ମେଟ୍ରୋ

ଆରମ୍ଭ ହେଲା ରଥ ଟଣା

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ତିନିରଥରେ ଘୋଡା ଲାଗି ପରେ ବଡଠାକୁର ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଛି। ଘଣ୍ଟ ଘଣ୍ଟା, ଝାଞ୍ଜ, ମୃଦଙ୍ଗ ଓ କରତାଳ ମାଡରେ ବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଘର୍ଘର ନାଦରେ ମାଡି ଚାଲିଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଡ ଠାକୁରଙ୍କର…

ବିନା ପତିତପାବନ ବାନାରେ ନୀତି ବନ୍ଦ

ଭାରତରେ କୌଣସି ମନ୍ଦିର ଶିଖରରେ ବନ୍ଧା ହୋଇଥିବା ପତାକାକୁ ପତିତପାବନ ବାନା ବା ପତାକା କୁହାଯାଏ ନାହିଁ। ଶ୍ରୀମନ୍ଦିର ବାନା ଦୂରରୁ ଦର୍ଶନ କଲେ ଯେଉଁ ଆବେଗ, ଯେଉଁ ଭାବ ହୃଦୟରେ ଜାଗ୍ରତ ହୁଏ ତାହା ହିଁ ସମତାର ଭାବ। ମନରେ…

ସରିଲା ଛେରାପହଁରା, ତିନି ରଥରେ ଘୋଡା ଲାଗି

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ରଥାଋଢ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ରଥରେ ଛେରାପହଁରା କରିଛନ୍ତି। ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ ବନ୍ଧା…

ବ୍ରହ୍ମଦଣ୍ଡରେ ବାନା : କେନ୍ଦୁଝର

କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ ୧୬୭୧ ମସିହାରେ ପ୍ରତିଷ୍ଠା କରିଥିଲେ ା ଏହି ମନ୍ଦିରର ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ା ତେବେ ତନ୍ତ୍ର ବଳରେ ଏହାକୁ ମନ୍ଦିର ଉପରେ ସ୍ଥାନିତ କରାଯାଇଥିବା କୁହାଯାଏ ା ନୀଳଚକ୍ର…

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା

ଶ୍ରୀବ୍ୟାସଦେବଙ୍କ ପ୍ରଣିତ ବ୍ରହ୍ମତନ୍ତ୍ର ଓ ପଦ୍ମ ପୁରାଣରେ ଉତ୍କଳର ୫ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଅନ୍ୟତମ ବୋଲି ଉଲ୍ଲେଖ ଅଛି। କନ୍ଦରାସୁରର କନ୍ୟା ତୁଳସୀଙ୍କୁ ବିବାହ କରି ଶ୍ରୀବଳଦେବଜୀଉ ଏଠାରେ ରହିବାରୁ ଏହାର ନାମ ତୁଳସୀକ୍ଷେତ୍ର। ବିପ୍ରମାଧୁରୀଙ୍କ ତୁଳସୀ…

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି

ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରିର ଶ୍ରୀଜଗନ୍ନାଥ ମନ୍ଦିର। ବୀର ବସନ୍ତ ନାରାୟଣ ବିରାଟ ଭୁଜଙ୍ଗ ମାନ୍ଧାତାଙ୍କ ସମୟରେ ଜଗନ୍ନାଥ ସଂସ୍କୃତି ଗରଡ଼ିହି ରାଜବାଟୀରୁ ଆରମ୍ଭ ହୋଇ ୧୭୫୦ ମସିହାରେ ରାଜା ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ନୀଳଗିରିରେ ଦେଉଳ ପ୍ରତିଷ୍ଠା…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା

ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉ ବିଜେ ପୂଜା ପାଉଛନ୍ତି ା ଏଠାକାର ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଏବଂ ନେତ୍ରୋତ୍ସବରେ ପତିତପାବନ ବାନା ବନ୍ଧାଯାଇଥାଏ ା ଅନ୍ୟାନ୍ୟ ସମୟରେ ଭକ୍ତଙ୍କ ମାନସିକ ପୂରଣ ପାଇଁ ଏହି ବାନା ବନ୍ଧା…

ସିଗ୍ନାଲ ଜେଇଙ୍କ ଉପସ୍ଥିତିରେ ଖୋଲିଲା ସିଲ୍‌ ଘର

ଭୁବନେଶ୍ୱର,୨୦।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଅମୀର ଖାନଙ୍କ କମରପୁର ଭଡା ଘର ସୋମବାର ସିଲ୍‌ କରାଯାଇଥିଲା। ତେବେ ମଙ୍ଗଳବାର ସିବିଆଇ ଅମୀର ଖାନଙ୍କ ଉପସ୍ଥିତରେ ସିଲ୍‌ ଖୋଲିଛି। ଘର ଭିତରେ…

… ଦେଖ ଉଡ଼ୁଛି ବାନା

ଠାକୁର ସେ ବଡ଼ ଠାକୁର। ଓଡ଼ିଆର ପ୍ରାଣ ସ୍ପନ୍ଦନ। ହାତ ଗୋଡ଼ ନାହିଁ ସିନା ସେ କିନ୍ତୁ ସାରା ଜଗତର। ତେଣୁ ମନ୍ଦିରରେ ଉଡ଼ାଇ ଚାଲିଛନ୍ତି ସେ ବିଜୟ ଧ୍ୱଜା। ନୀଳଚକ୍ର ଉପରେ ଉଡୁଛି ବାନା, ନଁା ତାହାର ପତିତପାବନ। ପତିତପାବନଙ୍କୁ…

୫ ପତିତପାବନ

ଶ୍ରୀମହଦ୍‌ ଯୋଗୀ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତପାବନଙ୍କର ପ୍ରଭୁ। ଶ୍ରୀମାନ୍‌ ପତିତପାବନ। ପତିତ ଅର୍ଥକୁ ସେଠି ‘ଜାତି’ ଅର୍ଥରେ ଗ୍ରହଣ ନ କରି ପତିତ ମାନସିକତା ଅର୍ଥରେ ଗ୍ରହଣ କରିଛନ୍ତି। ମଣିଷର ମାନସିକତା ପତିତ ବା ନିମ୍ନାଭିମୁଖୀ ହେଲେ, ତାହାକୁ…

ପତିତପାବନ

”ଦିଅଁ ସେ ଦାରୁଦିଅଁ। ଠାକୁର ସେ ବଡ଼ଠାକୁର। ଲୀଳାମୟ ପ୍ରଭୁ ସେ ସାରାଜଗତର। ବହୁ ନାମରେ ସେ ହୁଅନ୍ତି ପୂଜିତ। ସେଥିମଧ୍ୟରୁ ଅନ୍ୟତମ ପତିତପାବନ। ମହାପ୍ରଭୁ ଶ୍ରୀପତିତପାବନ ଏକକ ବିଗ୍ରହ ଭାବେ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପାସିତ। ତାଙ୍କ…

୭ ଜିଲାକୁ ଛାଡି ବାକି ସବୁ ଜିଲାରେ ୨୧ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୨୦।୬: ଗ୍ରୀଷ୍ମଛୁଟି ପରେ ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ହେଲେ ୭ଟି ଜିଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାର ଜିଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ । ବାକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri