କାହିଁକି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଜ୍ୟୋତି ମାଲହୋତ୍ରାଙ୍କ ପିତା, କହିଲେ ‘ଆଉ କେବେ ପାକିସ୍ତାନ ଯିବନି ଝିଅ’
ନୂଆଦିଲ୍ଲୀ,୫।୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜେଲରେ ଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କୁ ସୋମବାର (୪ ଅଗଷ୍ଟ, ୨୦୨୫) ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜ୍ୟୋତିଙ୍କ ନ୍ୟାୟିକ ହାଜତକୁ ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି।...
ଇଡି ଅଫିସ୍ରେ ଅନିଲ ଅମ୍ବାନୀ: ୧୭୦୦୦ କୋଟି ଟଙ୍କାର ଋଣ ଠକେଇର ଦେବେ ଜବାବ
ନୂଆଦିଲ୍ଲୀ,୫।୭: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ୧୭୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ତଦନ୍ତ ସମ୍ପର୍କରେ ପଚରାଉଚରା କରାଯିବ। ଇଡିର କଥିତ ମନି ଲଣ୍ଡରିଂ ତଦନ୍ତ ଅଧୀନରେ ଅନିଲଙ୍କୁ...
NDA ସଂସଦୀୟ ଦଳ ବୈଠକରେ ଅପରେଶନ ସିନ୍ଦୂରକୁ ନେଇ ମୋଦିଙ୍କୁ କରାଗଲା ସମ୍ମାନୀତ, ପହଲଗାମ ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୫।୮: ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି। ମଙ୍ଗଳବାର ଅଧିବେଶନର ୧୨ତମ ଦିନ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏପର୍ଯ୍ୟନ୍ତ ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେଶନ ସିନ୍ଦୂର ଉପରେ ଦୁଇ ଦିନ...
୧୫ ଅଗଷ୍ଟ ପୂର୍ବରୁ ବଡ଼ ଷଡ଼ଯନ୍ତ୍ର! ଲାଲକିଲ୍ଲାରେ ପ୍ରବେଶ କରୁଥିଲେ ୫ ଜଣ, ଧରିଲା ପୋଲିସ, ବାଂଲାଦେଶ ସହ ରହିଛି…
ନୂଆଦିଲ୍ଲୀ,୫।୮: ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ କୌଣସି ଷଡ଼ଯନ୍ତ୍ର ରଚାଯାଉଛି କି? କାରଣ ପାଞ୍ଚ ଜଣ ଅବୈଧ ବାଂଲାଦେଶୀ ଲାଲକିଲ୍ଲାରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଆଶ୍ୱସ୍ତିର କଥା ଯେ ସତର୍କ ଥିବା ପୋଲିସ ସମୟ ମଧ୍ୟରେ...
ହରଡ଼ଘଣାରେ ରାହୁଲ ଗାନ୍ଧୀ: ମୋଦିଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ…
ନୂଆଦିଲ୍ଲୀ,୫ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ମନ୍ତବ୍ୟ ଦେଉଛନ୍ତି, ଯାହାକୁ ନେଇ ସେ ନିଜେ ହରଡ଼ଘଣାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ରାହୁଲଙ୍କ କେତେକ ଟିପ୍ପଣୀ ତଥ୍ୟ ପ୍ରମାଣ ଆଧାରିତ ହୋଇ ନ...
ନାଲି ଆଖି ଦେଖାଇଲା ୟୁରୋପ-ଆମେରିକା, ଭାରତ କଲା ପର୍ଦ୍ଦାଫାସ! ଥରହର ହେଲା…
ନୂଆଦିଲ୍ଲୀ,୫।୮: ସୋମବାର ଭାରତ ରୁଷିଆରୁ ଅଶୋଧିତ ତୈଳ କିଣିବା ପାଇଁ ନୂଆଦିଲ୍ଲୀକୁ ଅନୁଚିତ ଏବଂ ଅଯୌକ୍ତିକ ଭାବରେ ଟାର୍ଗେଟ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ସଂଘକୁ କଡ଼ା ଜବାବ ଦେଇଛି। ସମାଲୋଚନାକୁ କଡ଼ା ପ୍ରତ୍ୟାଖ୍ୟାନ କରି ଭାରତ ରୁଷିଆ...
ଟ୍ରମ୍ପଙ୍କ ଧମକ ପରେ କଡ଼ା ଜବାବ ଦେଲା ଭାରତ, ରାଜନୀତିରେ ହଲଚଲ
ନୂଆଦିଲ୍ଲୀ,୫।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ, ଯେତେବେଳେ ସାରା ବିଶ୍ୱରେ ଶକ୍ତି ସଙ୍କଟ ଘନୀଭୂତ ହେଲା, ଭାରତ ଶସ୍ତା ଏବଂ ସ୍ଥିର ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ପାଇଁ ରୁଷିଆରୁ ତୈଳ ଆମଦାନୀ ବୃଦ୍ଧି କଲା। ଆମେରିକା ଏବଂ ୟୁରୋପୀୟ ସଂଘ...
ଟ୍ରମ୍ପଙ୍କ ଭାରତକୁ ଧମକ: ରୁଷିଆରୁ ତେଲ କିଣିବା ପାଇଁ କରିବେ ଟାରିଫ୍ ବୃଦ୍ଧି
ନୂଆଦିଲ୍ଲୀ,୪।୮: ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ...
ଏଥର ୭୮ତମ ନା ୭୯ତମ ସ୍ୱାଧୀନତା ଦିବସ ପାଳନ ହେବ ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
ଭାରତ ୧୯୪୭ ମସିହା ଅଗଷ୍ଟ ୧୫ରେ ବ୍ରିଟିଶ ଔପନିବେଶିକ ଶାସନରୁ ଦୀର୍ଘ ସଂଘର୍ଷ ପରେ ସ୍ୱାଧୀନତା ହାସଲ କରିଥିଲା। ଏହି ଦିନଟି ସ୍ୱାଧୀନତା ସଂଗ୍ରାମୀ ଓ ସାଧାରଣ ଭାରତୀୟଙ୍କ ଏକତାର ପ୍ରୟାସକୁ ସ୍ମରଣ କରାଯାଏ, ଯେଉଁମାନେ ଦେଶକୁ ବ୍ରିଟିଶମାନଙ୍କଠାରୁ ମୁକ୍ତ...
ମା’ର ଅନୈତିକ ସମ୍ପର୍କ ଖୁଲାସା କଲା ଝିଅ: ସ୍ୱାମୀଙ୍କୁ ହତ୍ୟା କରି ପ୍ରେମିକ ମୁଣ୍ଡରେ ଦୋଷ ଦେଲେ ମହିଳା
ଗୁରୁଗ୍ରାମ,୪।୮: ହରିୟାଣାର ଗୁରୁଗ୍ରାମରେ ପୋଲିସ ଜଣେ ମହିଳା ଓ ତାଙ୍କ ପ୍ରେମିକଙ୍କ ସମେତ ପାଞ୍ଚ ଜଣଙ୍କୁ ତାଙ୍କ ସ୍ୱାମୀଙ୍କ ହତ୍ୟା ଓ ମୃତଦେହ ଲୁଚାଇବା ଅଭିଯୋଗରେ ଗିରଫ କରିଛି। ମହିଳାଙ୍କ ଝିଅ ତାଙ୍କ ପ୍ରେମିକ ସହ ଅନୈତିକ ସମ୍ପର୍କର ଏକ...
ଅଗଷ୍ଟ ୭ ପରେ ଆୟୁଷ୍ମାନ କାର୍ଡରେ ହୋଇପାରିବନି ଚିକିତ୍ସା, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୪।୮: ଭାଜପା ଶାସିତ ରାଜ୍ୟ ହରିୟାଣାରେ ଲକ୍ଷ ଲକ୍ଷ ମଧ୍ୟବିତ୍ତ ଏବଂ ଗରିବ ପରିବାରଙ୍କ ପାଇଁ ଏକ ସଙ୍କଟ ଦେଖାଦେଇଛି। ହରିୟାଣାରେ, ଆୟୁଷ୍ମାନ ଭାରତ ଯୋଜନାରେ କାର୍ଡଧାରୀଙ୍କୁ ଯୋଗାଇ ଦିଆଯାଉଥିବା ମାଗଣା ସ୍ବାସ୍ଥ୍ୟ ସେବା ବିପଦରେ ପଡ଼ିଛି। ଇଣ୍ଡିଆନ ମେଡିକାଲ...
ଝିଅ ସହ ମିଶି ବ୍ୟବସାୟୀ ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ: କଟା କାନରୁ ଜଣାପଡ଼ିଲା ସବୁ ସତ
ଗୁଆହାଟୀ,୪।୮: ଆସାମର ଦିବ୍ରୁଗଡ଼ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟବସାୟୀଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅ ମିଶି ହତ୍ୟା କରିଛନ୍ତି। କଟା କାନ ଏହି ହତ୍ୟାକାଣ୍ଡର ରହସ୍ୟ ଖୋଲିଛି। ଏହି ହତ୍ୟା ମାମଲାରେ ତାଙ୍କ,...
Archives


