ଜଳିଗଲା ପାର୍ଟ୍ସ ଦୋକାନ
ଭୁବନେଶ୍ୱର,୧୧ା୬(ବ୍ୟୁରୋ): କଟକରୋଡ୍ରେ ହିନ୍ଦୁସ୍ଥାନ ଜୁଏଲର୍ସ ନିକଟରେ ଥିବା କିଛି ଦୋକାନରେ ରବିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଗୋଟିଏ ଦମକଳ ନ ପାରିବାରୁ ଆଉ ଗୋଟିଏ…
ଦେବଗଡ଼ର ପ୍ରତି ପରିବାରକୁ ମିଳିଛି ୩ ଲକ୍ଷ ଟଙ୍କା: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୧।୬(ବ୍ୟୁରୋ): ମୋଦି ସରକାରଙ୍କ ୯ ବର୍ଷ ଶାସନରେ ଦେବଗଡ଼ ଜିଲାକୁ ଚାଉଳ, ଘର, ଶୌଚାଳୟ, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୭୩ ହଜାର ୭୧୭…
ବିଜେଡି ନାରୀ ନିର୍ଯାତନାର ଅନ୍ତୁଡ଼ିଶାଳ: ଭାଜପା
ଭୁବନେଶ୍ୱର,୧୧।୬(ବ୍ୟୁରୋ): ନାରୀ ନିର୍ଯାତନାରେ ଓଡ଼ିଶା ଆଜି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ା ମହିଳାଙ୍କୁ ସବୁଠୁ ଅଧିକ ଅତ୍ୟାଚାର ଏବଂ ଭୋଟବ୍ୟାଙ୍କ ପାଇଁ ଅଧିକ ବ୍ୟବହାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ ା ୨୩ ବର୍ଷର ବିଫଳତାକୁ…
ମହିଳାଙ୍କ ସଶକ୍ତୀକରଣ ଚାହୁଁନି ରାଜ୍ୟ ଭାଜପା: ବିଜେଡି
ଭୁବନେଶ୍ୱର,୧୧।୬(ବ୍ୟୁରୋ): ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସ୍ଏଚଜି ଓଡ଼ିଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛନ୍ତି ା ସେମାନେ ଭାରତ ଏବଂ ବିଶ୍ୱ ପାଇଁ ସଫଳ ମହିଳା ଏସ୍ଏଚଜି ଆନ୍ଦୋଳନର ଉଦାହରଣ ପାଲଟିଛନ୍ତି। ମାତ୍ର ମହିଳାଙ୍କ ଏହି ସଫଳତା…
୧୩ରୁ ବିମ୍ସଟେକ୍ ବ୍ୟବସାୟ କନ୍କ୍ଲେଭ
ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍ ବ୍ୟବସାୟ କନ୍କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍କ୍ଲେଭ ଚଳିତ ବର୍ଷ ଜୁନ୍ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା ଠାରେ ଅନୁଷ୍ଠିତ ହେବ। ଏ ନେଇ ଆଇଏନ୍ଡବ୍ଲ୍ୟୁଇସି ବିଆଇଏମ୍ଏସ୍ଟିଇସି ନେତୃତ୍ୱ ଫୋରମ୍ ପକ୍ଷରୁ ଏକ…
ବେଦାନ୍ତର ବାର୍ଷିକ ଗ୍ରୀନ୍ ହାର୍ଟସ ଅଭିଯାନ
ଭୁବନେଶ୍ୱର,୧୧।୬: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ବିଶ୍ୱ ପରିବେଶ ସପ୍ତାହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବାର୍ଷିକ ଗ୍ରୀନ୍ ହାର୍ଟସ ଅଭିଯାନର ଆୟୋଜନ କରାଯାଇଥିଲା। ସେହିଭଳି କମ୍ପାନୀର ଝାରସୁଗୁଡ଼ା ମେଗା ଆଲୁମିନିୟମ ସ୍ମେଲଟର, ଲାଞ୍ଜିଗଡ଼ ଆଲୁମିନା…
ଅରୁନ୍ଧତୀରେ ରଥଯାତ୍ରା ମେଗା ସେଲ
ଭୁବନେଶ୍ୱର,୧୧।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ରଥଯାତ୍ରା ମେଗା ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ରଥଯାତ୍ରା ଉପଲକ୍ଷେ ଅରୁନ୍ଧତୀ ପକ୍ଷରୁ ଆକର୍ଷଣୀୟ ‘ହୁଇଲ୍ସ ଅଫ୍ ଫର୍ଚ୍ୟୁନ’ ଅଫରର ଶୁଭାରମ୍ଭ କରାଯାଇଛି। ସେହିଭଳି ଅରୁନ୍ଧତୀର ଅଭିଜ୍ଞ…
ସୁଲଭ ମୂଲ୍ୟରେ ବ୍ରାଣ୍ଡେଡ୍ ସାମଗ୍ରୀ
ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଦି ନ୍ୟୁ ମ୍ୟାରିୟନ ହୋଟେଲଠାରେ ୪ ଦିନିଆ ସର୍ବବୃହତ୍ ଡିସ୍କାଉଣ୍ଟ ସେଲ୍ର ଶୁଭାରମ୍ଭ କରାଯାଇଛି। ଶନିବାରୁଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ୨୦୨୩ ଜୁନ୍ ୧୩ ପର୍ଯ୍ୟନ୍ତ ଉପଲବ୍ଧ…
ଦାବିଦାର ନ ଥିବା ମୃତଦେହ ଶୀଘ୍ର ସତ୍କାର କରାଯିବ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇପାରି ନାହିଁ। ମୃତଦେହ ଚିହ୍ନଟ ଲାଗି ବିଭିନ୍ନ ପର୍ଯ୍ୟାୟରେ ଏମ୍ସ ଭୁବନେଶ୍ୱରକୁ ୧୬୨ମୃତ ଦେହ ଆସିଥିଲା। ୮୧ ମୃତଦେହକୁ ଚିହ୍ନଟ ପରେ ସେମାନଙ୍କ ପରିବାର…
ନିର୍ଦ୍ଧାରିତ ସମୟରେ ଖୋଲୁନି ଅଙ୍ଗନଓ୍ବାଡି କେନ୍ଦ୍ର
ମାହାଙ୍ଗା,୧୧।୬(ସ୍ବ.ପ୍ର.): କୁନି ପିଲାମାନଙ୍କ ପାଠପଢ଼ା ନିମନ୍ତେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ଏହି କେନ୍ଦ୍ରଗୁଡିକୁ ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲିବାକୁ ରାଜ୍ୟ ସରକାର ନିୟମ କରିଛନ୍ତି। କିନ୍ତୁ ମାହାଙ୍ଗା ବ୍ଲକ ସମସରପୁର ପଞ୍ଚାୟତ ଅନ୍ତର୍ଗତ ଅଙ୍ଗନଓ୍ବାଡି…
୩ଜଣଙ୍କୁ ‘ଜେକେଏମ୍ ଓଡ଼ିଶୀ ସମ୍ମାନ’
ଭୁବନେଶ୍ୱର,୧୧।୬:(ବ୍ୟୁରୋ): ଜ୍ୟୋତିକଳା ମନ୍ଦିର ଏବଂ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ) ପକ୍ଷରୁ ଶନିବାର ଭଞ୍ଜକଳା ମଣ୍ଡପରେ ‘ଜେକେଏମ୍ ଓଡ଼ିଶୀ ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି,…
ବନ୍ଧା ହେଲେ ନକଲି ବିଏମ୍ସି ଅଧିକାରିଣୀ
ଭୁବନେଶ୍ୱର,୧୧।୬: (ବ୍ୟୁରୋ) ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରି ଆତଙ୍କ ସୃଷ୍ଟି କରୁଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ସ୍ଥାନୀୟ ପୋଲିସ ଠକେଇ, ହତ୍ୟା ଉଦ୍ୟମ ଓ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ…
Archives


