ଭୁବନେଶ୍ୱର ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର,୧୫।୪: ଡହଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର। ଦିନ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ପାଲଟିଛି। ଚାନ୍ଦବାଲି ୪୧.୧, ଝାରସୁଗୁଡ଼ା ୪୧ ଡିଗ୍ରୀ, ବାଲେଶ୍ୱର ୪୦ ଡିଗ୍ରୀ, ହୀରାକୁଦ ୩୯.୫ ଡିଗ୍ରୀ, ସମ୍ବଲପୁର ୩୯.୪...
ଭାଜପାରେ ସାମିଲ ହେଲେ କାରଖାନା ଭାଉଜ
ଭୁବନେଶ୍ୱର,୧୫।୪: ରାଜଧାନୀ ଭୁବନେଶ୍ୱରରେ କାର୍ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ମିଶ୍ରଣ ପର୍ବରେ ଏହି ଦୁଇ ଯା’ ଭାଜପାର ସଦସ୍ୟତା ହାସଲ କରିଥିଲେ। ଏହି...
ସ୍ବାମୀଙ୍କ ସହ ଭାଜପାରେ ଯୋଗଦେଲେ ଜ୍ୟୋତି ପାଣିଗ୍ରାହୀ
ଭୁବନେଶ୍ୱର,୧୫।୪:ନିକଟରେ ବିଜେଡି ଛାଡିଥିବା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟରେ ପଦ୍ମ ଧରିଛନ୍ତି। ବିଜେଡିରୁ ଟିକେଟ ନ ମିଳିବା ପରେ ସେ କିଛି ଦିନ ତଳେ...
ରାଜଧାନୀରେ ଡହଡହ ଖରା: ୩୨ ଡିଗ୍ରୀ ଟପିଲା ପାରଦ
ଭୁବନେଶ୍ୱର,୧୫।୪: କିଛିଦିନ ପାଗ ଥଣ୍ଡା ରହିବା ପରେ ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡିଛି। ଡହଡହ ଖରାରେ ସିଝୁଛିି ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି।...
୩ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଭୁବନେଶ୍ୱର,୧୫ା୪: କଂଗ୍ରେସ ରବିବାର ତା’ର ଆଉ ୭୫ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ତେବେ ୩ଟି ସ୍ଥାନରେ କଂଗ୍ରେସ ତା’ର ପୂର୍ବ ପ୍ରାର୍ଥୀଙ୍କୁ ବଦଳାଇଛି। ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ କଂଗ୍ରେସ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲିଗୁଡ଼ାରେ...
ଭାଜପାକୁ ଏମିତି କମେଣ୍ଟ ମାରିଲା ବିଜେଡି
ଭୁବନେଶ୍ୱର, ୧୪।୪(ସୁନିତ୍ ମିଶ୍ର):ବିଜେଡି ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ତେବେ ଏଭଳି ସ୍ଥିତିରେ ଗତ ୧୦ ତାରିଖ ପରଠାରୁ ଭାଜପା ପରବର୍ତ୍ତୀ...
୩୯ ଡିଗ୍ରୀ ଉପରେ ୧୦ ସହର: ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୧୪।୪(ଅନୁରାଧା ମହାରଣା)- ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଦିନ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟୁଛି। ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି...
ବିରୋଧୀଙ୍କୁ ଟକ୍କର୍ ଦବେ ମୋକିମଙ୍କ ଝିଅ! କଟକ ରାଜନୀତିରେ ନୂଅ ଟ୍ବିଷ୍ଟ
କଟକ,୧୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। କାହାର ଟିକେଟ୍...
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ଭୁବନେଶ୍ୱର,୧୪ା୪: ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ପୁଣି ବଢ଼ିଛି। ରବିବାର ସାଢ଼େ ୧୧ଟା ସୁଦ୍ଧା ୫ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୪ ଡିଗ୍ରୀ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ।...
ହ୍ୟାଟ୍ରିକ୍ ଲକ୍ଷ୍ୟରେ ସାରଥି, ଭାଜପାର ଭରସା ନୂଆ ପ୍ରାର୍ଥୀ
ନିିଶ୍ଚିନ୍ତକୋଇଲି,୧୪।୪(ଅଶୋକ କୁମାର ମହାପାତ୍ର)କଟକ ଜିଲା ଅଧୀନ କଟକ ସଦର ବିଧାନସଭା କ୍ଷେତ୍ର ପାଇଁ ଆସନ୍ତା ମେ’୨୫ରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ଭାଜପା ପ୍ରକାଶ ସେଠୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଯାବତ୍...
ବିଏସ୍କେୱାଇକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି
ଭୁବନେଶ୍ୱର,୧୪ା୪(ଅନିଲ ଦାସ)୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ପାଇଁ ଅବଦାନ ଶୂନ ା ସାରା ରାଜ୍ୟ କଥା ଛାଡ଼ନ୍ତୁ, ନିଜ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ତା’ର ହିସାବ ଦେବାକୁ ସେ ପଛଘୁଞ୍ଚା ଦିଅନ୍ତି ା...
କଳାକାରଙ୍କୁ ଭାଗ କରୁଛି ବିଜେଡି: ଭାଜପା
ଭୁବନେଶ୍ୱର, ୧୪।୪(ସୁନିତ୍ ମିଶ୍ର)ରାଜ୍ୟର କେତେଜଣ କଳାକାରଙ୍କୁ ଶୁକ୍ରବାର ନବୀନ ନିବାସରୁ ଡକରା ଆସିବା ପରେ ବହୁ ଜଣଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ବହୁ ଓଡ଼ିଆ ସିନେ ତାରକା ନବୀନ ନିବାସ ଯାଇ ସେଠାରେ ରାଜ୍ୟରେ କିପରି ଭଲ ଚଳଚ୍ଚିତ୍ର ଆଦି...
Archives


