ଜାତୀୟ

8th Pay Commission: ୨୦୨୮ ପୂର୍ବରୁ ବଢିବନି ଦରମା କି ପେନସନ୍ !

ନୂଆଦିଲ୍ଲୀ,୨୬।୮: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ୮ମ ବେତନ କମିଶନ ଲାଗୁ ହେବା ନେଇ ବଡ଼ ଅପଡେଟ...

୪ ଥର କଲ୍‌ କଲେଣି ଟ୍ରମ୍ପ, କଥା ହେଉ ନାହାନ୍ତି ମୋଦି; ଆମେରିକାକୁ ଭାରତର ନାଲିଆଖି

ନୂଆଦିଲ୍ଲୀ,୨୬।୮: ନିକଟରେ ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍‌ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୋଦି ତାଙ୍କ ସହ କଥାବାର୍ତ୍ତା କରିବାକୁ ମନା କରିଦେଇଛନ୍ତି। ଜର୍ମାନୀର...

ଜିନପିଙ୍ଗଙ୍କ ସହ ମିଶି ଟ୍ରମ୍ପଙ୍କୁ ବଡ଼ ଝଟ୍‌କା ଦେଲେ ମୋଦି! କଲେ ବଡ଼ ଘୋଷଣା

ବେଜିଂ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତ କରିବେ। ମୋଦିଙ୍କ ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚାଇନାରେ ଅନୁଷ୍ଠିତ ହେବାକୁ ଥିବା SCO ସମ୍ମିଳନୀରେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପୂର୍ବରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ...

ଗଣେଶ ପୂଜାରେ ସରକାର ଦେବେ ବଡ଼ ଉପହାର, ଏହି ସରକାରୀ ବିଭାଗର କର୍ମଚାରୀଙ୍କୁ ମିଳିବ…

ମୁମ୍ବାଇ,୨୬।୮: କେନ୍ଦ୍ର ସରକାର ମହାରାଷ୍ଟ୍ର ଏବଂ କେରଳରେ କାର୍ଯ୍ୟରତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର ଦେଇଛନ୍ତି। ଗଣପତି ଏବଂ ଓଣମ ଭଳି ବଡ଼ ପର୍ବ ପୂର୍ବରୁ ଅଗଷ୍ଟ ମାସର ଦରମା ଏବଂ ପେନସନ ସେମାନଙ୍କ...

ବାଦଲ ଫଟା ବର୍ଷା: ୩ ମୃତ, ସ୍ଥିତି ଗମ୍ଭୀର

ଜମ୍ମୁ-କଶ୍ମୀର,୨୬।୮: ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଜାରି ରହିଛି। ଏପରିକି ଡୋଡାରେ ବାଦଳଫଟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ବର୍ଷା ବିତ୍ପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଞ୍ଚଳରେ ଉଦ୍ଧାର...

ଭାରତ ସରକାରଙ୍କ ଏହି ଯୋଜନା କରିବ ମାଲାମାଲ, ଏମିତି କରନ୍ତୁ ଆବେଦନ, ମିଳିବ ପେନସନ

ନୂଆଦିଲ୍ଲୀ,୨୬।୮: ଭାରତ ଏକ କୃଷି ପ୍ରଧାନ ଦେଶ। ଆମ ଦେଶର ଅର୍ଥନୀତିର ଏକ ବଡ଼ ଅଂଶ କୃଷି କ୍ଷେତ୍ର ଉପରେ ଆଧାରିତ। ଦେଶର କୋଟି କୋଟି ଲୋକଙ୍କ ପାଇଁ କୃଷି ହେଉଛି ଜୀବିକାର ମୁଖ୍ୟ ଉତ୍ସ। ଜୀବନର ଆରମ୍ଭରେ, ଚାଷୀମାନେ...

ଗର୍ଲଫ୍ରେଣ୍ଡକୁ ହୋଟେଲ୍‌ ଡାକି ନେଇଥିଲେ ବୟଫ୍ରେଣ୍ଡ୍‌: ସେଠାରେ ପାଟି ଭିତରେ…ଲୋମଟାଙ୍କୁରା ଘଟଣା

ବେଙ୍ଗାଲୁରୁ,୨୬।୮: କର୍ନାଟକର ମହୀଶୂରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯୁବତୀ ପୂର୍ବରୁ ବିବାହିତ ଥିଲେ। ଯୁବତୀ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ପ୍ରେମିକ...

କ୍ଷମା ମାଗିଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କହିଲେ ଜନ୍ମ କଂଗ୍ରେସରେ ମରିବି କଂଗ୍ରେସରେ ରହି

ନୂଆଦିଲ୍ଲୀ,୨୬।୮: ବିଧାନସଭାରେ ଆଲୋଚନା ସମୟରେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର RSS ଗୀତର କିଛି ଧାଡ଼ି ଗାଇଥିଲେ। ଏହା ପରେ କର୍ନାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। କଂଗ୍ରେସ ନେତାମାନେ ଡିକେ ଶିବକୁମାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ସେହି ସମୟରେ...

ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ… ଚାଇନା-ପାକିସ୍ତାନକୁ ବଡ଼ ଚେତାବନୀ ଦେଲେ CDS ଅନିଲ ଚୌହାନ

ନୂଆଦୀଲ୍ଲୀ,୨୬।୮: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ ଚୌହାନ ଚାଇନା ଏବଂ ପାକିସ୍ତାନକୁ ବଡ଼ ଚେତାବନୀ ଦେଇଛନ୍ତି। ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତ ପ୍ରସ୍ତୁତି ବିଷୟରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା...

ଏମ୍‌ବିବିଏସ୍‌ ନାମଲେଖାରେ ୧୮ ହଜାର ଛାତ୍ରୀଛାତ୍ରଙ୍କ ଦସ୍ତାବିଜ୍‌ ନକଲି: ଇଡି

ନୂଆଦିଲ୍ଲୀ, ୨୬ା୮: ଘରୋଇ ମେଡିକାଲ କଲେଜଗୁଡ଼ିକରେ ଏନ୍‌ଆର୍‌ଆଇ କୋଟାରେ ବଡ଼ ଦୁର୍ନୀତି ଚାଲିଥିବା ସୋମବାର ଇଡି ସୂଚନା ଦେଇଛି। ନକଲି ଏନ୍‌ଆର୍‌ଆଇ ସାର୍ଟିଫିକେଟ ସମେତ ବିଭିନ୍ନ ନକଲି ଦସ୍ତାବିଜ୍‌ ବଳରେ ଏମ୍‌ବିବିଏସ୍‌, ୟୁଜି ଏବଂ ପିଜି ପାଠ୍ୟକ୍ରମ ପାଇଁ ଛାତ୍ରୀଛାତ୍ର...

New GST Rate: ମହିଳାଙ୍କ ପାଇଁ ଖୁସି ଖବର, ଆଉ ପାର୍ଲରରେ ଦେବାକୁ ପଡ଼ିବ ନାହିଁ ଅଧିକ ଟଙ୍କା, ଜାଣନ୍ତୁ ଆଉ କେଉଁଠି ମିଳିବ ଲାଭ

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ବର ଆରମ୍ଭରେ ହେବାକୁ ଥିବା GST ପରିଷଦ ବୈଠକରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଶ୍ରୁତି ଅନୁଯାୟୀ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଯାଇପାରେ। ବିଶେଷକରି ସାଧାରଣ ଲୋକଙ୍କୁ ବଡ଼ ଲାଭ ମିଳିବାର ସମ୍ଭାବନା ଅଛି। ବୈଠକରେ ସିମେଣ୍ଟ, ସେଲୁନ ଏବଂ ବ୍ୟୁଟି...

ଭାରତକୁ ଛାଡ଼ିବେନି ଟ୍ରମ୍ପ: ସରିଲା ଡେଟ୍‌ଲାଇନ୍‌, ୨୭ ଅଗଷ୍ଟ ରାତି ୧୨.୦୧ରୁ …

ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ନୋଟିସ ଜାରି କରିଛନ୍ତି। କୁହାଯାଇଛି ଯେ, ନୂତନ ଟାରିଫ୍‌ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ଲାଗୁ ହେବ। ଟ୍ରମ୍ପ ଏବଂ ଭାରତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri