ଜାତୀୟ

ମହୁଆ-ପିନାକୀଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଲେ ରଚନା ବାନାର୍ଜୀ, ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ/କୋଲକାତା,୬ା୮: ବହୁ ଚର୍ଚ୍ଚିତ ବିବାହ ପରେ ଦିଲ୍ଲୀରେ ଏମ୍‌ପି ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜେଡି ଏମ୍‌ପି ପିନାକୀ ମିଶ୍ର ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ଭଗଓ୍ବନ୍ତ ମାନ, ଡିମ୍ପଲ...

ଦିନିକିଆରୁ ହଟିବେ ରୋହିତ, ଗିଲ୍‌ ନେବେ ସ୍ଥାନ: ପୂର୍ବତନ କ୍ରିକେଟର୍‌ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୮: ଟେଷ୍ଟ ପରେ ଦିନିକିଆରେ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଭାବରେ ଶୁବମନ ଗିଲ ପ୍ରସ୍ତୁତ। ଏହି ଦାବି କରିଛନ୍ତି,ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ। ଇଂଲଣ୍ଡ ଗସ୍ତରେ ସେ ଗିଲଙ୍କ ଅଧିନାୟକତ୍ୱରେ ବହୁତ ପ୍ରଭାବିତ ହୋଇଥିଲେ। କୈଫ କହିଛନ୍ତି,...

ଏଣିକି ଗୋଟିଏ ଛାତ ତଳୁ ଚାଲିବ ଦେଶର ସରକାର, ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୬ା୮: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ କର୍ତ୍ତବ୍ୟ ଭବନ-୩ ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହାକୁ ଉଦଘାଟନ କରିଛନ୍ତି। ଏହି କୋଠାର ଉଦ୍ଦେଶ୍ୟ ହେଉଛି ଅନେକ ମନ୍ତ୍ରଣାଳୟ ଏବଂ ବିଭାଗକୁ ଗୋଟିଏ ଛାତ ତଳେ ଆଣିବା। ଦିଲ୍ଲୀର...

ରିସେପସନ ଦେଲେ ପିନାକୀ-ମହୁଆ: ଯୋଗ ଦେଲେ ବଡ଼ ବିଜେଡି ନେତା

ନୂଆଦିଲ୍ଲୀ, ୬।୮: ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ। ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା ମଙ୍ଗଳବାର ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି...

ଟ୍ରମ୍ପଙ୍କୁ ନେଇ ଏମିତି କହିଦେଲେ ରାହୁଲ, ସମସ୍ତେ କାବା!

ନୂଆଦିଲ୍ଲୀ,୬।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ Xରେ ଲେଖିଛନ୍ତି ଯେ, ଦୟାକରି ଭାରତକୁ ବୁଝିବାକୁ ଚେଷ୍ଟା କରିବା ଉଚିତ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାରମ୍ବାର ଧମକ ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ମୋଦି...

ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା ଦେଲା RBI: ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍‌କୁ ୫.୫%ରେ ଅପରିବର୍ତ୍ତିତ ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ ଯୋଗୁ ଟଙ୍କା ଚାପରେ ରହିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୫.୫% ରେ ଅପରିବର୍ତ୍ତିତ ରଖିଛି।...

ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌ କଲା ହ୍ବାଟ୍ସଆପ, କାରଣ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୬।୮: ମେଟା-ମାଲିକାନାଧୀନ ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟ୍ସଆପ ଜୁନ ୨୦୨୫ରେ ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ସସପେଣ୍ଡ କରିଥିଲା। ପ୍ଲାଟଫର୍ମରେ ଅପବ୍ୟବହାର ରୋକିବା ଏବଂ ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ମିଡିଆ ରିପୋର୍ଟ...

ଆମେରିକାକୁ ନେଇ ବଡ଼ ଖୁଲାସା କଲା ଭାରତ, ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ଆମେରିକା ରୁଷିଆଠାରୁ ୟୁରାନିୟମ ଏବଂ ସାର କିଣୁଛି। ମସ୍କୋ ସହିତ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ ଭାରତ...

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ହଠାତ୍‌ ରୁଷିଆରେ ପହଞ୍ଚିଲେ ଡୋଭାଲ: ବିଶ୍ୱରେ ହଲଚଲ, ପୁଟିନଙ୍କ ସହ…

ନୂଆଦିଲ୍ଲୀ/ମସ୍କୋ,୬।୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ଭାରତର ତେଲ କ୍ରୟ ଉପରେ ଟାରିଫ୍‌ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ରୁଷିଆରେ...

ଭାସିଗଲା ଗାଁ: ଅନେକ ମୃତ, ଶତାଧିକ ନିଖୋଜ

ଉତ୍ତରକାଶୀ,୬ା୮:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଆସିଛି। ବନ୍ୟାରେ ବହୁ ଘର, ହୋଟେଲ ସମେତ କ୍ଷୀରଗଙ୍ଗା ଉପତ୍ୟକାର ଧରାଲି ଗ୍ରାମ ସମ୍ପୂର୍ଣ୍ଣ ଭାସିଯାଇଛି। ଉକ୍ତ ଗାଁ ହର୍ସିଲସ୍ଥିତ ସେନା କ୍ୟାମ୍ପ୍‌ଠାରୁ ମାତ୍ର ୪ କି.ମି....

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ୧୮ବର୍ଷ ଯୁବପିଢି ଏହି କାମ ନ କଲେ, କଟିଯିବ ରାଶନ କାର୍ଡ!

ନୂଆଦିଲ୍ଲୀ, ୫।୮: ରାଶନ କାର୍ଡ ଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। କେନ୍ଦ୍ର ସରକାର ରାଶନ କାର୍ଡ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ରାଶନ କାର୍ଡ ଧାରୀଙ୍କୁ ପ୍ରତି ୫ ବର୍ଷରେ ଇ-କେୱାଇସି (e-KYC)...

ଟ୍ରମ୍ପଙ୍କ ସାଂଘାତିକ ବୟାନ, କହିଲେ ଭାରତକୁ ୨୪ଘଣ୍ଟା ଭିତରେ…

ଓ୍ବାଶିଂଟନ୍‌,୫।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ମୁଁ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବି। ରୁଷିଆକୁ ଏକ ଯୁଦ୍ଧ ଯନ୍ତ୍ର ଭାବରେ ବର୍ଣ୍ଣନା କରି ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri