ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଶୋଏବକୁ ଗିରଫ କଲା NIA
ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍ ବୋମା ବିସ୍ଫୋରଣ ମାମଲାରେ NIA ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ଉନ ନବିକୁ…
ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି
ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ…
ଆଜି ‘ଜାତୀୟ ଦୁଗ୍ଧ ଦିବସ’, ଭାରତରେ ୮ କୋଟିରୁ ଅଧିକ ଚାଷୀ ହେଉଛନ୍ତି ଉପକୃତ
ଆଜି ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ‘ଶ୍ୱେତ ବିପ୍ଳବର ଜନକ’ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୁଏ।…
“ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ”: ଚାଇନାର ଦାବି ପରେ କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୫।୧୧: ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପୁଣି ଥରେ ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି। ଜଣେ ଭାରତୀୟ ମହିଳା ଯାତ୍ରୀଙ୍କୁ ଚାଇନାର ଶାଂଘାଇ ବିମାନ ବନ୍ଦରରେ ୧୮ ଘଣ୍ଟାରୁ ଅଧିକ ସମୟ…
ନୂଆ ଲେବର କୋଡ୍ ସ୍ଥାୟୀ ଚାକିରି ପ୍ରତି କ’ଣ ବିପଦ? ପ୍ରଭାବିତ ହେବେ ଏସବୁ କର୍ମଚାରୀ
ନୂଆଦିଲ୍ଲୀ,୨୫।୧୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ସଂହିତା (Labour Codes) କର୍ମଚାରୀ ନିଯୁକ୍ତି, ଦରମା ଏବଂ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହାର ସବୁଠୁ ବଡ଼ ପ୍ରଭାବ ହେଉଛି ‘ଚୁକ୍ତିଭିତ୍ତିକ କର୍ମଚାରୀ’ଙ୍କୁ ଏକ ବର୍ଷରେ…
୭୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ଲେବର କୋଡ୍: SBI ରିସର୍ଚ୍ଚ
ନୂଆଦିଲ୍ଲୀ,୨୫।୧୧: ଭାରତ ସରକାରଙ୍କ ଦ୍ୱାରା ନିକଟରେ ଲାଗୁ ହୋଇଥିବା ଚାରୋଟି ନୂଆ ଶ୍ରମ ସଂହିତା ମଧ୍ୟମ ଅବଧିରେ ନିଯୁକ୍ତି ଏବଂ ଅର୍ଥନୀତିକୁ ବଡ଼ ପ୍ରୋତ୍ସାହନ ଦେବ ବୋଲି SBI ରିସର୍ଚ୍ଚ ତା’ର ‘ଇକୋର୍ୟାପ୍’ ରିପୋର୍ଟରେ ପ୍ରକାଶ କରିଛି। ମଙ୍ଗଳବାର ପ୍ରକାଶିତ ଏହି…
ବୁରହାନ ୱାନି ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଦିଲ୍ଲୀ ବୋମା ବିସ୍ଫୋରଣକାରୀ-
ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣ କରିଥିବା ଡାକ୍ତରରୁ ଆତ୍ମଘାତୀ ଆତଙ୍କବାଦୀ ପାଲଟିଥିବା ଉମର ଉନ୍ ନବୀ ନିଜକୁ “ଏମିର୍” (ଶାସକ/ନେତା) ବୋଲି ପରିଚୟ ଦେଉଥିଲେ। ସେ ସୁରକ୍ଷା ବାହିନୀ ଦ୍ୱାରା ୨୦୧୬ରେ ନିହତ ହୋଇଥିବା ଆତଙ୍କବାଦୀ…
ପ୍ରଦୂଷଣ କରୁଥିବା ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ- NCR ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାଜଧାନୀରେ ଇଲେକ୍ଟ୍ରିକ୍ ଯାନ (EV) ଇକୋସିଷ୍ଟମର…
‘ମୋ ଉପରେ ଆକ୍ରମଣ ହେଲେ ମୁଁ ସାରାଦେଶକୁ ହଲାଇ ଦେବି’, ଖୋଲାଖୋଲି ଧମକ ଦେଲେ ମମତା
କୋଲକାତା,୨୫।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କ ଉପରେ କଠୋର ଆକ୍ରମଣ କରି କହିଛନ୍ତି ଯେ ଯଦି ତାଙ୍କ ଉପରେ ଆକ୍ରମଣ ହୁଏ ତେବେ ସେ ସମଗ୍ର ଦେଶକୁ ଥରାଇ ଦେବେ। ରାଜ୍ୟରେ ଭୋଟର ତାଲିକାର…
ରାମ ମନ୍ଦିରର ଧାର୍ମିକ ପତାକାରେ ଖୋଦିତ କୋଭିଦାର ଗଛ କ’ଣ? ଏହାକୁ କାହିଁକି ପ୍ରତୀକ କରାଯାଇଥିଲା, ଜାଣନ୍ତୁ
ଅଯୋଧ୍ୟା,୨୫।୧୧: ଅଯୋଧ୍ୟା ରାମ ମନ୍ଦିରର ପତାକାରେ ସୂର୍ଯ୍ୟଙ୍କ ସହିତ ଖୋଦିତ କୋବିଦାର ଗଛ ମଧ୍ୟ ରହିଛି। ଏହା ରାଜା ରାମଙ୍କ ରଘୁକୂଳର ତେଜ, ତ୍ୟାଗ ଏବଂ ତପସ୍ୟାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଅନେକ ଔଷଧୀୟ ଗୁଣ ଥିବା ଏହି ଗଛ…
ନୀତୀଶଙ୍କ ବଡ଼ ଘୋଷଣା, ୧କୋଟି ଯୁବକଙ୍କୁ ମିଳିବ ଚାକିରି ସହ ରୋଜଗାର
ପାଟନା,୨୫।୧୧: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସରକାରଙ୍କ ଏଜେଣ୍ଡା ଏବଂ ପ୍ରାଥମିକତାକୁ ନେଇ ଆକ୍ସନ ମୋଡରେରେ ଅଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ନୂତନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ…
ଭାରତ ଆସିବାକୁ ପୁଣି ମନା କଲେ ନେତାନ୍ୟାହୁ, ଜାଣନ୍ତୁ ଏହାର ବଡ଼ କାରଣ
ନୂଆଦିଲ୍ଲୀ/ଜେରୁଜେଲମ,୨୫।୧୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଭାରତ ଗସ୍ତ ଚଳିତ ବର୍ଷ ଶେଷ ଆଡ଼କୁ ହେବାର ଥିଲା, କିନ୍ତୁ ଦିଲ୍ଲୀରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପୁଣି ଥରେ ଏହାକୁ ପଛକୁ ଠେଲି ଦେଇଛି। ପ୍ରାୟ ୧୦ ବର୍ଷ ମଧ୍ୟରେ…
Archives


