୯ କାଉନସିଲର ପ୍ରାର୍ଥୀପତ୍ର ନାକଚ
ଧାମନଗର,୧୦ା୩: ନୂଆ କରି ଗଠିତ ଧାମନଗର ଏନ୍ଏସି ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅଧ୍ୟକ୍ଷ ପଦ ପାଇଁ କୌଣସି ନାମାଙ୍କନ ନାକଚ ହୋଇ ନ ଥିବା ବେଳେ ୯ ଜଣ କାଉନସିଲର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ…
ଚିକିଟି ଏନ୍ଏସି : ୧୯ ନାମାଙ୍କନ ପତ୍ର କାଏମ
ଚିକିଟି,୧୦ା୩(ଡି.ଏନ.ଏ.):ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ଅନୁଷ୍ଠିତ ହୋଇଥିଲା। ଚିକିଟି ପୌର ପରିଷଦର ବିଭିନ୍ନ ୱାର୍ଡରେ ୧୯ ଜଣ ନାମାଙ୍କନ ପ୍ରାର୍ଥୀ ଦାଖଲ କରିଥିବା ବେଳେ ସମସ୍ତ କାଏମ ରହିଥିବା ନିର୍ବାଚନ ଅଧିକାରୀ ତଥା…
ଭଞ୍ଜନଗର, ବେଲଗୁଣ୍ଠାରେ ୧୧ କାଉନ୍ସିଲର ନିର୍ଦ୍ୱନ୍ଦ୍ୱ
ଭଞ୍ଜନଗର,୧୦ା୩(ଡି.ଏନ୍.ଏ.) ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକରେ ବିଜେଡି ଅଧ୍ୟକ୍ଷ ଆସନ ଦଖଲ କରିବାକୁ ଯାଉଛି। ବେଲଗୁଣ୍ଠାରେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ନାୟକ ଅଧ୍ୟକ୍ଷ ଆସନରେ ବସିବା ସମ୍ଭାବନା ରହିଥିବା ବେଳେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦରେ କିଏ ଅଧ୍ୟକ୍ଷା ହେବେ ତାହାକୁ…
ପୌର ନିର୍ବାଚନ ଲାଗି ୨ ପର୍ଯ୍ୟବେକ୍ଷକ ନିଯୁକ୍ତ
ଛତ୍ରପୁର,୧୦ା୩(ଡି.ଏନ୍.ଏ.) ପୌର ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିଛି। ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ୧୬ଟି ଏନ୍ଏସିରେ ନିର୍ବାଚନ ପରିଚାଳନା ପାଇଁ ୨ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ…
ଜଳେଶ୍ୱର ପୌରପାଳିକା: ୧୭ ୱାର୍ଡରେ ୨୦, ୦୫୯ ଭୋଟର
ଜଳେଶ୍ୱର, ୧୦ା୩(ଡି.ଏନ.ଏ.) ଆସନ୍ତା ପୌରପାଳିକା ନିର୍ବାଚନରେ ବାଲେଶ୍ୱର ଜିଲା ଜଳେଶ୍ୱରର ୧୭ଟି ୱାର୍ଡର ୨୦, ୦୫୯ ମତଦାତା ସେମାନଙ୍କ ମତସାବ୍ୟସ୍ତ କରିବେ। ଏଥିରେ ୯୯୯୫ ପୁରୁଷ ଓ ୧୦୦୬୨ ମହିଳା ଭୋଟର ଅଛନ୍ତି ା ୧ନଂ. ୱାର୍ଡର ଭୋଟକେନ୍ଦ୍ର ଝାଡେଶ୍ୱରପୁର ଉପ୍ରା ବିଦ୍ୟାଳୟ,…
ଯାଞ୍ଚରେ କଟିଲା ୨ କାଉନ୍ସିଲର ପ୍ରାର୍ଥୀଙ୍କ ନାମାଙ୍କନପତ୍ର
ବାରିପଦା ଅଫିସ, ୧୦ା୩: ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦର ୨୮ ୱାର୍ଡ ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ୨ ୱାର୍ଡ କାଉନ୍ସିଲର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ବେଳେ ୧୩୯ ଜଣଙ୍କର…
ସହରୀ ଭୋଟ: ବିକାଶ, ଦୁର୍ନୀତି ବଡ଼ ପ୍ରସଙ୍ଗ
ଯାଜପୁର ଅଫିସ,୧୦ା୩: ଯାଜପୁର ଜିଲାର ଦୁଇ ସହରବାସୀ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଅପେକ୍ଷାରେ ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିବା ପରେ ଏବେ ପୌର ନିର୍ବାଚନ…
ପଞ୍ଚାୟତ ଓ ପୌରପାଳିକା ଭୋଟର ତାଲିକାରେ ରହିଛି ନାଁ, ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ
କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ନାମାଙ୍କନପତ୍ର ଯାଞ୍ଚ ବେଳେ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ ନିର୍ବାଚନ ଲଢୁଥିବା ବିଜେଡିର ୧୨ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାରାଣ୍ଡିଙ୍କ ବିରୋଧରେ…
ସତ୍ୟପାଠରେ ତ୍ରୁଟି, ଦୁଇ ନାମାଙ୍କନ ନାକଚ
କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାରେ ଦୁଇ ଜଣ ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିବା ଜଣାପଡ଼ିଛି। ସତ୍ୟପାଠରେ ତ୍ରୁଟି ଯୋଗୁ ନାକଚ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ୧୮ ନମ୍ବର ଓ୍ବାର୍ଡ ପାଇଁ ନାମାଙ୍କନ…
କାଏମ ରହିଲା ସମସ୍ତ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ
ଭୁବନେଶ୍ୱର,୯।୩(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ସମସ୍ତ ୧୨ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ୱ କାଏମ ରହିଛି। ଏହାପରେ ୬୭ ଓ୍ବାର୍ଡ ଲାଗି ୩୬୦ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ…
ସୁବାସ ସିଂ ସବୁଠାରୁ ଧନୀ
କଟକ ଅଫିସ,୯।୩: ସିଲିଭର ସିଟି କଟକରେ ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ଏହାପୂର୍ବରୁ ମେୟର ପ୍ରାର୍ଥୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଶାସକ ବିଜୁ…
ଘରଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ
ଗଞ୍ଜାମ,୯ା୩(ଡି.ଏନ୍.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁରରୁ ପ୍ରଚାର ଆରମ୍ଭ କରିଛି l ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ୍ବାର୍ଡ ନଂ.୧୧ ଓ…
Archives


