ପାର୍କିଂ ବିବାଦକୁ ନେଇ ବିବାଦ: ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା, ୨ ଗିରଫ
ନୂଆଦିଲ୍ଲୀ,୮।୮: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଆଘାତଜନକ ଘଟଣାରେ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇ ଆସିଫ କୁରେଶୀଙ୍କୁ ପାର୍କିଂ ସ୍ଥାନକୁ ନେଇ ରାତି ଅଧରେ ହୋଇଥିବା ବଚସାରୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି...
ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା କରିବ ନାହିଁ ଆମେରିକା, ଟାରିଫ ବୃଦ୍ଧି ପରେ ଟ୍ରମ୍ପଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତ ସହିତ ଆଉ ବାଣିଜ୍ୟ ଆଲୋଚନାରୁ ପଛଘୁଞ୍ଚା ଦେଇଛନ୍ତି। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ...
ଆତଙ୍କବାଦୀଙ୍କ ଟାର୍ଗେଟରେ କପିଲ ଶର୍ମା! ପୁଣିଥରେ କାଫେ ଉପରେ ଗୁଳିମାଡ଼କୁ ନେଇ ହଇଚଇ, ଧମକରେ…
ମୁମ୍ବାଇ: ପୁଣି ଅଡ଼ୁଆରେ କମେଡିଆନ୍ ତଥା ଅଭିନେତା କପିଲ ଶର୍ମା। କାନାଡ଼ାର ସରେରେ ଥିବା ତାଙ୍କ ‘କାପ୍ସ’ କାଫେ ଉପରେ ଗୁଳିମାଡ଼ କରାଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଭଳି କାଣ୍ଡ ପଛରେ ଗୋଲ୍ଡି ଢ଼ିଲ୍ଲୋ...
୩୪ ଥର ଭାଙ୍ଗିଛି ଟ୍ରାଫିକ ନିୟମ! ୧୮,୫୦୦ଟଙ୍କା ଜରିମାନା, ଜାଣନ୍ତୁ ଏଇଟା ସେହି ସ୍କୁଟି ଯାହାକୁ ନେଇ ଚର୍ଚ୍ଚାରେ ଉପମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୭।୮: ମଙ୍ଗଳବାର ହେବ୍ବଲ ଫ୍ଲାଏଓଭର ଲୁପ ଯାଞ୍ଚ କରିବା ସମୟରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସ୍କୁଟି ଚଲାଇବା ତାଙ୍କୁ ସମସ୍ୟାରେ ପକାଇଥିଲା କାରଣ ତାଙ୍କ ଦ୍ୱାରା ବ୍ୟବହୃତ ସ୍କୁଟର ଉପରେ ମୋଟ ୧୮,୫୦୦ ଟଙ୍କା ଟ୍ରାଫିକ ଜରିମାନା ବାକି...
ଟ୍ରମ୍ପଙ୍କୁ ଲାଗିବ ଜବରଦସ୍ତ ଝଟକା! ଟାରିଫ ବମ ଭିତରେ ଭାରତ ଗସ୍ତ କରିବେ ପୁଟିନ, NSA ଅଜିତ ଡୋଭାଲ କହିଲେ…
ନୂଆଦିଲ୍ଲୀ,୭।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ମସ୍କୋରେ ଥିବା ଡୋଭାଲ ତାରିଖ ଉଲ୍ଲେଖ କରି ନାହାଁନ୍ତି, କିନ୍ତୁ ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି...
ଭାରତର ଟେନ୍ସନ୍ ବଢାଉଛି ଟ୍ରମ୍ପଙ୍କ ଟାରିଫ୍: ଜାଣନ୍ତୁ କେଉଁ କ୍ଷେତ୍ରରେ କ’ଣ ପ୍ରଭାବ ପଡିବ?
ନୂଆଦିଲ୍ଲୀ,୭।୮: ଟ୍ରେଡ୍ ଡିଲ୍ ବିଫଳ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଛନ୍ତି। ଏହା ଗୁରୁବାର ଠାରୁ ଲାଗୁ ହୋଇଛି। ଏହା ବ୍ୟତୀତ, ରୁଷିଆରୁ ତେଲ କିଣିବା ପାଇଁ ଭାରତ...
ଭାରତ ଲଗାଇବ ୫୦ ପ୍ରତିଶତ ଟାରିଫ! ଟ୍ରମ୍ପଙ୍କ ଧମକ ପରେ କ୍ଲିୟର ମେସେଜ ଦେଲେ ଏହି କଂଗ୍ରେସ ନେତା
ନଅଦିଲ୍ଲୀ,୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ପୂର୍ବରୁ ସେ ୨୫% ଶୁଳ୍କ ଲଗାଇଥିଲେ, କିନ୍ତୁ ଏବେ ସେ ଏହାକୁ ଦୁଇଗୁଣ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ...
ହଠାତ୍ ସ୍କୁଲରେ ପହଞ୍ଚିଗଲେ ମନ୍ତ୍ରୀ, ରହିଲେ ୧୫ ଘଣ୍ଟା: ତା’ପରେ ଯାହା ହେଲା…
ଲକ୍ଷ୍ନୌ, ୭।୮: ମନ୍ତ୍ରୀ ଏବଂ ଅଧିକାରୀ ସ୍କୁଲକୁ ଯାଇ ସେଠାରେ ଯାଞ୍ଚ କରିବା ଏକ ସାଧାରଣ କଥା। କିନ୍ତୁ ଉତ୍ତର ପ୍ରଦେଶ ସରକାରଙ୍କ ଜଣେ ମନ୍ତ୍ରୀ ସ୍କୁଲର ଅବସ୍ଥା ମୂଲ୍ୟାଙ୍କନ କରିବା ପାଇଁ ସେଠାରେ ୧୫ ଘଣ୍ଟା ରହି ଏକ...
ଟ୍ରମ୍ପଙ୍କ ଟାରିଫ୍କୁ ନେଇ ମୋଦିଙ୍କୁ ଏହି ୨ ପରାମର୍ଶ ଦେଲେ ଆଦାନୀ: ନ ମାନିଲେ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୭ା୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ପୂର୍ବରୁ ୨୫% ଆମଦାନୀ ଶୁଳ୍କ ଘୋଷଣା କରିଥିବାବେଳେ ବୁଧବାର ଅତିରିକ୍ତ ୨୫% ଟାରିଫ୍ କଷିଛନ୍ତି। ନୂଆ ଏକ୍ଜିକ୍ୟୁଟିଭ୍ ଅର୍ଡର ଅନୁସାରେ ଭାରତରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀ ଉପରେ...
ଆୟୁଷ୍ମାନ କାର୍ଡଧାରୀଙ୍କୁ ଚିକିତ୍ସା କରିବନି ହସ୍ପିଟାଲ, କାରଣ ଜାଣିଲେ…
ଚଣ୍ଡିଗଡ଼,୭ା୮: ଆୟୁଷ୍ମାନ କାର୍ଡ ଯୋଜନା ସମ୍ପର୍କରେ ହରିୟାଣା ଇଣ୍ଡିଆନ ମେଡିକାଲ ଆସୋସିଏଶନ(IMA) ଏକ ବଡ଼ ନିଷ୍ପତ୍ତି ନେଇଛି। ହସ୍ପିଟାଲଗୁଡ଼ିକର ବକେୟା ବିଲ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। କେଉଁ ହସ୍ପିଟାଲଗୁଡ଼ିକ ଆଉ ହରିୟାଣାରେ ଆୟୁଷ୍ମାନ କାର୍ଡ ଧାରକଙ୍କୁ ଚିକିତ୍ସା କରିବେ...
୨୫ ବହି ଉପରେ ବ୍ୟାନ୍ ଲଗାଇଲେ ସରକାର, ଜାଣନ୍ତୁ କାହିଁକି…
ଶ୍ରୀନଗର,୭ା୮: ଜମ୍ମୁ-କଶ୍ମୀର ସରକାର ୨୫ଟି ପୁସ୍ତକକୁ ନିଷେଧ କରିଛନ୍ତି। ଏଥିରେ ବୁକର୍ ବିଜେତା ଅରୁନ୍ଧତୀ ରାୟ ଏବଂ ସାମ୍ବିଧାନିକ ବିଶେଷଜ୍ଞ ଏଜି ନୁରାନିଙ୍କ ପୁସ୍ତକ ଅନ୍ତର୍ଭୁକ୍ତ। ଏହି ପୁସ୍ତକଗୁଡ଼ିକୁ ଜବତ କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରାଯାଇଛି।...
ପାକିସ୍ତାନ ସହ ପ୍ରେମ, ବନ୍ଧୁ ସହ ଶତ୍ରୁ ପରି ବ୍ୟବହାର, ଟାରିଫ ଓ୍ବାର ଭିତରେ ମୁନିରଙ୍କୁ କାହିଁକି ନିମନ୍ତ୍ରଣ କଲା ଆମେରିକା? ଜାଣନ୍ତୁ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୮: ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି ଏବଂ ଅନ୍ୟପଟେ, ପାକିସ୍ତାନ ସେନା ମୁଖ୍ୟ ପୁଣି ଥରେ ଆମେରିକା ଗସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ଅସୀମ ମୁନିର ଦୁଇ ମାସ...
Archives


