ମେଟ୍ରୋ

ଆଜି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିବ କଂଗ୍ରେସ: ତାରା

ଭୁବନେଶ୍ୱର,୨୯ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସୋମବାର ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ…

ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୨ଶହ ଟପିଲା

ଭୁବନେଶ୍ୱର,୨୯।୭ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷାଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ଜୁଲାଇ ୧୬ ସୁଦ୍ଧା ସହରରୁ ୧୧୫ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ୨ଶହ ପାର୍‌ କରିଛି।…

ଓଡ଼ିଶାକୁ ଆସିବେ ୫ ବାଘ, ସଫଳତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୨୯ା୭(ଅସମାପିକା ସାହୁ): ଓଡ଼ିଶାରେ ବାଘବଂଶ ବୃଦ୍ଧି ପାଇଁ ଯୋଜନା କରିଛି ବନ ବିଭାଗ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ୫ ମହାବଳ ବାଘ ଆସିବେ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏବଂ କେନ୍ଦ୍ର ଜଙ୍ଗଲ,…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ

ଭୁବନେଶ୍ୱର,୨୯।୭: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ରବିବାର ରାତି ପ୍ରାୟ ୧ଟା ୩୫ ମିନିଟ ସମୟରେ ଲାଇନ୍‌ଚ୍ୟୁତ ହୋଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ଖବର ମିଳିବା ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ…

ପୁରୀ-ଚେନ୍ନାଇ ଏକ୍ସପ୍ରେସ୍‌ରେ ଯାନ୍ତ୍ରିକ ତ୍ରୁଟି: ପଛକୁ ଫେରିଲା ଟ୍ରେନ୍‌

ଭୁବନେଶ୍ୱର,୨୮।୭: ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ରବିବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ ଟ୍ରେନ୍‌ଟି ବିଳମ୍ବରେ ଛାଡ଼ିବା ସତ୍ତ୍ବେ ୩ କିମି ଯାତ୍ରା କରି ପଛକୁ ଫେରିଛି। ଟ୍ରେନର ମରାମତି ପାଇଁ ଏବେ ଉଦ୍ୟମ ଜାରି ରହିଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ…

ବଦଳିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ: ଶାଶ୍ୱତ ମିଶ୍ରଙ୍କ ସ୍ଥାନ ନେଲେ ଏହି ଆଇଏଏସ୍‌

ଭୁବନେଶ୍ୱର,୨୮।୭: ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ସଚିବଙ୍କ ବଦଳି ହୋଇଛି। ଏନ୍‌ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାଶ୍ୱତ…

ବନ୍ୟାକୁ ନେଇ ଏମିତି କହିଲେ ଅତିରିକ୍ତ ଏସ୍‌ଆରସି

ଭୁବନେଶ୍ୱର,୨୮।୭:ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଅତିରିକ୍ତ ଏସ୍‌ଆରସି କହିଛନ୍ତି। ୩୦ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢ଼େ ୪ ଲକ୍ଷ କ୍ୟୁସେକ ପ୍ରବେଶ କରିବ। ଏ ନେଇ ବିଭିନ୍ନ ଜିଲାକୁ ଏସଆର୍‌ସିଙ୍କ ତରଫରୁ ସତର୍କ ରହିବାକୁ କୁହାଯାଇଛି। ସମ୍ବଲପୁର, ସୁବର୍ଣ୍ଣପୁର,…

ଆଇଏଏସ୍‌ ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ: ଏବେ ଏହି ବିଭାଗରେ ହେଲା ନିଯୁକ୍ତି

ଭୁବନେଶ୍ୱର,୨୮।୭: ଆଇଏଏସ୍‌ ଅଫିସର ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ। ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିଭଳି ଆଇଏଏସ୍‌ ଅଫିସର ଏନ୍‌.ବି.ଏସ୍‌. ରାଜପୁତଙ୍କୁ ଶାଶ୍ୱତଙ୍କ…

ଚାବି ହଜିବାକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ, କହିଲେ ରତ୍ନଭଣ୍ଡାର ନ ଖୋଲିବା ଷଡ଼ଯନ୍ତ୍ରର…

ପୁରୀ,୨୮।୭: ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ମରାମତି ହେବ ବୋଲି ରବିବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି, ପ୍ରାଥମିକ ଯାଞ୍ଚ ସରିଛି, ଖୁବ୍‌ ଶୀଘ୍ର ଏଏସ୍‌ଆଇ ମରାମତି ଆରମ୍ଭ କରିବ। ଏସ୍‌ଓପିରେ କିଛି ସଂଶୋଧନ ଦରକାର ଥିଲା, ତାହା…

ଓଡ଼ିଆ ଅସ୍ମିତା ଲାଗି ସରକାରଙ୍କ କଡ଼ା ଆଭିମୁଖ୍ୟ: ବିଭାଗୀୟ ସଚିବଙ୍କ ଅଡୁଆ…

ଭୁବନେଶ୍ୱର,୨୮।୭: ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନୀ ସଫଳତା ପାଇଥିବା ଭାଜପା ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ଏବେ ବିଭାଗୀୟ ସଚିବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସମସ୍ତ ବିଭାଗର ନଥିପତ୍ର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୮ା୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତାକାଲି ଜୁଲାଇ ୨୯ ତାରିଖ (ସୋମବାର) ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୩୧ ଯାଏ ବର୍ଷିବ

ଭୁବନେଶ୍ୱର, ୨୭।୭(ଅସମାପିକା ସାହୁ)- ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ରଓଡ଼ିଶାରେ ଏବେ ଲଘୁଚାପ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରିବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୩୧ତାରିଖ ପର୍ଯନ୍ତ ପ୍ରବଳ ବର୍ଷା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?