସ୍ତୁତି ଶେଷ
ନୂଆଦିଲ୍ଲୀ,୩୦।୬: ଭାରତ ଜୁଲାଇ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଭାପତି ପଦ ପାଇବାକୁ ଯାଉଛି ଏବଂ ଏହା ସହିତ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଭୂମିକା ଏବଂ ପ୍ରଭାବକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତୁତି ଜୋରଦାର...
କୋଲକାତା ବଳାତ୍କାର ମାମଲାକୁ ନେଇ ଟିଏମ୍ସିରେ ଫାଟ
ନୂଆଦିଲ୍ଲୀ,୩୦ା୬:ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରଙ୍କ ମଧ୍ୟରେ ୩ ମାସ ତଳେ ଦେଖାଦେଇଥିବା ବିବାଦ ରବିବାର ପୁଣି ଜୋର୍ ଧରିଛି। ସାଉଥ୍ କାଲ୍କାଟା ଲ’ କଲେଜରେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ କଲ୍ୟାଣ ଦେଇଥିବା ବିବାଦୀୟ...
Archives


