୨୭ ଯାଏ ବର୍ଷିବ
ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଆଗାମୀ ଦୁଇଦିନ ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ…
ଆଜି ସରୁଛି ଯୁକ୍ତ୨ ନାମଲେଖା ଆବେଦନ
ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହେଉଛି। ସାମସ୍ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ,…
ବଦଳିବ ଲିଙ୍ଗରାଜ ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା
ଭୁବନେଶ୍ୱର,୨୫ା୬(ବନ୍ଦନା ସେଠୀ): ନୂଆରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା…
ଏନ୍ଏଚ୍ପିସି-ଗ୍ରୀଡ୍କୋ ଚୁକ୍ତି
ଭୁବନେଶ୍ୱର,୨୫।୬: ଦେଶର ସର୍ବବୃହତ୍ ଜଳବିଦ୍ୟୁତ୍ ବିକାଶ ସଙ୍ଗଠନ ଏନ୍ଏଚ୍ପିସି ଲିମିଟେଡ୍ ଏବଂ ଓଡ଼ିଶା ସରକାରଙ୍କ ପ୍ରମୁଖ ନିଗମ ଗ୍ରୀଡ୍କୋ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଓଡ଼ିଶାରେ ଅକ୍ଷୟ ଶକ୍ତିର…
ଆଇସିଏମ୍ଆର୍-ଆର୍ଏମ୍ଆର୍ସି ସହ ସୋଆର ବୁଝାମଣା
ଭୁବନେଶ୍ୱର,୨୫।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏମ୍ଆର୍-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆଇସିଏମ୍ଆର୍-ଆର୍ଏମ୍ଆର୍ସି) ମଧ୍ୟରେ ଶନିବାର ଏକ ଦ୍ୱିପାକ୍ଷିକ ବୁଝାମଣା ସ୍ବାକ୍ଷରିତ ହୋଇଯାଇଛି। ଉକ୍ତ ବୁଝାମଣା ଅନୁଯାୟୀ ଆଇସିଏମ୍ଆର୍-ଆର୍ଏମ୍ଆର୍ସି ଓ ସୋଆ ମିଳିତ ଭାବେ…
ନିର୍ମାଇ ସହ ଓଡ଼ିଶା ଡାଇଗ୍ନୋଷ୍ଟିକର ସହଭାଗିତା
ଭୁବନେଶ୍ୱର,୨୫।୬: ରାଜ୍ୟର ପ୍ରମୁଖ ଘରୋଇ ସ୍ବାସ୍ଥ୍ୟସେବା ପରୀକ୍ଷଣ ସଂସ୍ଥା ଓଡ଼ିଶା ଡାଇଗ୍ନୋଷ୍ଟିକ୍ ଏବଂ ମେଡିକାଲ ଟେକ୍ନୋଲୋଜି କମ୍ପାନୀ ନିର୍ମାଇ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଜ୍ଞାନକୌଶଳକୁ ସ୍ବାସ୍ଥ୍ୟସେବାର ଅଗ୍ରଭାଗକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।…
ଫୋନ୍ପେର ନୂତନ ପ୍ଲାଟ୍ଫର୍ମ ଉନ୍ମୋଚିତ
ଭୁବନେଶ୍ୱର,୨୫।୬: ଫୋନ୍ପେର ନୂତନ ପ୍ଲାଟ୍ଫର୍ମ ‘ଫୋନ୍ପେ ବିଜ୍ନେ୍ସ ଆପ୍’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଫୋନ୍ପେ ବ୍ୟବସାୟୀମାନଙ୍କୁ ଋଣ ଦେବା ସହିତ ଅନ୍ୟାନ୍ୟ ସୁବିଧା ଏବଂ ସେବା ମଧ୍ୟ ଉପଭୋକ୍ତାମାନଙ୍କୁ ଯୋଗାଇଦେବ। ଏପରିକି ଉକ୍ତ ପ୍ଲାଟ୍ଫର୍ମର ଆନୁଷ୍ଠାନିକ…
ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର
ଭୁବନେଶ୍ୱର,୨୫।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦି କାମଧେନୁ ଖଦି ଊଲ ପାନିପଥ ପକ୍ଷରୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ (ଗେଟ୍ ନମ୍ବର-୩) ଠାରେ ‘ନ୍ୟୁ ରାଜସ୍ଥାନ କଟନଫାବ୍ ମେଳା’ର ଆୟୋଜନ କରାଯାଇଛି। ବିଶେଷ କରି ଉକ୍ତ…
୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର,୨୫।୬(ଅନୁରାଧା ମହାରଣା)- ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ଜୁଲାଇ ୭ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଏମଏ ଇନ୍ ଓମେନ୍ ଷ୍ଟଡିଜ୍, ଏମ୍ଜେଏମ୍ସି, ଏମ୍.ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ(ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ), ହିନ୍ଦୀ, ବି.ଏଡ୍, ଏମ୍.ଏଡ୍, ଇଣ୍ଟିଗ୍ରେଟେଡ୍…
୮୧ ମୃତଦେହ ଚିହ୍ନଟ ପାଇଁ ଡିଏନ୍ଏ ନମୁନା ଦେଲେଣି ୮୪ ଜଣ
ଭୁବନେଶ୍ୱର,୨୫।୬(ଅଭିଜିତ ଦାସ)ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ରବିବାର ୨୨ଦିନ ବିତିଯାଇଲେ ମଧ୍ୟ ଏବେ ସୁଦ୍ଧା ୮୧ ମୃତଦେହ ଚିହ୍ନଟ ହୋଇପାରିନାହିଁ। ବର୍ତ୍ତମାନ ସମସ୍ତ ମୃତଦେହକୁ ଏମ୍ସ ପରିସରରେ ୩ଟି କଣ୍ଟେନର ମଧ୍ୟରେ ସଂରକ୍ଷଣ କରି ରଖାଯାଇଛି। ମୃତଦେହ ଚିହ୍ନଟର ଶେଷ ବିକଳ୍ପ…
ଶିଖରଚଣ୍ଡୀ ସ୍ଥିତି ଅନୁଧ୍ୟାନକଲା ଏନ୍ଜିଟି ଟିମ
ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଶିଖରଚଣ୍ଡୀ ପାହାଡ଼ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା କ୍ଷୟକ୍ଷତିକୁ ଶନିବାର ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ଟିମ୍ ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ରାଜଧାନୀର ଶୋଭା ବଢାଉଥିବା ତଥା ପରିବେଶ ସମ୍ବେଦନଶୀଳ ଶିଖରଚଣ୍ଡୀ ପାହାଡ଼କୁ…
‘ନାବିକଙ୍କ ପାଇଁ ବିଶ୍ୱ ଅର୍ଥନୀତି ସୁଦୃଢ଼’
ପାରାଦୀପ,୨୫।୬ (ଶରତ ରାଉତ) ବିଶ୍ୱର ୯୦ ପ୍ରତିଶତ ପଣ୍ୟ ଏବେ ଜଳପଥରେ ପରିବହନ ହେଉଛି। ଏହା ସମୁଦାୟ ଅର୍ଥନୀତିର ୮୦ ଭାଗ। ଏହି କାରବାରରେ ନାବିକମାନଙ୍କ ପ୍ରମୁଖ ଭୂମିକା ରହିଛି। ଜଳପଥରେ ପଣ୍ୟବାହୀ ଜାହାଜରେ ଯେଉଁ ନାବିକମାନେ ଅତଳ ସମୁଦ୍ରରେ ନିଜ…
Archives


