‘ରାମ ମନ୍ଦିର ଉପରେ ମନ୍ତବ୍ୟ ଦେଇ ପାକିସ୍ତାନ ନିଜର ମୃତ୍ୟୁକୁ ନିମନ୍ତ୍ରଣ କରୁଛି’, ମୁନିର-ଶହବାଜଙ୍କୁ କଡ଼ା ଟାର୍ଗେଟ କଲେ ଏହି ନେତା
ନୂଆଦିଲ୍ଲୀ,୨୭।୧୧: କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଅଯୋଧ୍ୟା ରାମ ମନ୍ଦିର ପତାକା ଉତ୍ତୋଳନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ତାର ସୀମା ମଧ୍ୟରେ ରହିବା ଉଚିତ, କାରଣ ଭାରତ...
୨ କୋଟି ଆଧାର କାର୍ଡକୁ ବନ୍ଦ କଲା UIDAI , ତାଲିକାରେ ଆପଣଙ୍କ ନାମ ନାହିଁ ତ? ଏମିତି କରନ୍ତୁ ଚେକ୍
ନୂଆଦିଲ୍ଲୀ,୨୭।୧୧: ଦେଶରେ ବ୍ୟବହୃତ ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଦେଶର ପ୍ରାୟ ୯୦% ଜନସଂଖ୍ୟା ଏହା ପାଖରେ ରଖିଛନ୍ତି। UIDAI ନିକଟରେ ଆଧାର କାର୍ଡ ସମ୍ପର୍କରେ ଏକ ପଦକ୍ଷେପ ନେଇଛି ଯାହା ଜାତୀୟ ଦୃଷ୍ଟି ଆକର୍ଷଣ...
Rapido ଚଲାଇ ୧ କୋଟି ଟଙ୍କା ଫ୍ଲାଟର EMI ଦେଉଛନ୍ତି ଏହି ଇଞ୍ଜିନିୟର, ସମ୍ପୂର୍ଣ୍ଣ କାହାଣୀ ଜାଣିଲେ…
ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଚାକିରି ଖୋଜିବା ଏତେ ସହଜ ନୁହେଁ। ବିଶେଷକରି ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପରିସ୍ଥିତି ଆହୁରି ଚ୍ୟାଲେଞ୍ଜିଂ ହେଉଛି। ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଏହି ବାସ୍ତବତାକୁ ସାମ୍ନାକୁ ଆଣିଛି। ଏଥିରେ ଜଣେ...
୭,୨୦୦ କୋଟିର ବିରଳ ମୃତ୍ତିକା ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ
ନୂଆଦିଲ୍ଲୀ,୨୭ା୧୧: ବିରଳ ମୃତ୍ତିକା ସ୍ଥାୟୀ ଚୁମ୍ବକ (ଆର୍ଇପିଏମ୍) ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୭,୨୦୦ କୋଟି ଟଙ୍କାର ଏକ ଯୋଜନାକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ସିଣ୍ଟର୍ଡ...
ଚାପରେ ମାଇକ୍ରୋଫାଇନାନ୍ସ ଉଦ୍ୟୋଗ: ବଡ଼ ରାଜ୍ୟରେ ବଢୁଛି ଋଣ ଖିଲାପିଙ୍କ ସଂଖ୍ୟା
ନୂଆଦିଲ୍ଲୀ,୨୬ା୧୧: ଭାରତର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ଋଣ ଖିଲାପ ବଢ଼ିବା ଯୋଗୁଁ ଆସେଟ୍-ଗୁଣବତ୍ତା ସୂଚକାଙ୍କ ଖରାପ ହେବାରେ ଲାଗିଛି। ଅକ୍ଟୋବର ତଥ୍ୟ...
ସମ୍ମତିକ୍ରମେ ବ୍ରେକ୍ ଅପ କଲେ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬ା୧୧: ବଳାତ୍କାର ଆଇନର ଅପବ୍ୟବହାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକଙ୍କ ମଧ୍ୟରେ ସମ୍ମତିକ୍ରମେ ହୋଇଥିବା ସମ୍ପର୍କ ଭାଙ୍ଗିଗଲେ, ଏହାକୁ ଅପରାଧ ଭାବରେ ବିବେଚନା କରାଯାଇ ପାରିବ ନାହିଁ...
ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା ହୋଇ ତାଣ୍ଡବ ରଚିବ ସେନ୍ୟାର, ଓଡ଼ିଶାରେ କିଛି ଘଣ୍ଟା ମଧ୍ୟରେ…
ନୂଆଦିଲ୍ଲୀ,୨୬।୧୧: ଭାରତ ପାଣିପାଗ ବିଭାଗ (IMD) ବଡ଼ ଅପଡେଟ ଜାରି କରି କହିଛି ଯେ ମଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଡିପ୍ରେସନ ଏବେ ଏକ ଘୂର୍ଣ୍ଣିଝଡ଼ “ସେନ୍ୟାର” ରେ ପରିଣତ ହୋଇଛି। ବୁଧବାର ଏହି ଝଡ଼ ଇଣ୍ଡୋନେସିଆ ଉପକୂଳରେ...
ପାନ ମସଲା କମ୍ପାନୀ ମାଲିକଙ୍କ ବୋହୂ କଲେ ଆତ୍ମହତ୍ୟା, ସୁଇସାଇଡ ନୋଟରେ ଲେଖିଲେ…
ନୂଆଦିଲ୍ଲୀ,୨୬।୧୧: କମଲା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲାର ମାଲିକ କମଲ କିଶୋରଙ୍କ ବୋହୂ ଦୀପ୍ତି ଚୌରାସିଆ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି ଯେଉଁଥିରେ ସେ କାହା ବିରୁଦ୍ଧରେ କୌଣସି ଅଭିଯୋଗ...
‘ପ୍ରଥମ ଥର ଭୋଟ ଦେଉଥିବା ଲୋକଙ୍କୁ ସମ୍ମାନ କରନ୍ତୁ’, ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି
ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନାଗରିକମାନଙ୍କୁ ସେମାନଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ବାନ କରିଛନ୍ତି, ଏହା ଏକ ଦୃଢ଼ ଗଣତନ୍ତ୍ରର ମୂଳଦୁଆ ବୋଲି କହିଛନ୍ତି। ସମ୍ବିଧାନ ଦିବସରେ ନାଗରିକମାନଙ୍କୁ ଲେଖିଥିବା ଏକ ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ଭୋଟ...
ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଶୋଏବକୁ ଗିରଫ କଲା NIA
ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍ ବୋମା ବିସ୍ଫୋରଣ ମାମଲାରେ NIA ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ଉନ...
ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି
ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା...
ଆଜି ‘ଜାତୀୟ ଦୁଗ୍ଧ ଦିବସ’, ଭାରତରେ ୮ କୋଟିରୁ ଅଧିକ ଚାଷୀ ହେଉଛନ୍ତି ଉପକୃତ
ଆଜି ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ‘ଶ୍ୱେତ ବିପ୍ଳବର ଜନକ’ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ...
Archives


