‘ଦୋଷର ସ୍ପଷ୍ଟିକରଣ ନ ଦେଲେ, ରଦ୍ଦ ହେବ ପ୍ରାର୍ଥୀପତ୍ର’, ବିହାର ନିର୍ବାଚନ ମଧ୍ୟରେ ସୁପିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟ ନାମାଙ୍କନ ପତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି ଯେ ନାମାଙ୍କନ ଫର୍ମରେ ପୂର୍ବ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟ ପ୍ରକାଶ ନ କରିବା…
ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ, ଶୁଣିଲେ…
ନୂଆଦିଲ୍ଲୀ,୭।୧୧: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କ ପୁଅ ସୁମିତ ବୋଇଂ 787 ଡ୍ରିମଲାଇନର ପାଇଲଟ-ଇନ-କମାଣ୍ଡ ଥିଲେ। କୋର୍ଟ କେନ୍ଦ୍ର ସରକାର…
ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଏସବୁ ସ୍ଥାନରୁ ବୁଲା କୁକୁର ହଟାଅ
ନୂଆଦିଲ୍ଲୀ,୭ା୧୧: ଦେଶରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ୁଥିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ କ୍ରୀଡ଼ା କେନ୍ଦ୍ର ପରିସରରୁ ବୁଲା କୁକୁରଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ…
ବିହାର ନିର୍ବାଚନ ପରେ ବିପଦରେ ପଡ଼ିପାରେ ମୋଦି ସରକାର, ପାକିସ୍ତାନରେ ଚାଲିଛି…
ନୂଆଦିଲ୍ଲୀ,୭।୧୧: ସାରା ଦେଶରେ ଏବଂ ପାକିସ୍ତାନରେ ମଧ୍ୟ ବିହାର ବିଧାନସଭା ନିର୍ବାଚନକୁ ନେଇ ବ୍ୟାପକ ଆଲୋଚନା ହେଉଛି। ପାକିସ୍ତାନୀର ଏକ ଖବରକାଗଜ ବିହାର ନିର୍ବାଚନକୁ ଉଲ୍ଲେଖ କରି ଲେଖିଛି ଯେ ଯଦି ଏହି ନିର୍ବାଚନର ଫଳାଫଳ ଭିନ୍ନ ହୁଏ, ତେବେ କେନ୍ଦ୍ରରେ…
ଆଜି ହେଉଛି ଏକ ଐତିହାସିକ ଦିନ: ମୋଦି
ନୂଆଦିଲ୍ଲୀ,୭।୧୧: ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ୧୫୦ ବର୍ଷ…
ଦିଲ୍ଲୀ ବିମାନ ବନ୍ଦରରେ ବିମାନ ସେବା ବ୍ୟାହତ; ଏହି କାରଣରୁ ଅନେକ ଫ୍ଲାଇଟ୍ ବାତିଲ
ନୂଆଦିଲ୍ଲୀ,୭ା୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (IGIA) ର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ସକାଳେ ବିମାନ ସେବା ବ୍ୟାପକ ଭାବରେ ବ୍ୟାହତ ହୋଇଛି। ଏହି ସମସ୍ୟା ଫଳରେ ବିମାନ ଅବତରଣ…
ହୋଟେଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର
ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶରେ ଲକ୍ଷ୍ନୌରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଇନ୍ଷ୍ଟାଗ୍ରାମ ବନ୍ଧୁତାର ବୀଭତ୍ସ ପରିଣତି ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ବନ୍ଧୁତା ଆଳରେ ଛାତ୍ରୀଙ୍କୁ ଭେଟିବା ପାଇଁ ହୋଟେଲକୁ ଡକାଇ ଅନ୍ୟ ୨ ସହଯୋଗୀଙ୍କ ସହ ଗଣବଳାତ୍କାର କରିଛନ୍ତି। ୩ ଜଣଙ୍କ…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଗିରଫଦାରୀର କାରଣ ଲିଖିତ ଭାବେ ନ ଦେଲେ ବ୍ୟକ୍ତି ହେବେ ମୁକ୍ତ
ନୂଆଦିଲ୍ଲୀ,୬।୧୧: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଗିରଫଦାରୀର ଲିଖିତ କାରଣ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ। ତଥାପି, ଏହା ଯଥାଶୀଘ୍ର କରାଯିବା ଉଚିତ। ଯଦି ପୋଲିସ ଏପରି କରିବାରେ ବିଫଳ ହୁଏ, ତେବେ…
୫ ବର୍ଷର ଝିଅଙ୍କୁ ହତ୍ୟାକରି ବାପାଙ୍କ ଆତ୍ମହତ୍ୟା
କୋଲାର,୬ା୧୧: କର୍ନାଟକର କୋଲାର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ଛାଡ଼ି ପଳାଇଯିବାରୁ ସ୍ବାମୀ ହିତାହିତ ଜ୍ଞାନ ହରାଇ ୫ ବର୍ଷର ଝିଅକୁ ହତ୍ୟା କରିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଲୋକେଶ(୩୭)ଙ୍କ…
JNU ଛାତ୍ର ସଂସଦ ନିର୍ବାଚନ ୨୦୨୫: ‘ବାମ ମେଣ୍ଟ’ର କ୍ଲିନ୍ ସୁଇପ୍
ନୂଆଦିଲ୍ଲୀ,୬।୧୧: ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଛାତ୍ର ସଂସଦ (JNUSU) ନିର୍ବାଚନ ୨୦୨୫ର ଫଳାଫଳ ଘୋଷଣା ହୋଇଛି। ଏଥିରେ ବାମପନ୍ଥୀ ଛାତ୍ର ସଂଗଠନର ମେଣ୍ଟ ‘ଲେଫ୍ଟ ୟୁନିଟି’ (Left Unity) ବିଜୟର ପତାକା ଉଡ଼ାଇ ସମସ୍ତ ୪ଟି…
ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୪ ପ୍ରତିଶତରୁ ଅଧିକ ମତଦାନ
ପାଟନା,୬।୧୧: ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୋଦ ଗୁଞ୍ଜ୍ୟାଲ କହିଛନ୍ତି, ‘ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସଫଳତାର ସହ ଶେଷ ହୋଇଛି। ବର୍ତ୍ତମାନର ଭୋଟରଙ୍କ ମତଦାନ ହାର ୬୪.୪୬% ବୋଲି ଅନୁମାନ କରାଯାଇଛି। ଏଥର ମହିଳା ଭୋଟରଙ୍କ…
ଏସିଆର ସବୁଠୁ ଖୁସି ସହର: ସର୍ଭେରେ ଶୀର୍ଷ ସ୍ଥାନରେ ଭାରତର ଏହି ସହର
ନୂଆଦିଲ୍ଲୀ,୬।୧୧: ଭାରତର ଆର୍ଥିକ ରାଜଧାନୀ ତଥା ସ୍ୱପ୍ନର ସହର ଭାବେ ପରିଚିତ ମୁମ୍ବାଇକୁ ୨୦୨୫ ମସିହା ପାଇଁ ଏସିଆର ସବୁଠୁ ଖୁସି ସହର (Happiest City in Asia) ଭାବେ ଘୋଷଣା କରାଯାଇଛି। ‘ଟାଇମ୍ ଆଉଟ୍’ (Time Out) ପକ୍ଷରୁ କରାଯାଇଥିବା…
Archives


