‘ନବୀନ ସରକାରଙ୍କ ନିଷ୍ପତ୍ତିକୁ ମୋହର ମାରିଛନ୍ତି ସରକାର’: ବିଜେଡି
ଭୁବନେଶ୍ୱର,୧୦।୭: ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ବିଜେଡି ଏକ ଖବରଦାତା ସମ୍ମିଳନୀ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି…
ନବୀନ-ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ସୁର ରାଉତରାୟ
ଭୁବନେଶ୍ୱର,୧୦।୭: କଂଗ୍ରେସର ପୂର୍ବତନ ନେତା ସୁର ରାଉତରାୟ ନିଜ ଚିରାଚରିତ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏଥର ସେ ପୂର୍ବତନ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ବହୁତ ପ୍ରଶଂସା କରିନ୍ତି। ସେ କହିଛନ୍ତି,…
କାହିଁକି ପଡିଗଲେ ବଡ଼ ଠାକୁର ବଳଭଦ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ କହିଦେଲେ…
ଭୁବନେଶ୍ୱର,୧୦।୭: ଗତକାଲି ପୁରୀରେ ଘଟି ଯାଇଛି ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ…
ରାଜ୍ୟରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ; ସୃଷ୍ଟି ହେବ ୧୯,୩୬୪ ଚାକିରି
ଭୁବନେଶ୍ୱର,୧୦।୭: ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ…
ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୦।୭: ଶ୍ରୀବିଗ୍ରହମାନଙ୍କ ଆଡ଼ପ ମଣ୍ଡପ ପହଣ୍ଡି ଏକ ବଡ଼ଧରଣର ଅଘଟଣ ଘଟିଛି। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣି ପହଣ୍ଡି କରି ଜନ୍ମବେଦୀ ବା…
ଆସନ୍ତା ୨୪ ଘଣ୍ଟାରେ ୧୪ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୦।୭: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
ପିଏମଶ୍ରୀ ସ୍କୁଲ୍ ଅଧୀନରେ ସାମିଲ ହେବ ରାଜ୍ୟର ୮ଶହ ବିଦ୍ୟାଳୟ
ଭୁବନେଶ୍ୱର,୧୦।୭: ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଏବଂ ଶୈକ୍ଷିକ ଗୁଣବତ୍ତା ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟରେ ପିଏମ୍ଶ୍ରୀ ସ୍କୁଲ୍ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନା ଦ୍ୱାରା ପ୍ରାୟ ୮ଶହ ବିଦ୍ୟାଳୟ ଉପକୃତ ହେବେ । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ…
ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଏମିତି କହିଲେ ଜଗନ୍ନାଥଙ୍କ ବାଡଗ୍ରାହୀ
ପୁରୀ,୧୦।୭: ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁଦିନ ହେବ କହି ଆସୁଥିଲି ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଉ । ଯାହାର ଅଭିଜ୍ଞତା ଥିବ ସେମାନଙ୍କୁ ନେଇ ରତ୍ନଭଣ୍ଡାର…
ବଡ଼ଠାକୁର ପଡ଼ିଯିବା ଘଟଣା: ମୁକ୍ତିମଣ୍ଡପ ପଣ୍ଡିତ କହିଲେ ସର୍ବସମ୍ମୁଖରେ ଦୋଷୀଙ୍କ ନାଁ ପ୍ରକାଶ କର…
ଭୁବନେଶ୍ୱର,୧୦।୭: ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଅଘଟଣ ଘଟିଥିଲା। ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବାରୁ ୭ ସେବାୟତ ଆହତ ହୋଇଛନ୍ତି। ତେବେ…
୫ ପ୍ରସ୍ତାବକୁ କ୍ୟାବିନେଟ ମୋହର, ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ
ଭୁବନେଶ୍ୱର,୧୦।୭: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି ।…
ବଡ଼ଠାକୁର ପଡ଼ିଯିବା ଘଟଣା, ଦିଅଁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ କହିଲେ …
ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଘଟିଥିଲା ଅଘଟଣ। ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ ସେବାୟତ ଆହତ ହୋଇଛନ୍ତି। ତେବେ ପୂର୍ବଥର…
ବଡ଼ଠାକୁର ପଡ଼ିଯିବା ଘଟଣା, ମାଡିଆସୁଛି ବଡ଼ ବିପଦ: କହୁ କହୁ କହିଦେଲେ…
ପୁରୀ,୧୦ା୭: ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଅଘଟଣ ଘଟିଥିଲା । ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ଜଣ ସେବାୟତ ଆହତ ହୋଇଛନ୍ତି।…
Archives


