ଅରୁଣାଚଳ ନିକଟରେ ଚାଇନାର ୩୬ ଯୁଦ୍ଧବିମାନ ସେଲ୍ଟର
ନୂଆଦିଲ୍ଲୀ,୨୮ା୧୦: ଅରୁଣାଚଳରେ ଥିବା ଭାରତ-ଚାଇନା ସୀମା ମାକ୍ମୋହନ ଲାଇନଠାରୁ ଉତ୍ତରରେ ପ୍ରାୟ ୪୦ କିଲୋମିଟର ଦୂରରେ ଚାଇନା ଯୁଦ୍ଧବିମାନ ରଖିବା ପାଇଁ ୩୬ଟି ଶକ୍ତିଶାଳୀ ଏୟାରକ୍ରାଫ୍ଟ ସେଲ୍ଟର ନିର୍ମାଣ ସମ୍ପୂର୍ଣ୍ଣ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢ଼ିଯାଇଛି।…
ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍ଆଇଆର୍
ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର…
ଦିଲ୍ଲୀରେ ମହିଳା ଡାକ୍ତରଙ୍କୁ ବଳାତ୍କାର
ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଜଣେ ବ୍ୟକ୍ତି ସେନା ଅଫିସର ପରିଚୟ ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆରବ ନାମକ ଯୁବକଙ୍କ ଘର ଦିଲ୍ଲୀର ଛତରପୁରରେ ଓ ସେ ଡେଲିଭରି ବୟ ଭାବେ କାର୍ଯ୍ୟ…
ଗର୍ଭବତୀ ହୋଇ ୧୪୫ କି.ଗ୍ରା. ଉଠାଇ ବ୍ରୋଞ୍ଜ ଜିତିଲେ ଦିଲ୍ଲୀ ପୋଲିସ କନଷ୍ଟେବଳ
ନୂଆଦିଲ୍ଲୀ,୨୭।୧୦: ସାତ ମାସର ଗର୍ଭବତୀ ହୋଇ ଦିଲ୍ଲୀ ପୋଲିସ କନଷ୍ଟେବଳ ସୋନିକା ଯାଦବ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ପୁଲିସ୍ ଓ୍ୱେଟଲିଫ୍ଟିଂ କ୍ଲଷ୍ଟର ୨୦୨୫-୨୬ରେ ୧୪୫ କି.ଗ୍ରା. ଡେଡଲିଫ୍ଟ କରି କାନ୍ସ୍ୟ ପଦକ ଜିତିଛନ୍ତି। ସେ ସ୍କ୍ୱାଟ୍ରେ ୧୨୫ କି.ଗ୍ରା. ଓ…
ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୧୨ ରାଜ୍ୟରେ ହେବ SIR
ନୂଆଦିଲ୍ଲୀ,୨୭।୧୦: ଭାରତର ନିର୍ବାଚନ କମିଶନ (ଇସିଆଇ) ଦେଶବ୍ୟାପୀ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ବିହାରରେ SIRର ସଫଳ କାର୍ଯ୍ୟାନ୍ବୟନ ପରେ, SIRର ଦ୍ୱିତୀୟ…
ଭଉଣୀମାନଙ୍କ ଅଶ୍ଳୀଳ AI ଫଟୋ ଦେଖାଇ ବ୍ଲାକମେଲ, ଆତ୍ମହତ୍ୟା କଲେ ଭାଇ
ନୂଆଦିଲ୍ଲୀ,୨୭।୧୦: ହରିୟାଣାର ଫରିଦାବାଦ୍ର ବସେଲୱା କଲୋନୀରେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ରାହୁଲ ଭାରତୀ ତାଙ୍କ ତିନି ଭଉଣୀଙ୍କ ଏଆଇ-ଜେନେରେଟେଡ୍ ଅଶ୍ଳୀଳ ଫଟୋ ଓ ଭିଡିଓ ବ୍ଲାକମେଲ ଦେଖି ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ଡିଏଭି କଲେଜର…
ଏକ୍ସ-ବୟପ୍ରେଣ୍ଡଙ୍କ ସହ ମିଶି ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କଲେ ଗର୍ଲଫ୍ରେଣ୍ଡ: ଗୋଟିଏ ଭୁଲ୍ରୁ ସାମ୍ନାକୁ ଆସିଲା ସତ
ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀର ତିମାରପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମଲାକୁ ଏକ ଦୁର୍ଘଟଣା…
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୨୭।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର…
ସାରା ଦେଶରେ SIR ଲାଗୁକୁ ନେଇ ହେବ ଘୋଷଣା, ପ୍ରଥମ ପର୍ଯ୍ୟାୟରେ ଏହିସବୁ ରାଜ୍ୟରେ ଆରମ୍ଭ ହେବ ପ୍ରକ୍ରିୟା
ନୂଆଦିଲ୍ଲୀ,୨୭।୧୦: ବିହାର ପରେ, ସାରା ଦେଶରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)ର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ନିର୍ବାଚନ କମିଶନ ସୋମବାର SIR ଘୋଷଣା କରିବା ପାଇଁ ଏକ ବୈଠକ ଡାକିଛନ୍ତି। ପ୍ରଥମ…
୨୦୨୬ ହେବ ଆସିଆନ୍-ଇଣ୍ଡିଆ ସାମୁଦ୍ରିକ ସହଯୋଗର ବର୍ଷ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/କୁଆଲାଲୁମ୍ବୁର,୨୭।୧୦: ଭାରତ-ଆସିଆନ୍ ବିସ୍ତୃତ ରଣନୈତିକ ସହଭାଗିତା ସମ୍ପ୍ରତି ବୈଶ୍ୱିକ ସ୍ଥିରତା ଓ ଅଭିବୃଦ୍ଧିର ଏକ ଶକ୍ତିଶାଳୀ ମୂଳଦୁଆ ଭାବେ ଉଭା ହେଉଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାରତ-ଆସିଆନ୍ (ଆସୋସିଏଶନ୍ ଅଫ୍ ସାଉଥ୍ଇଷ୍ଟ ଏସିଆନ୍ ନେଶନ୍ସ)ର ବାର୍ଷିକ ଶିଖର…
୧୬ ଜେଡିୟୁ ବିଦ୍ରୋହୀ ବହିଷ୍କୃତ
ପାଟନା, ୨୭୧୦(ପି.ଟି./ଏଜେନ୍ସି): ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ସଂଯୁକ୍ତ ଜନତା ଦଳ(ଜେଡିୟୁ)ରେ ବିଦ୍ରୋହର ସ୍ବର ଉଠିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡିୟୁର ଜଣେ ବିଧାୟକ ଓ ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୬ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ନେତାଙ୍କ…
ଅଷ୍ଟ୍ରେଲିଆ ମହିଳା କ୍ରିକେଟ଼ରମାନଙ୍କୁ ଅସଦାଚରଣ ଉପରେ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ଇଣ୍ଡୋର: ଭାରତରେ ICC ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ ଚାଲିଥିବା ବେଳେ ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ହୋଟେଲ ନିକଟରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦୁଇ ପ୍ରସିଦ୍ଧ ଅଷ୍ଟ୍ରେଲୀୟ ମହିଳା ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ପରେ…
Archives


