ଦଳ ଛାଡ଼ିଲେ କବିତା: ବାପା KCRଙ୍କୁ କଲେ ଏମିତି ଅନୁରୋଧ
ହାଇଦ୍ରାବାଦ୍,୩।୯: ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (BRS) ନେତା କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। କବିତାଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) ନେଇଛନ୍ତି। ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ...
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୭ ତାରିଖ ଯାଏ ସ୍କୁଲ ଛୁଟି
ଚଣ୍ଡିଗଡ଼,୩।୯: ସମଗ୍ର ଉତ୍ତର ଭାରତରେ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଜମ୍ମୁ-କଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ୟା ଆସି ବ୍ୟାପକ ଧନଜୀବନ କ୍ଷତି ହୋଇଛି। ଏଭଳିସ୍ଥିତିରେ ପଞ୍ଜାବରେ ଭୟଙ୍କର ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ...
ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ଲୋକ…
ନୂଆଦିଲ୍ଲୀ,୩।୯: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର...
ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍: ଟ୍ରମ୍ପଙ୍କ ସବୁ ପ୍ଲାନ୍ ଫେଲ୍
ନୂଆଦିଲ୍ଲୀ,୩।୯: ଭାରତ ଖୁବଶୀଘ୍ର ରୁଷିଆରୁ ଶସ୍ତା ତେଲ ଆମଦାନୀ କରିପାରେ। ରୁଷିଆ ଭାରତକୁ ବ୍ରେଣ୍ଟ ତୁଳନାରେ Urals ଅଶୋଧିତ ତୈଳ ଉପରେ ପ୍ରତି ବ୍ୟାରେଲ ପିଛା ୩ ରୁ ୪ ଡଲାର ରିହାତି ପ୍ରଦାନ କରିଛି। ଗତ ସପ୍ତାହରେ ଏହି...
ରାସ୍ତାରେ ଯାଉଥିଲା କାର୍, ହଠାତ୍ ପାହାଡ଼ ଉପରୁ ଖସିଲା ଏକ ବିଶାଳକାୟ ପଥର, ଆଉ ତା’ ପରେ…
ଦେବଭୂମି ଉତ୍ତରାଖଣ୍ଡରେ ବର୍ଷାର ପ୍ରକୋପ ଦେଖାଦେଇଛି। ଏଥର ମୌସୁମୀ ବର୍ଷା ରାଜ୍ୟରେ ବହୁତ କ୍ଷୟକ୍ଷତି ଘଟାଇଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଏପରିକି ଅନେକ ସ୍ଥାନରେ ବନ୍ୟା ଆସିଥିବାବେଳେ ବହୁ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏହି...
ଦିଲ୍ଲୀରେ ଲୋକଙ୍କ ଘରେ ପଶିଲା ପାଣି
ନୂଆଦିଲ୍ଲୀ,୩ା୯: ସମଗ୍ର ଉତ୍ତର ଭାରତରେ ବର୍ଷା ବିତ୍ପାତ ଲାଗିରହିଥିବାବେଳେ ଜମ୍ମୁ-କଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ୟା ଆସି ବ୍ୟାପକ ଧନଜୀବନ କ୍ଷତି ହୋଇଛି। ବହୁ ରାସ୍ତା ପାଣିରେ ବୁଡ଼ିରହିବା ସହ ଅନେକ ଘର ଭାସିଯାଇଛି। ବାଦଲଫଟା...
ଆଜିଠାରୁ ଆରମ୍ଭ ହେବ GST କାଉନସିଲ ବୈଠକ: ଜାଣନ୍ତୁ କେଉଁ ଜିନିଷ ସବୁ ହୋଇପାରେ ଶସ୍ତା
ନୂଆଦିଲ୍ଲୀ, ୩।୯: ଆଜିଠାରୁ ସାମଗ୍ରୀ ଏବଂ ସେବା ଟିକସ ପରିଷଦ (GST Council Meeting)ର ବୈଠକ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ GST ଢାଞ୍ଚାରେ ଏକ ବ୍ୟାପକ ସଂସ୍କାର ଆଣିବାକୁ ଘୋଷଣା କରିଥିଲେ। ତାହାକୁ ଦୃଷ୍ଟିରେ...
ସୁନା ଚୋରା ଚାଲାଣ ମାମଲାରେ ସୁନ୍ଦରୀଙ୍କୁ ୧୦୨ କୋଟି ଟଙ୍କାର ଜୋରିମାନା
ନୂଆଦିଲ୍ଲୀ,୨।୯: କନ୍ନଡ଼ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କ ବିରୋଧରେ ସୁନା ଚୋରା ଚାଲାଣ ମାମଲାରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ପକ୍ଷରୁ ୧୦୨ କୋଟି ଟଙ୍କାର ଜୋରିମାନା ଲଦାଯାଇଛି। DRI ସୂତ୍ର ମଙ୍ଗଳବାର ଏହା ସୂଚନା ଦେଇଛି। ରାନ୍ୟାଙ୍କ ସହ...
ଚଳିତ ଶେଷ ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ପଞ୍ଚମ ପିଢିର ସ୍ୱେଦେଶୀ ଯୁଦ୍ଧ ବିମାନ
ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିର ସୂଚନା ମିଳିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପକ୍ଷରୁ ଚଳିତ ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ଦୁଇଟି ତେଜସ ମାର୍କ-୧ଏ (Tejas Mark-1A) ଯୁଦ୍ଧବିମାନ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା...
ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ…
ନୂଆଦିଲ୍ଲୀ,୨।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏକ ନୂଆ ପ୍ରକାରର ମୋବାଇଲ ନମ୍ବର ବଦଳ ଜାଲିଆତି (Mobile Number Change Fraud) ସମ୍ପର୍କରେ ସତର୍କ କରିଛି। ବ୍ୟାଙ୍କ ଏକ ଚେତାବନୀ ଜାରି କରି କହିଛି ଯେ ଜାଲିଆତିକାରୀମାନେ ଗ୍ରାହକଙ୍କ...
ଜଳବାୟୁ ପରିବର୍ତ୍ତନ ପାଇଁ ଭାରତରେ ଖାଦ୍ୟ ମୂଲ୍ୟ ବୃଦ୍ଧି, ସବୁ ପନିପରିବା ୧୦୦
ନୂଆଦିଲ୍ଲୀ,୨।୯: ଭାରତରେ ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ନଷ୍ଟ ଓ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବାରୁ ଖାଦ୍ୟ ମୂଲ୍ୟ ତୀବ୍ର ଭାବେ ବୃଦ୍ଧି ପାଉଛି। ଟମାଟୋ, ପିଆଜ ଓ ଆଳୁ ଭଳି ପ୍ରତ୍ୟେକ ଘରେ ବ୍ୟବହୃତ ମୁଖ୍ୟ ଖାଦ୍ୟ...
ପୁଣି ବଡ଼ ଦୁର୍ଘଟଣା! ବିମାନରେ ପିଟି ହେଲା…
ନାଗପୁର,୨।୯: ଆଜି ସକାଳେ ନାଗପୁର ବିମାନବନ୍ଦରରୁ କୋଲକାତା ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ଏକ ବିମାନ ପକ୍ଷୀ ଧକ୍କା ଦେବା ପରେ ସୁରକ୍ଷିତ ଭାବରେ ଫେରି ଆସିଛି। ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବିମାନରେ 160 ରୁ 165 ଜଣ ଯାତ୍ରୀ...
Archives


