ମେଟ୍ରୋ

ସେଫ ସିଟି ଡ୍ରାଇଭ ଅଭିଯାନ ବେଳେ ପାରା ଅଲମ୍ପିଆନ ଖେଳାଳି ଧରାପଡିଲେ

ଭୁବନେଶ୍ୱର,୧୫ା୯(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ସେଫ ସିଟି ଡ୍ରାଇଭ ଅଭିଯାନକୁ ନେଇ ବ୍ଲକିଂ ଚେକିଂ ଚାଲିଥିଲା ବେଳେ ପାରା ଅଲମ୍ପିଆନ ପ୍ରମୋଦ ଭଗତଙ୍କ ଗାଡିକୁ ପୋଲିସ ଜବତ କରିଛି। ସେ ମଦ୍ୟପାନ କରି ଗାଡି ଓଲଟା ଚଲାଇବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ…

ଅନୁକୂଳଚନ୍ଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଏମ୍ସ’କୁ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ଉପହାର

ଦେଓଘର (ଝାଡ଼ଖଣ୍ଡ ),୧୫।୯: ଯୁଗ-ପୁରୁଷୋତ୍ତମମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମୋତ୍ସବ ଅବସରରେ ରବିବାର ଦେଓଘରସ୍ଥିତ ସତସଙ୍ଗମୁଖ୍ୟ ଆଶ୍ରମ ପକ୍ଷରୁ ଆଚାର୍ଯ୍ୟଦେବ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ସ୍ଥାନୀୟ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)କୁ ଏକ ମୋବାଇଲ୍ ରକ୍ତଦାନ…

ପ୍ରବଳ ବର୍ଷା ସମ୍ଭାବନା: ଜିଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର,୧୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗକୁ ରାଜ୍ୟର କଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ପେସିଆଲ ରିଲିଫ କମିଶନ(ଏସଆରସି)। ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ…

ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ପାଇଁ ମୁତୟନ ହେବେ ଏତିକି ପ୍ଲାଟୁନ୍‌ ଫୋର୍ସ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ। ଏନେଇ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ…

ଥାନାରେ ଚାଞ୍ଚଲ୍ୟ, ଏସ୍‌ଆଇଙ୍କୁ କାମୁଡ଼ି ପକାଇଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୫।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତେବେ ଏହି ଆକ୍ରମଣରେ ଥାନାର ୪ ଜଣ କନଷ୍ଟେବଲ ଆହତ ହୋଇଛନ୍ତି। ମହିଳା ଏସଆଇଙ୍କୁ ମେଜରଙ୍କ ବାନ୍ଧବୀ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ମେଜର ଜଣଙ୍କ କୋଲକାତା…

୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା: ଏହି ଜିଲାରେ…

ଭୁବନେଶ୍ୱର,୧୫।୯: ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହେଉଛି । ଏହି ଅବପାତ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ । ଏହାର ପ୍ରଭାବରେ ୨୪ ଘଣ୍ଟା ଯାଏଁ ରାଜ୍ୟରେ…

ଏତେ ବଡ଼ ସୁଟ୍‌ ! ତିଆରି କରିବା ପାଇଁ ଲାଗିଥିଲା…

ସୁଟ୍‌ ପିନ୍ଧିବାକୁ ପ୍ରାୟ ସବୁ ପୁରୁଷଙ୍କୁ ଭଲ ଲାଗେ। ଏହା ଜେଣ୍ଟଲ ଓ ହାଣ୍ଡସମ୍‌ ଲୁକ ଦେଇଥାଏ। ଅଫିସ୍‌ ପାଇଁ ସୁଟ୍‌ ସବୁଠୁ ବେଷ୍ଟ ଅପ୍ସନ। ତେବେ ୨୦୧୨ ମସିହା, ଚାଇନାରେ ଏମିତି ଏକ ସୁଟ୍‌ ତିଆରି କରାଯାଇଥିଲା, ଯାହା ଭିତରେ…

ଲକ୍ଷ୍ୟ ରଖିଛନ୍ତି କି ? କାହିଁକି ଗ୍ୟାସ୍‌ ଚୁଲାନୀଳ ଜଳେ….

ଯେବେ ଦିଆସିଲି ଜଳାଯାଏ ତାହାର ଶିଖା ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ ଗ୍ୟାସ୍‌ର ଚୁଲା ଜଳାଗଲେ ତା’ର ଅଗ୍ନି ଶିଖା ନୀଳ ରଙ୍ଗର ଦେଖାଯାଏ। ହେଲେ ଏମିତି କାହିଁକି ହୁଏ କେବେ ଭାବିଛନ୍ତି? ଜାଣନ୍ତୁ ଏହାର କାରଣ.. ପ୍ରଥମେ ଜାଣିବା ଅଗ୍ନିଶିଖା…

ବୋଉର ପଣତକାନିରେ ପ୍ରଥମ ରୋଜଗାର

ମୋର ଜନ୍ମ ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ। ନନା ଆର୍ତ୍ତବନ୍ଧୁ ମିଶ୍ର ଓ ବୋଉ ଶୈଳବାଳା ମିଶ୍ର। ତିନିଭାଇଙ୍କ ମଧ୍ୟରେ ମୁଁ ହେଲି ମଝିଆ। ତା’ସହିତ ଆମର ଗୋଟିଏ ବୋଲି ଭଉଣୀ। ମଧ୍ୟବିତ୍ତ ପରିବାରର ଆର୍ଥିକ ଅବସ୍ଥା…

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ

ଭୁବନେଶ୍ୱର,୧୫ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏନେଇ ବିଶ୍ୱବିଦ୍ୟାଳୟର ଯୌନ ନିର୍ଯାତନା ସେଲ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ସେଲ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅଗଷ୍ଟ…

ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା: ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ….

ଭୁବନେଶ୍ୱର,୧୫।୯: ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା। ସୁଭଦ୍ରା ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଏହି ଯୋଜନା ଚାଲିବ। ୧୭…

ଓଡ଼ିଶା ପାଇଁ ଖୁସି ଖବର: ଗଡ଼ିବ ଆଉ ୩ଟି ’ବନ୍ଦେ ଭାରତ’, ବ୍ରହ୍ମପୁର ଗସ୍ତରେ…

ଭୁବନେଶ୍ୱର,୧୫।୯: ଓଡ଼ିଶାକୁ ଆଜି ମିଳିବ ଦୁଇଟି ‘ବନ୍ଦେ ଭାରତ’। ଏଥିପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ ମୋହନ ମାଝି। ଭର୍ଚ୍ଚୁଆଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ବ୍ରହ୍ମପୁର-ଟାଟାନଗର, ହାୱାଡ଼ା-ରାଉରକେଲାକୁ ଗଡ଼ିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?