ଆମେରିକାର ସାଂଘାତିକ ଖୁଲାସା! ଯୁଦ୍ଧବେଳେ ଭାରତ ଲୁଚାଛପାରେ କରିଛି…
ଓ୍ବାଶିଂଟନ୍,୨୯।୭: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ, ଭାରତ ଏବଂ ଚାଇନାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଆମେରିକୀୟ ସମାଚାର ଏଜେନ୍ସି ରଏଟର୍ସର ଏକ ରିପୋର୍ଟରେ...
UPI ପେମେଣ୍ଟକୁ ନେଇ ଖୁସିଖବର: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି…
ନୂଆଦିଲ୍ଲୀ,୨୯।୭: ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି। ସରକାର ସ୍ପଷ୍ଟ କରିଛନ୍ତି...
ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ମନ ମାନୁନାହିଁ: ଆସାଦୁଦ୍ଦିନ ଓୱାଇସୀ
ନୂଆଦିଲ୍ଲୀ, ୨୮ା୭: ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱାଇସୀ ଆଗକୁ ହେବାକୁ ଥିବା ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍କୁ ବିରୋଧ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ୫ ମାସ ପରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ମ୍ୟାଚ୍ ଦେଖିବାକୁ ତାଙ୍କ ମନ...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା କାଉଡିଆମାନଙ୍କୁ ନେଇ ଯାଉଥିବା ବସ୍, ୧୮ ଜଣଙ୍କ ଚାଲିଗଲା ଜୀବନ
ରାଞ୍ଚି, ୨୮ା୭: ଝାଡ଼ଖଣ୍ଡର ଡୁମକା ଜିଲାରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ବସ୍, ଯେଉଁଥିରେ କାଉଡିଆମାନେ ଯାତ୍ରା କରୁଥିଲେ, ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।...
ଟାଟା କନସଲଟାନ୍ସି ସର୍ଭିସେସର ୧୨,୦୦୦ରୁ ଅଧିକ କର୍ମଚାରୀ ଛଟେଇ! ଆଇଟି ମନ୍ତ୍ରଣାଳୟର କଡ଼ା ନଜର
ନୂଆଦିଲ୍ଲୀ,୨୮।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ଦ୍ୱାରା ୧୨,୨୬୧ କର୍ମଚାରୀ, ଅର୍ଥାତ୍ ବିଶ୍ୱବ୍ୟାପୀ କର୍ମଚାରୀଙ୍କ ୨ ପ୍ରତିଶତଙ୍କୁ ଛଟେଇ କରିବା ନିଷ୍ପତ୍ତି ଉପରେ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିବିଡ଼ ନଜର ରଖିଛି। ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ଏହି ପରିସ୍ଥିତିର...
ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ ରାଷ୍ଟ୍ରପତି ନ ହୋଇଥିଲେ ବିଶ୍ୱରେ ଭାରତ-ପାକିସ୍ତାନ ସମେତ ୬ଟି ବଡ଼ ଯୁଦ୍ଧ ହୋଇଥାନ୍ତା।...
ମୋଦି-ଟ୍ରମ୍ପ ମଧ୍ୟରେ ୨୨ ଏପ୍ରିଲରୁ ୧୭ ଜୁନ ମଧ୍ୟରେ କୌଣସି ଫୋନ କଲ୍ ହୋଇନାହିଁ: ଜୟଶଙ୍କର
ନୂଆଦିଲ୍ଲୀ,୨୮।୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହ ସଂଘର୍ଷ ସମୟରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ବାଣିଜ୍ୟ ସମ୍ପର୍କିତ ବିଷୟ ନଥିଲା। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...
‘ଟ୍ରମ୍ପଙ୍କ ସାମ୍ନାରେ ୫୬ ଇଞ୍ଚର ଛାତି ୩୬ ଇଞ୍ଚକୁ ଖସିଯାଏ’: ତୃଣମୂଳ ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ
ନୂଆଦିଲ୍ଲୀ,୨୮।୭: ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେଶନ ସିନ୍ଦୁର ଉପରେ ତୀବ୍ର ବିତର୍କ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମନାରେ...
‘ଆଇ ଲଭ୍ ୟୁ’ କହିବା ଯୌନ ନିର୍ଯାତନା ନୁହେ: ହାଇକୋର୍ଟଙ୍କ ବଡ ରାୟ
ନୂଆଦିଲ୍ଲୀ,୨୮।୭: ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ସ୍ପଷ୍ଟ ଯୌନ ଉଦ୍ଦେଶ୍ୟ ପ୍ରମାଣ ନ ହେଲେ କେବଳ “ଆଇ ଲଭ୍ ୟୁ” କହିବା ଯୌନ ନିର୍ଯାତନା ନୁହେ। ଏହି ମାମଲାରେ ଜଣେ ଯୁବକଙ୍କୁ ପୋକ୍ସୋ ଆଇନ ଓ...
ବ୍ୟାଡମିଣ୍ଟନ ଖେଳିବା ବେଳେ ୨୫ ବର୍ଷୀୟ ଯୁବକଙ୍କର ହୃଦ୍ଘାତରେ ମୃତ୍ୟୁ
ନୂଆଦିଲ୍ଲୀ,୨୮।୭: ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଶଟଲ୍ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଗୁଣ୍ଡଲା ରାକେଶଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ରାକେଶ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ସେ ଖମ୍ମାମ ଜିଲାର ତାଲ୍ଲାଡ଼ାର ପୂର୍ବତନ...
ମା’ର ଢାଲରେ ସୁରକ୍ଷିତ ପୁଅର ଜୀବନ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବର୍ତ୍ତିଲା ୮ ମାସର ଶିଶୁ
ଅହମଦାବାଦ,୨୮।୭: ଗତ ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ (ଆଇସି ୧୭୧) ଅହମଦାବାଦର ବିଜେ ମେଡିକାଲ କଲେଜର ଆବାସିକ କ୍ୱାର୍ଟର୍ସରେ ଦୁର୍ଘଟଣାଗ୍ରସ୍ତ ହେବାରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରୁ ମା’ ମନୀଷା କଚ୍ଛଡିଆଙ୍କ...
DNA ଟେଷ୍ଟ କରାଇବା ପରେ ଯାହା ଆସିଲା, ଦେଖିବା ପରେ ମା’ବାପାଙ୍କ ଉଡିଗଲା ହୋସ୍
ତେଲଙ୍ଗାନା,୨୮।୭: ହାଇଦ୍ରାବାଦରେ ଏକ ଚାଞ୍ଚଲ୍ୟକର ଅବୈଧ ସରୋଗେସି ଏବଂ ଶୁକ୍ରାଣୁ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଛି, ଯାହା କେବଳ ଏକ ଦମ୍ପତିଙ୍କୁ ଆଶ୍ଚର୍ଯ୍ୟ କରିନାହିଁ ବରଂ ସାରା ଦେଶରେ ଫର୍ଟିଲିଟି କ୍ଲିନିକ ଉପରେ ପ୍ରଶ୍ନ ଉଠାଇଛି। ପ୍ରକୃତରେ, ଯେତେବେଳେ...
Archives


