ଜାତୀୟ

ଆରଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାଜପା ନେତ୍ରୀ

ପାଟନା,୧୦।୧୧: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ମନ୍ତବ୍ୟକୁ ନେଇ ବିହାର ରାଜନୀତି ସରଗରମ ହୋଇଛି। ଏ ସମ୍ପର୍କରେ ନୀତୀଶଙ୍କ ଇସ୍ତଫା ଦାବିରେ ଏନଡିଏ ନେତାମାନେ ଗୃହ ବାହାରେ ବିରୋଧ କରୁଛନ୍ତି। ଏହି…

ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣିଲେ, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀର ପ୍ରଦୂଷଣର ବିପଜ୍ଜନକ ପରିସ୍ଥିତି ସମ୍ପର୍କରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ରାଜଧାନୀ ଦିଲ୍ଲୀରେ ବର୍ଷା ପରେ ସୁପ୍ରିମକୋର୍ଟ କହିଛନ୍ତି, ଏଥିପାଇଁ ଦିଲ୍ଲୀ ସରକାରଙ୍କୁ ଧନ୍ୟବାଦ ଦେଇ ହେବ ନାହିଁ କିନ୍ତୁ କହିପାରିବା ଯେ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣିଛନ୍ତି।…

ପାକ୍‌ ରେଞ୍ଜରଙ୍କ ଗୁଳିରେ ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ଶହୀଦ: ଆଜି ଗାଁରେ ପହଞ୍ଚିବ ମୃତଦେହ

ନୂଆଦିଲ୍ଲୀ,୧୦ା୧୧: ପାକିସ୍ତାନୀ ରେଞ୍ଜରଙ୍କ ଗୁଳିମାଡ଼ରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ ହେଡ୍‌ କନ୍‌ଷ୍ଟେବଲ ଶହୀଦ ହୋଇଛନ୍ତି। ହେଡ୍‌ କନ୍‌ଷ୍ଟେବଲ ଲାଲ୍‌ ଫାମ୍‌ କିମା ଗୁଳିମାଡ଼ରେ ଆହତ ହେବା ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଜମ୍ମୁର…

ଦୀପାବଳି ଉପହାର ଦେଲେ କେନ୍ଦ୍ର ସରକାର, ଖାତାକୁ ଗଲା ପିଏଫ ସୁଧ ଟଙ୍କା

ନୂଆଦିଲ୍ଲୀ,୧୦।୧୧: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟକୁ ସୁଧ ଦେବା ଆରମ୍ଭ। ହୋଇଛି। ଏନେଇ ଇପିଏଫଏ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବିବୃତ୍ତିରେ କୁହାଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ ଆକାଉଣ୍ଟ ନିବେଶ ଉପରେ…

ସୁପ୍ରିମକୋର୍ଟ ପରିସରରେ ଖୋଲିଲା ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ପ୍ରଥମ କାଫେ

ନୂଆଦିଲ୍ଲୀ,୧୦ା୧୧: ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡ ଶୁକ୍ରବାର ଅନ୍ୟ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ପରିସରରେ ‘ମିଟି କାଫେ’ର ଉଦ୍‌ଘାଟନ କରିଛନ୍ତି। ନୂତନ ଭାବରେ ନିର୍ର୍ମିତ କାଫେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ। ଏହି କାଫେର ପରିଚାଳକ ଦୃଷ୍ଟିହୀନ ଏବଂ…

ସତ୍ୟେନ୍ଦ୍ର ଜୈନ, ରାଘବ ଚଢାଙ୍କୁ ଝଟକା

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ଆମ ଆଦମୀ ଦଳର ନେତା ସତ୍ୟେନ୍ଦ୍ର ଜୈନ ଏବଂ ରାଘବ ଚଢାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ନିମ୍ନ ଅଦାଲତ ବିରୋଧରେ ଉଭୟ ନେତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗୁରୁବାର ଖାରଜ…

୧୧.୫ କୋଟି ପାନ୍ କାର୍ଡ ବନ୍ଦ କଲେ ସରକାର, ଏବେ ଦେବାକୁ ପଡ଼ିବ ଭାରି ଜରିମାନା

ନୂଆଦିଲ୍ଲୀ,୧୦।୧୧: କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ପାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସଚେଞ୍ଜ(ସିବିଡି଼ଟି)…

ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ମଞ୍ଜୁରୀ ଦେଲା ଆମେରିକା

ନୂଆଦିଲ୍ଲୀ,୧୦/୧୧: ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭାଇରସ ସଂକ୍ରମିତ ମାଶାଙ୍କ ଦ୍ୱାରା ବ୍ୟାପିଥାଏ, ଯାହାକୁ ଆମେରିକାର ଫୁଡ ଏବଂ ଡ୍ରଗ(ଏଫଡିଏ) ଆଡମିନଷ୍ଟ୍ରେସନ ବିଶ୍ୱ ସ୍ୱାସ୍ଥ୍ୟ ଜଗତ ପାଇଁ ଏକ ସମ୍ଭାବ୍ୟ…

ଜୟ ସୀୟା ରାମ ନାରା ଲଗାଇଲେ ଜାଭେଦ ଅଖତର

ମୁମ୍ବାଇ,୧୦।୧୧: ବଲିଉଡର ଭେଟେରାନ ଗୀତିକାର ଜାଭେଦ ଅଖତର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ରାମ ଏବଂ ସୀତା କେବଳ ଭଗବାନ ନୁହଁନ୍ତି ଭାରତର ସାଂସ୍କୃତିକ ଐତିହ୍ୟ…

ସିବିଆଇ ଉପରେ ଆମର ନିୟନ୍ତ୍ରଣ ନାହିଁ: ସୁପ୍ରିମକେର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୦।୧୧:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି। ସିବିଆଇ ଏକ ସ୍ବାଧୀନ ଆଇନଗତ ଅନୁଷ୍ଠାନ ଏବଂ ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ କେନ୍ଦ୍ର ସରକାର କହିଛନ୍ତି। ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଏକ…

୨ ବସ୍‌କୁ ଧକ୍କା ଦେଲା ଟ୍ରକ: ଚାଲିଗଲ ୬ ଜୀବନ, ୨୭ ଆହତ

ଗୋରଖପୁର,୧୦।୧୧: ଗୋରଖପୁର-କୁଶିନଗର ରାଜପଥରେ ଜଗଦୀଶପୁର ନିକଟରୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଦୁଇଟି ବସ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ଡାକ୍ତରଖାନା ଏବଂ…

ଜାଣନ୍ତୁ କେଉଁ ପ୍ରକାର ବାଣ ଫୁଟାଇବାରେ ସୁପ୍ରିମକୋର୍ଟ ଲଗାଇଛନ୍ତି ପ୍ରତିବନ୍ଧକ

ନୂଆଦିଲ୍ଲୀ,୯।୧୧: ଏବେ ଦୀପାବଳି ପାଇଁ ଆଉ ଦୁଇ ଦିନ ବାକି ଅଛି। ଏହି ପର୍ବ ସମଗ୍ର ଦେଶରେ ଖୁବ ଧୁମଧାମରେ ପାଳନ କରାଯାଏ। ଆଲୋକର ଏହି ପର୍ବରେ ଲୋକମାନେ ଫାୟାର୍‌ କ୍ରାକର ଜାଳି ବା ବାଣ ଫୁଟାଇ ଉତ୍ସବ ପାଳନ କରିଥାଆନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri