ମହାକୁମ୍ଭ ମୋନାଲିସାଙ୍କ ପରେ ମାଘ ମେଳାରେ ଭାଇରାଲ ହେଲେ ଆଉ ଜଣେ ଯୁବତୀ, ଜାଣନ୍ତୁ ସେ କିଏ…
ପ୍ରୟାଗରାଜ,୫।୧: ପ୍ରୟାଗରାଜରେ ସଙ୍ଗମ ନଦୀ କୂଳରେ ୨୦୨୬ ମାଘ ମେଳା ସମୟରେ ସୋସିଆଲ ମିଡିଆରେ ଜଣେ ଯୁବତୀ ଭାଇରାଲ ହୋଇଛନ୍ତି। ମହାରାଷ୍ଟ୍ରର ଜଳଗାଓଁ ଜିଲାର ଭୁସାୱଲର ଷୋହଳ ବର୍ଷୀୟ ସୋନି କୁମାରୀ ତାଙ୍କର ହସରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି।…
ପୁଅ ଅନନ୍ତଙ୍କ ସହ ଶ୍ରୀ କଷ୍ଟଭଞ୍ଜନ ଦେବ ହନୁମାନଜୀ ମନ୍ଦିର ପରିଦର୍ଶନ କଲେ ମୁକେଶ ଅମ୍ବାନୀ, ଦାନ କଲେ ୫ କୋଟି ଟଙ୍କା
ମୁମ୍ବାଇ,୫।୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏକ ଗଭୀର ଆଧ୍ୟାତ୍ମିକ ଭାବନା ସହିତ ୨୦୨୬ ବର୍ଷ ଆରମ୍ଭ କରିଛନ୍ତି। ସେ ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହିତ ଗୁଜରାଟ ଧାର୍ମିକ ଗସ୍ତରେ ଅଛନ୍ତି। ରବିବାର, ଅମ୍ବାନୀ…
ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ; ଗୋଡ଼କୁ ପିଟି ବାଡ଼ି ଭାଙ୍ଗିଲେ, ପ୍ଲାସରେ ନଖ ବାହାର କରି…..
ନୂଆଦିଲ୍ଲୀ,୫।୧: ଉତ୍ତର ପ୍ରଦେଶର ଆଗ୍ରାର ଛତା ଥାନା ଅଞ୍ଚଳର ଜୀବନୀ ମଣ୍ଡି ପୋଲିସ ପୋଷ୍ଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ଜଣେ ଯୁବକଙ୍କୁ ପୋଲିସ ପୋଷ୍ଟରେ ବନ୍ଧକ ରଖାଯାଇ କେବଳ ମାଡ଼ ମାରି ନଥିଲେ,…
Delhi Riots: ସରଜିଲ୍ ଇମାମ୍ ଓ ଉମର ଖାଲିଦଙ୍କୁ ମିଳିଲାନି ଜାମିନ, ଆଉ ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ….
ନୂଆଦିଲ୍ଲୀ,୫।୧: ଦିଲ୍ଲୀ ଦଙ୍ଗା ସହିତ ଜଡିତ ଅଭିଯୋଗରେ ଗତ ପାଞ୍ଚ ବର୍ଷ ଧରି ଜେଲରେ ଥିବା ଉମର ଖାଲିଦ ଏବଂ ସରଜିଲ୍ ଇମାମ୍ଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହାଇକୋର୍ଟ ପରେ, ସୁପ୍ରିମକୋର୍ଟ ଏବେ ସେମାନଙ୍କର ଜାମିନ ଆବେଦନକୁ ଖାରଜ…
ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ
ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଭାବରେ କଠିନ ପରିଶ୍ରମ କରୁଛନ୍ତି। ଏହି ସମୟରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ…
ସକାଳୁ ସକାଳୁ ଥରିଲା ଆସାମ
ଗୁଆହାଟି,୫।୧: ସୋମବାର (ଜାନୁଆରୀ ୫, ୨୦୨୬) ସକାଳେ ଆସାମରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଜିଲାରେ ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ମପାଯାଇଥିଲା। ଆସାମ…
ଇନ୍ଦୋର ଜଳ ସଙ୍କଟ ନେଲାଣି ୧୬ ଜୀବନ, ଭୟଙ୍କର ‘GBS’ ରୋଗକୁ ନେଇ ବଢ଼ିଲା ଚିନ୍ତା!
ମଧ୍ୟ ପ୍ରଦେଶ,୪।୧: ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଚିତ ମଧ୍ୟପ୍ରଦେଶର ଇନ୍ଦୋରରେ ପାନୀୟ ଜଳ ଦୂଷଣଜନିତ ସଙ୍କଟ ଏବେ ଏକ ନୂଆ ଏବଂ ଅଧିକ ଭୟଙ୍କର ମୋଡ଼ ନେଇଛି। ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ପିଇବା ଯୋଗୁଁ ଏପର୍ଯ୍ୟନ୍ତ ୧୬…
ବେଙ୍ଗାଲୁରୁରେ ନାବାଳିକାଙ୍କୁ ଗଣବଳାତ୍କାର: ଗିରଫ ହେଲେ ୩ ଅଭିଯୁକ୍ତ
ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ ମଧ୍ୟରେ ଓ ସେମାନେ ନାବାଳିକାଙ୍କ ଘର ପାଖରେ ରହୁଥିଲେ ବୋଲି ପୋଲିସ କହିଛି। ନାବାଳିକାଙ୍କ…
ଏମିତି ଦେଶ, ଯେଉଁଠି ବିବାହ ପୂର୍ବରୁ ବରକନ୍ୟାଙ୍କ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ, ଜାଣନ୍ତୁ ଭାରତରେ କ’ଣ ରହିଛି ନିୟମ…
ମସ୍କାଟ୍,୪ା୧: ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ବିବାହ ପୂର୍ବରୁ ବର ଏବଂ କନ୍ୟା ହେବାକୁ ଯାଉଥିବା ଯୋଡ଼ିଙ୍କର ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ଫିଟ୍ନେସ୍ ପ୍ରମାଣପତ୍ର ନ କରିବା ପର୍ଯ୍ୟନ୍ତ ବିବାହ…
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଭାରତ: ପ୍ରଧାନମନ୍ତ୍ରୀ ଦେଲେ ଅପଡେଟ
ନୂଆଦିଲ୍ଲୀ,୪।୧: ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବା…
DA Hike Alert: ନୂଆ ବର୍ଷରେ କେବେ ବଢ଼ିବ ମହଙ୍ଗା ଭତ୍ତା, କେତେ ବଢ଼ିବ? ଜାଣନ୍ତୁ ପୂରା ସୂଚନା…
ନୂଆଦିଲ୍ଲୀ,୪।୧: ନୂତନ ବର୍ଷ ଆରମ୍ଭ ହୋଇଛି। ଏହା ସହିତ, ସରକାରୀ କର୍ମଚାରୀମାନେ ସେମାନଙ୍କର DA ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସର୍ବଦା DA (ମହଙ୍ଗା ଭତ୍ତା) ବର୍ଷକୁ ଦୁଇଥର ବୃଦ୍ଧି କରାଯାଏ। ଜାନୁଆରୀ-ଜୁନ ଅବଧି ପାଇଁ ମାର୍ଚ୍ଚରେ ଏବଂ ଜୁଲାଇ-ଡିସେମ୍ବର…
ଟ୍ରମ୍ପ୍ ପାରିଲେ ମୋଦି କାହିଁକି ନୁହେଁ: ପାକିସ୍ତାନରୁ ଉଠାଇ ଆଣିବାକୁ ଚ୍ୟାଲେଞ୍ଜ କଲେ ଓୱାଇସି
ନୂଆଦିଲ୍ଲୀ,୪ା୧: ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମୋଦି କାହିଁକି ନୁହେଁ। ଆମେରିକାର ଆକରତ୍ମକ ଆଭିମୁଖ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ବ୍ୟଙ୍ଗ କରିଛନ୍ତି।…
Archives


