ଖୋଲୁନି ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ଭୁବନେଶ୍ୱରର ପ୍ରମୁଖ ମାର୍କେଟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଲଗାତର ୫ଦିନ ଧରି ବନ୍ଦ ରହିଛି। ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ଜିଦ୍ ଧରି ବସିଥିବାବେଳେ ବିଏମ୍ସି କିନ୍ତୁ ହାତ ଟେକି ଦେଇଛି। ବିଏମ୍ସି କର୍ତ୍ତୃପକ୍ଷ…
ଖଡ଼ଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା
ଭୁବନେଶ୍ୱର,୨୦ା୭(ଅସମାପିକା ସାହୁ): ଖଡ଼ଗ ନଦୀରେ ନିର୍ମାଣ ହେବ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ…
ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର,୨୦ା୭(ଅସମାପିକା ସାହୁ): ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେଶନ ଅଫିସର ପଦବୀ ଥିବା ବେଳେ ୩ଟି ଲିଡିଂ ଫାୟାର ମ୍ୟାନ୍ ଓ ୨୦ଟି…
ନୂତନ ଦଧିନଉତି ବସିବ, ଲାଗିବ ଆର୍ଥିଂ
ପୁରୁଣା ଭୁବନେଶ୍ୱର,୨୦।୭(ସୁବାସ ଚନ୍ଦ୍ର ପ୍ରଧାନ)ଗତ ଶନିବାର ବଜ୍ରପାତରେ ମାଉସୀମା ଛକସ୍ଥିତ ରାମେଶ୍ୱର ମନ୍ଦିରର ଦଧିନଉତି ଖସିପଡ଼ିଥିଲା। ଦଧି ନଉତିଟି ସମ୍ପୂର୍ଣ୍ଣ ଭାଙ୍ଗି ମନ୍ଦିରର ଚତୁଃପାର୍ଶ୍ୱରେ ଏଣେତେଣେ ପଡ଼ିଥିଲା। ଏଏସ୍ଆଇ କର୍ମଚାରୀମାନେ ଏହାର ଭଗ୍ନାବଶେଷଗୁଡ଼ିକୁ ସଂଗ୍ରହ କରି ଷ୍ଟୋର ରୁମରେ ରଖିଛନ୍ତି। ଠାକୁରଙ୍କ…
ବସ୍ତିରେ ତିଆରି ହେଉଥିଲା ଗଞ୍ଜେଇ ସିଗାରେଟ
ଭୁବନେଶ୍ୱର,୨୦।୭(ସୂର୍ଯ୍ୟକାନ୍ତ ବେହେରା)ଦେଖିବାକୁ ସିଗାରେଟ। ମାତ୍ର ଭିତରେ ଭର୍ତ୍ତି ହୋଇଛି ଗଞ୍ଜେଇ। ରାଜଧାନୀରେ ବେଆଇନ ଭାବେ ବିକ୍ରି ହେଉଥିବା ଏହି ଗଞ୍ଜେଇ ସିଗାରେଟ ସହରରେ ଥିବା ବସ୍ତିରେ ତିଆରି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ୟାକେଜିଂ ସହ ବ୍ରାଣ୍ଡିଂ ବି ହେଉଛି। ଅବକାରୀ…
‘ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ’
ଖୋର୍ଦ୍ଧା,୨୦ା୭(ପ୍ରଭାତ ପାଣିଗ୍ରାହୀ)ବିଭିନ୍ନ ପ୍ରସଙ୍ଗ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଗୋଟିଏ ପଟେ କ୍ୟାମ୍ପସରେ ଶାସକ ଦଳ ବିଜୁ ଛାତ୍ର ବାହିନୀ…
୮ ଜିଲାର ୮ ନୂଆ ଗ୍ରୀଡ୍ ସବ୍ଷ୍ଟେଶନ ଲୋକାର୍ପିତ
ଭୁବନେଶ୍ବର, ୨୦ା୭(ସୁନିତ୍ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୮ ଜିଲାରେ ୮ଟି ଏକ୍ସଟ୍ରା ହାଇ ଭୋଲଟେଜ ଗ୍ରୀଡ୍ ସବ୍ଷ୍ଟେଶନ ଲୋକାର୍ପିତ କରିଛନ୍ତି। ଅନୁଗୋଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ଼, କୋରାପୁଟର ବୋରିଗୁମ୍ମା, ଝାରସୁଗୁଡ଼ାର ଲଖନପୁର, ସୁନ୍ଦରଗଡ଼ର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡ଼ର…
ନେଭା ଆପ୍ଲିକେଶନ ପ୍ରୟୋଗର ପ୍ରଶିକ୍ଷଣ ନେଲେ ଆମେନିଟିଜ୍ କମିଟି ସଦସ୍ୟ
ଭୁବନେଶ୍ବର, ୨୦ା୭(ସୁନିତ୍ ମିଶ୍ର):ଓଡ଼ିଶା ବିଧାନସଭାରେ ବୁଧବାର ଆମେନିଟିଜ୍ କମିଟିର ସଦସ୍ୟ ଥିବା ବିଧାୟକମାନେ ନେଭା ଆପ୍ଲିକେଶନର ପ୍ରୟୋଗ ସମ୍ପର୍କିତ ପ୍ରଶିକ୍ଷଣ ନେଇଛନ୍ତି। ଏହା ହେଉଛି କେନ୍ଦ୍ର ସରକାରଙ୍କ ଏକ ମିଶନ ମୋଡ୍ ପ୍ରକଳ୍ପ ା ଖୁବ୍ଶୀଘ୍ର ଏହା ପାର୍ଲାମେଣ୍ଟ ସମେତ ସମସ୍ତ…
୫ହଜାର ଏଲ୍ଟିଆର୍ ମେଡିକାଲ ଅଫିସର ପଦବୀ ସୃଷ୍ଟି
ଭୁବନେଶ୍ୱର,୨୦ା୭(ଅନିଲ ଦାସ)ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ସ୍ବାସ୍ଥ୍ୟସେବା କ୍ୟାଡର ୫ ହଜାର ନୂଆ ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲ୍ଟିଆର୍ଏମ୍ଓ) ଗ୍ରୁପ୍-ଏ(ଜୁନିୟର ବ୍ରାଞ୍ଚ) ପଦବୀ ସୃଷ୍ଟି କରିଛନ୍ତି। ଜିଲା ମୁଖ୍ୟାଳୟଠାରୁ ଆରମ୍ଭ କରି ସବ୍ଡିଭିଜନ ହସ୍ପିଟାଲ,…
କଟକ ଡ୍ରେନ୍ ପୁଣି ଜୀବନ ନେଲା
କଟକ,୨୦ା୭(କାର୍ତ୍ତିକ ସାହୁ)ପୁଣି କାଳ ହୋଇଛି ମୁକୁଳା ଡ୍ରେନ୍। ଗତ ଶନିବାର ଜଣେ ଯୁବକ ଡ୍ରେନ୍ରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ବୁଧବାର ଅପରାହ୍ନରେ ଡ୍ରେନ୍ରୁ ଅଳିଆ ସଫା କରୁଥିବାବେଳେ ବୁଡ଼ିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ ବକ୍ସିବଜାର ଅନ୍ତର୍ଗତ ବାରପଥର ଅଞ୍ଚଳରେ…
ପୂର୍ବତନ ପଞ୍ଚାୟତ ସମିତି ସଭ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର
ଭୁବନେଶ୍ୱର,୧୯ା୭(ଅନିଲ ଦାସ): ପୁରୀ ଜିଲା ପୁରୀ ସଦର ବ୍ଲକର ପୋପୀନାଥପୁର ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ପ୍ରଭାକର ସମର୍ଥାଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ ପ୍ରତ୍ୟାହର କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତ୍ୟାହାର କରାଯାଇଥିବା…
ଲଘୁଚାପ: ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୯ା୭(ଅନିଲ ଦାସ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଏଥିସହିତ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏଥିଯୋଗୁ…
Archives


