କାହିଁକି ଭର୍ତ୍ତୁହରିଙ୍କୁ ହେଉଛି ବିରୋଧ, ସମ୍ବିଧାନର ନିୟମ ହେଉଛି…
ନୂଆଦିଲ୍ଲୀ,୨୧।୬: ଆସନ୍ତା ସୋମବାରଠାରୁ ହେବାକୁ ଯାଉଛି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ । ଯାହା ଉପରେ ରହିଛି ସାରା ଦେଶର ନଜର । ନବ ନିର୍ବାଚିତ ଏମପିମାନେ ଶପଥ ନେବାକୁ ଯାଉଛନ୍ତି । ପ୍ରୋଟେମ ସ୍ପିକର୍ ତାଙ୍କୁ ଶପଥ ପାଠ କରାଇବେ...
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନଙ୍କ ପରିବାର
ଭୁବନେଶ୍ୱର,୨୧।୬: ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୁକ୍ରବାର ରାଜ୍ୟପାଳ ରଘୁବାର ଦାସଙ୍କୁ ଏକ ସୌଜନମୂଳକ ସାକ୍ଷାତକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ସପରିବାର ରାଜ୍ୟପାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ରାଜ୍ୟର ବିକାଶମୂଳକ ଯୋଜପା ତଥା ସମସାମୟିକ ଘଟଣା ଉପରେ...
ପ୍ରଦୀପଙ୍କ ପରେ କିଏ ହେବେ ମୁଖ୍ୟ ଶାସନ ସଚିବ, ରେସ୍ରେ ବଡ଼ ବଡ଼ ଆଇଏଏସ ଅଫିସର
ଭୁବନେଶ୍ୱର,୨୧।୬: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ପ୍ରଦୀପ ଜେନା ରହିବେ ନା ତାଙ୍କ ସ୍ଥାନ ଆଉ କିଏ ନେବ। ନୂଆ ସରକାର ଗଠନ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି,...
ଜୁଲାଇରେ ପୂର୍ଣ୍ଣାଙ୍ଗ ନୁହେଁ କାମଚଳା ବଜେଟ ଆଣିବେ ମୋହନ ସରକାର
ଭୁବନେଶ୍ୱର,୨୧।୬: ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଆସନ୍ତା ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ(ଲେଖାନୁଦାନ) ବିଧାନସଭାରେ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ସରକାର ଗଢିଥିବା ଭାଜପା ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ପୂର୍ଣ୍ଣାଙ୍ଗ...
ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ପୂର୍ବ ସରକାରରେ ନିୟୋଜିତ ବିଭିନ୍ନ ବିଭାଗର…
ଭୁବନେଶ୍ୱର,୨୧।୬(ଅସମାପିକା ସାହୁ): ବିଜେଡି ସରକାର ସମୟରେ ରାଜ୍ୟର ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏହାଦ୍ୱାରା ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବା ଯୋଗୁ ମୁଖ୍ୟମନ୍ତ୍ରୀ...
ଆସନ୍ତା ୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ସୂଚନା…
କଟକ,୨୧ା୬ (କାର୍ତ୍ତିକ ସାହୁ)- ଚଳିତ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ...
ଜନ୍ମମାଟିରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୨୦ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମ ମାଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।...
ଦୀପାଳିଙ୍କ ଅଭିଯୋଗରେ ଏମିତି ହେବ ଇଭିଏମ ଯାଞ୍ଚ, ହୋଇଯିବ କି ଓଲଟପାଲଟ
ଭୁବନେଶ୍ୱର,୨୧।୬: ଇଭିଏମକୁ ନେଇ ବିବାଦ ଥମୁ ନ ଥିବାବେଳେ ଇଭିଏମର ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ତିନିଦିନ ତଳେ ଏକ୍ସ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଭାରତରେ ଝଡ ସୃଷ୍ଟି କରିଛି। ଗଲ...
ହାଇକୋର୍ଟ ଗଲେ ଦିଲ୍ଲୀପ ରାୟ
ଭୁବନେଶ୍ୱର,୨୧।୬: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ଭାଜପା ନେତା ଦିଲ୍ଲୀପ ରାୟ। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ଦାୟର କଲେ ମାମଲା। ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପ କୋର୍ଟରେ ଦାବି କରିଛନ୍ତି। ସୂଚନାଥାଉ କି, ଶାରଦାଙ୍କ...
ବାଣୀବିହାରରେ ପୁଣି ଆରମ୍ଭ ହେବ ଯୋଗ ବିଭାଗ
ଭୁବନେଶ୍ୱର,୨୧।୬: ଜୁନ ୨୧ରେ କେବଳ ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ତେବେ ଏନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଯୋଗ ବିଭାଗ ।...
ସରକାରଙ୍କ ଘୋଷଣା: ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା
ଭୁବନେଶ୍ୱର,୨୧।୬: ୨୦୩୬ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧି ବୃଦ୍ଧି ନେଇ ସୂଚନା ମିଳିଛି। ଓଡ଼ିଶା ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ...
ପ୍ରତିଦିନ ଏହି ସମୟରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଶୁକ୍ରବାରଠାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା...
Archives


