ଯାଞ୍ଚ ହେଉନି: ଗଡୁଛି ବହୁ ପୁରୁଣା ଗାଡ଼ି
ଭୁବନେଶ୍ୱର,୨୬ା୬(ଅନିଲ ଦାସ): ରାଜ୍ୟରେ ଅନେକ ବସ୍, ଟ୍ରକ୍ ସମେତ ବିଭିନ୍ନ କିସମର ଗାଡ଼ି ବିନା ଫିଟନେସ୍, ପରମିଟ ଓ ବୀମାରେ ଗଡ଼ୁଛି। ଯାତ୍ରୀଙ୍କୁ ନେଉଥିବା ଘରୋଇ ବସ୍ଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା, ଯାହାକି ଯାତ୍ରୀଙ୍କ ପାଇଁ ପ୍ରାଣଘାତକ ହେଉଛି। ରାଜ୍ୟରେ ଏଭଳି…
ଯୁକ୍ତ୨ ନାମଲେଖା ଆବେଦନ ଅବଧି ପୁଣି ବଢ଼ିଲା
ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଧ୍ୟାଳୟଗୁଡ଼ିକରେ ଏକାଦଶ ବା ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି ଦ୍ୱିତୀୟଥର ପାଇଁ ବୃଦ୍ଧି କରାଯାଇଛି। ଛାତ୍ରୀଛାତ୍ର ଜୁନ୍ ୨୬ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ସାମ୍ସ…
ଏଣିକି ରବିବାର ଖୋଲା ରହିବ ଆହାରକେନ୍ଦ୍ର
ଭୁବନେଶ୍ୱର,୨୬।୬: ରାଜ୍ୟର ଡାକ୍ତରଖାନା ପରିସରରେ ଅଥବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ରବିବାରରେ ଖୋଲା ରହିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି…
ମୌସୁମୀ ସକ୍ରିୟ: ଅନୁଗୋଳ ଜିଲାରେ ସର୍ବାଧିକ ବର୍ଷା ରେକର୍ଡ
ଭୁବନେଶ୍ୱର ୨୬।୦୬(ଅନିଲ ଦାସ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧. ୭ମିମି ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୮.୬ ମିମି ତୁଳନାରେ ଏହା ୨୬୯ ପ୍ରତିଶତ ଅଧିକ। ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ…
୫ ନାଗାବାବାଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର,୨୬ା୬(ସୂର୍ଯ୍ୟକାନ୍ତ ବେହେରା): ମଞ୍ଚେଶ୍ବର ପୋଲିସ ୫ ସନ୍ଦିଗ୍ଧ ନାଗା ବାବାଙ୍କୁ ଅଟକ ରଖିଛି। ମଞ୍ଚେଶ୍ବର ଅଞ୍ଚଳରେ ବୁଲୁଥିବା ବେଳେ ସୋମବାର ଏହି ୫ ଜଣଙ୍କୁ ଉଠାଇ ନେଇଛି ପୋଲିସ। ବାବା ବେଶ ହୋଇ ଏମାନେ ଲୁଟ୍ କରୁଥିବା ସନ୍ଦେହରେ ପୋଲିସ ଉଠାଇଆଣିଛି।…
ଆବର୍ଜନା କୁଣ୍ଡ ପାଲଟିଛି ଗାଁ ଶୁଦ୍ଧତୁଠ
ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଜଳାଶୟର ପୁନରୁଦ୍ଧାର ଦାୟିତ୍ୱ ନେଇଛି ବିଏମ୍ସି। ଏହି କ୍ରମରେ ପ୍ରାୟ ୪୭ଟି ପୋଖରୀର ଉନ୍ନତୀକରଣ କରିବା ପାଇଁ ବିଏମ୍ସି ତାଲିକା ପ୍ରଦାନ କରିଥିବାବେଳେ ସେଥିରୁ କେତେକର ପୁନରୁଦ୍ଧାର ହୋଇଛି, ମାତ୍ର ଏବେ ବି…
ନାଟକ କରିବାଠୁ ଶିଖିବା ଅଧିକ ଜରୁରୀ
ଭୁବନେଶ୍ୱର,୨୬।୬ (ଶର୍ମିଷ୍ଠା ପାଣିଗ୍ରାହୀ): ନାଟକ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରୁଛନ୍ତି ଯୁବ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ବିଶାନ ବଳଭଦ୍ର ଶତପଥୀ। ଖୁବ୍ କମ୍ ସମୟରେ ସେ ଦର୍ଶକଙ୍କ ଭଲ ପାଇବା ଜିଣିବାର…
ବାହାଘରରେ ମାର୍କଣ୍ଡି ସାଜିଲା ବାଛୁରୀ
ଭୁବନେଶ୍ୱର,୨୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୁକୁଟ ପିନ୍ଧି ମାର୍କଣ୍ଡି ବେଶରେ ସଜେଇ ହୋଇଛି ବାଛୁରୀ। ଆଉ ବର ସହିତ ଫୁଲରେ…
ଅଙ୍ଗଦାନ କରି ୪ ଜୀବନ ବଞ୍ଚାଇଲେ ପ୍ରସନ୍ଜିତ୍
ଭୁବନେଶ୍ୱର,୨୬।୬(ଅଭିଜିତ ଦାସ): ଅଙ୍ଗଦାନ କରି ୪ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରସନ୍ଜିତ୍ ମହାନ୍ତି। ଓଡିଶା ଅଙ୍ଗଦାନ କ୍ଷେତ୍ରରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ସମ୍ ଅଲ୍ଟିମେଟ ମେଡିକେୟାରରେ ପ୍ରସନ୍ନଙ୍କୁ ବ୍ରେନ୍ ଡେଡ୍ ଘୋଷଣା ପରେ ଶନିବାର ତାଙ୍କର ଏକାଧିକ ଅଙ୍ଗକୁ…
ଦିଗପହଣ୍ଡି ବସ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ହୋଇଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟଣାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି, ଗଞ୍ଜାମରେ ଏକ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ…
ଦିଗପହଣ୍ଡି ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କ…
ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୬(ଅସମାପିକା ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ହୋଇଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ…
Archives


