ଟାରିଫ ଆଗରେ ନଇଁବେ ଟ୍ରମ୍ପ? ପୂର୍ବତନ କୁଟନୀତିଜ୍ଞ କହିଲେ ଟ୍ରମ୍ପଙ୍କ ସହ ବୈଠକରେ କେମିତି ଭାରତକୁ ସପୋର୍ଟ କଲେ ପୁଟିନ
ନୂଆଦିଲ୍ଲୀ,୧୭।୮: ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ପରେ, ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି – ଟ୍ରମ୍ପ କ’ଣ ଏବେ ଶୁଳ୍କ ଉପରେ ମୁଣ୍ଡ ନୁଆଁଇବେ? ଟ୍ରମ୍ପ କ’ଣ...
ଭାରତର ୩ ଗରିବ ମୁଖ୍ୟମନ୍ତ୍ରୀ, ନାଁ ଶୁଣିଲେ ଚମକି ପଡିବେ; ମୋହନ ମାଝୀଙ୍କ ଅଛି…
ନୂଆଦିଲ୍ଲୀ,୧୭।୮: ଆପଣ ନିଶ୍ଚିତ ଧନୀ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଆପଣ ଗରିବ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଶୁଣିଛନ୍ତି କି? ହୁଏତ ନୁହେଁ, ତେଣୁ ଆଜି ଆମେ ଆପଣଙ୍କୁ ଏପରି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ। ADR ରିପୋର୍ଟରେ, ଭାରତର ସବୁଠାରୁ...
କିଛି ସମୟରେ ଭାଜପା କରିବ ବଡ଼ ଘୋଷଣା! ଉପରାଷ୍ଟ୍ରପତି ହେବେ…
ନୂଆଦିଲ୍ଲୀ, ୧୭।୮: ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଅଚାନକ ଇସ୍ତଫା ପରେ ଆବଶ୍ୟକ ହୋଇଛି। ଜଗଦୀପ ଧନଖର ଗତ ଜୁଲାଇ ୨୧...
ପ୍ରକୃତିର ତାଣ୍ଡବ, ବାଦଲ ଫଟା ବର୍ଷାରେ ଧୋଇଗଲା ଅନେକ ଘର
କଠୁଆ,୧୭।୮: ପ୍ରତିବର୍ଷ ମୌସୁମୀ ଋତୁ ପାହାଡିଆ ରାଜ୍ୟଗୁଡ଼ିକ ପାଇଁ ବିପର୍ଯ୍ୟୟ ଆଣିଥାଏ। ଏଥର ମଧ୍ୟ ମୌସୁମୀ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି। ଜମ୍ମୁ-କା=ଶ୍ମୀରର କିସ୍ତୱାରରେ ବାଦଲ ଫଟା ଘଟଣା ପରେ ହଠାତ ବନ୍ୟାରେ ଏପର୍ଯ୍ୟନ୍ତ ୬୦...
ସ୍ବାଧୀନତାର ୭୮ ବର୍ଷ ପରେ ପୂରୁଣା ଯାଗାରୁ ଉଠିଯିବ PMO
ନୂଆଦିଲ୍ଲୀ, ୧୭।୮: ଭାରତର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଆଗାମୀ ମାସରେ ଦକ୍ଷିଣ ବ୍ଲକରୁ ସେଂଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ନିର୍ମିିତ ଏକ୍ସିକ୍ୟୁଟିଭ ଏନକ୍ଲେଭକୁ ସ୍ଥାନାନ୍ତର ହେବ। ରିପୋର୍ଟ ଅନୁଯାୟୀ, ଏହି ନୂଆ କାର୍ଯ୍ୟାଳୟ ଦକ୍ଷିଣ ବ୍ଲକଠାରୁ କିଛି ଶହ ମିଟର...
SBIର ବଡ଼ ଘୋଷଣା: ୫ହଜାରରୁ ଅଧିକ ପଦବୀରେ ନିଯୁକ୍ତି, ମିଳିବ ଏତେ ଦରମା
ନୂଆଦିଲ୍ଲୀ,୧୭।୮:ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଯୁବପିଢିଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ (ଗ୍ରାହକ ସେବା ଏବଂ ସହାୟତା) ପାଇଁ 5,583 ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି...
ବିଭାଜନ ପାଇଁ କଂଗ୍ରେସ ଦାୟୀ: ଏନ୍ସିଇଆର୍ଟି
୧୯୪୭ରେ ଦେଶ ସ୍ବାଧୀନତା ଲାଭ କରିବା ସହ ଭାରତ ଓ ପାକିସ୍ତାନ ରୂପେ ବିଭାଜିତ ହୋଇଥିଲା। ଅନେକ ଲକ୍ଷ ଲୋକଙ୍କ ଉପରେ ଏହି ବିଭାଜନର ପ୍ରଭାବ କିପରି ପଡ଼ିଥିଲା, ତାହା ଛାତ୍ରୀଛାତ୍ରଙ୍କୁ ମନେ ପକାଇଦେବା ପାଇଁ ଅଗଷ୍ଟ ୧୪କୁ କେନ୍ଦ୍ର...
କାହିଁକି ଜେଲେନ୍ସକିଙ୍କୁ ଧନ୍ୟବାଦ ଦେଲେ ମୋଦି? ଜାଣନ୍ତୁ ଏହା ପଛର ବଡ଼ କାରଣ
ନୂଆଦିଲ୍ଲୀ/କ୍ୱିଭ,୧୬।୮: ଶନିବାର ଭାରତ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତକୁ ସ୍ବାଗତ କରିଛି। ଏହି ବୈଠକ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା କିନ୍ତୁ ୟୁକ୍ରେନ ଯୁଦ୍ଧରେ ଯୁଦ୍ଧବିରତି ଉପରେ କୌଣସି...
ବେଇମାନ ଚାଇନା: ଭାରତକୁ କେବଳ ବନ୍ଧୁତ୍ୱର ହାତ ବଢାଇଲା, ହେଲେ ପାକିସ୍ତାନକୁ କରୁଛି ଆବଶ୍ୟକତାଠାରୁ ଅଧିକ ସାହାଯ୍ୟ
ବେଜିଂ/ନୂଆଦିଲ୍ଲୀ,୧୬।୮: ଚାଇନା ପାକିସ୍ତାନକୁ ତୃତୀୟ ଆଧୁନିକ ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ହସ୍ତାନ୍ତର କରିଛି। ଏହା ଚାଇନା ଦ୍ୱାରା ପାକିସ୍ତାନକୁ ଦିଆଯାଇଥିବା ଆଠଟି ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ମଧ୍ୟରୁ ତୃତୀୟ। ବିଶ୍ୱାସ କରାଯାଏ ଯେ ଏହି ବୁଡ଼ାଜାହାଜ ଦେଇ ଚାଇନା ଭାରତ...
ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ, କହିଲେ ୧୫ ଅଗଷ୍ଟରେ ଆମକୁ ଭଙ୍ଗା ଦଦରା ସ୍ବାଧୀନତା ମିଳିଛି, ଦିନେ ପାକିସ୍ତାନରେ…
ନୂଆଦିଲ୍ଲୀ,୧୬।୮: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଏବଂ ପୂର୍ବତନ ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗୀୟଙ୍କ ଦ୍ୱାରା ଦେଶର ସ୍ବାଧୀନତା ସମ୍ପର୍କରେ ଦିଆଯାଇଥିବା ବୟାନକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି। ବିଜୟଭର୍ଗୀୟ କହିଛନ୍ତି ଯେ ସର୍ଦ୍ଦାର ଭଗତ ସିଂହ...
କିଏ ହେବେ ଉପରାଷ୍ଟ୍ରପତି? ଭାଜପା ନେତାଙ୍କ ସହ RSS ନେତା ବି ହେଲେଣି ସାମିଲ
ନୂଆଦିଲ୍ଲୀ,୧୬।୮: ନିର୍ବାଚନ କମିଶନ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଘୋଷଣା କରିବା ପରଠାରୁ, ଭାଜପା ଏବଂ ବିରୋଧୀ ଦଳ ମଧ୍ୟରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କୁ ନେଇ ନିରନ୍ତର ଆଲୋଚନା ଚାଲିଛି। ଭାଜପା ମଧ୍ୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା...
ରନ୍ଓ୍ବେରେ ପିଟିହେଲା ବିମାନ
ମୁମ୍ବାଇ,୧୬ା୮: ଶନିବାର ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବ୍ୟାଙ୍କକରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ଏୟାରବସ୍ A321 ବିମାନ (ଉଡ଼ାଣ ନମ୍ବର 6E 1060) ଅବତରଣ ସମୟରେ ରନ୍ଓ୍ବେରେ ଧକ୍କା ଖାଇଥିଲା। ଖରାପ ପାଗ ଏବଂ ପ୍ରବଳ ବର୍ଷା...
Archives


